ରସିକିୟା ଶିକ୍ଷକର ନିର୍ଯ୍ୟାତନା ବିରୁଦ୍ଧରେ ଅଭିଯୋଗ ଆଣିଲେ ନବମ ଶ୍ରେଣୀ ଛାତ୍ରୀ
ରସିକିୟା ଶିକ୍ଷକର ନିର୍ଯ୍ୟାତନା ବିରୁଦ୍ଧରେ ମୁହଁ ଖୋଲିଲେ ନବମ ଶ୍ରେଣୀ ଛାତ୍ରୀ । ମୁହଁ ପୋଛିବା ପାଇଁ ମାଗନ୍ତି ଝିଅଙ୍କ ଓଢ଼ଣୀ। ଶୌଚଯିବାକୁ କହିଲେ ସାଙ୍ଗରେ ଯିବାକୁ କୁହନ୍ତି ଶିକ୍ଷକ ।ନିର୍ଯ୍ୟାତନା ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଜଣାଇଲେ ଛାତ୍ରୀ ।ବିଦ୍ୟାଳୟ ପରିଚାଳନା କମିଟି!-->…