News
lipub
samparksetu

ଗଁଦିଆ ବ୍ଳକ ରେ ସରିଲା ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚ

ଗଁଦିଆ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗଁଦିଆ ବ୍ଲକ ର ସରପଞ୍ଚ, ସମିତସଭ୍ୟ ତଥା ୱାର୍ଡ଼ ସଭ୍ୟ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ଶନିବାର ଶେଷ ହୋଇଛି।

୭୦୩ ୱାର୍ଡ଼ ସଭ୍ୟ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ୧୯ ଜଣଙ୍କ ନାକଚ ହୋଇଯାଇଛି। ୨୯ ପଞ୍ଚାୟତ ପାଇଁ ୧୫୪ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳ ୩ ଜଣଙ୍କର ନାକଚ ହୋଇଯାଇଛି । ଅନୁରୂପ ଭାବେ ୧୪୦ ସମିତିସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମସ୍ତ କାଏମ ହୋଇଯାଛି। ଏହା ବ୍ଳକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

new life
You might also like
error: Content is protected !!