ଭାଗିରଥି ସାଗର ଭିତରେ ଖୋଳା ଯାଇଥିବା ସମସ୍ତ ପଙ୍କ ଓ ମାଟି ବାହାରକୁ ସ୍ଥାନାନ୍ତର ପାଇଁ ଦାବି
ଭାଗିରଥି ସାଗରର ପୁନଃରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଅନେକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି l ସେହି ବୈଠକରେ ପୌରାଧ୍ୟକ୍ଷା ଓ ଅନ୍ୟ ଦୁଇଜଣ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଉପସ୍ଥିତିରେ ପୌରପାଳିକା ସଭାଗୃହରେ ନିଷ୍ପତ୍ତି ନିଆଗଲା ଯେ ପୁଷ୍କରିଣୀ ମଧ୍ୟରୁ ସମସ୍ତ ପଙ୍କ ଓ ମାଟି ବାହାରକୁ ନିଆଯିବ!-->…