News
lipub
samparksetu

ଗଣ୍ଡାନାଳୀ ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ହିନ୍ଦୋଳ ଉପଖଣ୍ଡ ଗଣ୍ଡାନାଳୀ ଗ୍ରାମରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ନୁତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ୨୫ ତାରିଖ ମଙ୍ଗଳ ବାର

୧୨ତମ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ୧୨ତମ ପ୍ରିୟବ୍ରତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଙ୍ଗମାଟିଆ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଗୋପାଳପୁର ଓ ମହାବୀର କ୍ଲବ

ହିନ୍ଦୋଳ ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବଡ଼ିଭିଜନର ବିଭିନ୍ନ ସ୍ଥାନରେ ଆଜି ୭୩ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ ନିୟମାନୁଯାୟୀ ଅତି ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଅଛି । ସକାଳ ଆଠ ଘଟିକା ସମୟରେ ହିନ୍ଦୋଳ ଏସ ଡି ଏମ କୋର୍ଟର ବିଚାରପତି ଶ୍ରୀମତୀ ସ୍ନିଗ୍ଧା ପଣ୍ଡାଙ୍କ ଦ୍ୱାରା

ଦେଶ ପ୍ରେମ ବିଶ୍ୱାସର ଅବିଚ୍ଛେଦ୍ୟ ଅଙ୍ଗ : ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ

୭୩ତମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଅହମ୍ମଦିଆ ମୁସଲିମ ଜମାତ ଭାରତ କହିଛି ଯେ ୨୬ ଜାନୁଆରୀର ଐତିହାସିକ ଦିନ ଭାରତର ପ୍ରଗତିର ମୂଳଦୁଆ ପକାଇଥାଏ। ଆଜି ଠାରୁ ୭୩ ବର୍ଷ ପୂର୍ବେ ଅର୍ଥାତ୍ ସ୍ୱାଧୀନତାର ଅଢେଇ ବର୍ଷ ପରେ ୧୯୫୦ ମସିହାରେ ଦେଶରେ ଗଣତାନ୍ତ୍ରିକ

କାମାକ୍ଷାନଗର ରେ ୧୨ ତମ-ଜାତୀୟ ମତଦାତା ଦିବସ ପାଳିତ

କକାମାକ୍ଷାନଗର ବ୍ଲକ ସଦଭାବନା ଗୃହ ଠାରେ ୧୨ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଗଣତନ୍ତ୍ର ଗଠନ ନିମନ୍ତେ ସୁସ୍ଥ ଭୋଟର ତାଲିକାର ଆବଶ୍ୟକତା ରହିଛି।ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ

ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଉଦଯାପିତ

କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଗଣିତ ପ୍ରୟୋଗ ଶାଳାରେ ଚଳିତ ମାସ ୧୯ ତାରିଖରୁ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଆରମ୍ଭ ହୋଇ ୨୫ ତାରିଖ ରେ ଉଦଯାପିତ ହୋଇଛି । ଏହି କାର୍ମଶାଳାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କର ଶିକ୍ଷା

ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ମୃତ ଦେହ ରଖି କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ । ଗତ କାଲି ଅପରାହ୍ନରେ ଏକ ହାଇୱା ଟ୍ରକ ଧକ୍କାରେ ବଡଝରା ଗାଁର ପ୍ରଫୁଲ୍ଲ କୁମାର ପଣ୍ଡା ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ

ପିଲାଦିନର ସ୍ମୃତି

ସେତେବେଳେ ଆଲାରାମ ନଥିଲା, ହେଲେ ନିଦ ସେଇ ସକାଳ ୬ ସାଢେ଼ ୬ ରେ ଭାଙ୍ଗିଯାଏ। ନିଦ ଭାଙ୍ଗିଲା ବେଳକୁ କାନରେ ଶୁଭେ, ଟିଭିରୁ ଭାସି ଆସୁଥିବା ଦିନର ପ୍ରଥମ ଗୀତ। "ଅନ୍ନଦାତା..ଅନ୍ନଦାତା.. ତୁ ମୋ ଅନ୍ନ..ଦାତା!" ବୋଧେ ମୋ ପାଇଁ ଏ ଥିଲା ସକାଳର ଅଲାର୍ମ। ହଁ, ଓଡ଼ିଆ ଟେଲଭିଜନ ସହ ମୋର ଟିକେ

ମଦ ପିଇ ଘର ଜାଳିଦେଲା ପୁଅ

ମଦ ପିଇ ଘର ଜାଳିଦେଲା ପୁଅ।ଥାନାରେ ମଦ୍ୟପ ପୁଅ ନାଁରେ ଏତାଲା ଦେଲେ ବାପା।ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଖୋକସା ଗ୍ରାମରେ।ସୂଚନା ଅନୁଯାୟୀ , ଖୋକସା ଗ୍ରାମର ସାରଙ୍ଗଧର ବେହେରାଙ୍କ ପୁଅ ଶତୃଘନ ବେହେରା ମଦ ପିଇ ଘରକୁ ଫେରିବା ସହ ଘରେ ସର୍ବଦା କଳି ଝଗଡା

ଚାଷିଙ୍କ ବାଟ ଓଗାଳୁଛି ରେଳପ୍ରକଳ୍ପ ; ଚିନ୍ତାରେ ଚାଷୀ ,ବିପଦଶଙ୍କୁଳ ଭାବେ ରେଳଲାଇନ ପାର ହୋଇ ଯିବାକୁ ପଡୁଛି ବିଲକୁ

ଚାଷୀର ଉର୍ନତି ହେଲେ ଦେଶ ଉର୍ନତି ହୋଇପାରିବ।ଏ ଚିନ୍ତାଧାରା ନେଇ କେନ୍ଦ୍ରର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଅନେକ ଯୋଜନା ଚାଷିଙ୍କ ଉଦ୍ୟେଶ୍ୟରେ କାର୍ଯ୍ୟକାରି କରାଯାଉଛି।କିନ୍ତୁ କାମାକ୍ଷାନଗରରୁ ବ୍ଲକ ବଡ ଶୁଆଁଳ ଠାରେ ରେଳ ପ୍ରକଳ୍ପ ନିର୍ମାଣ ହେବାଦ୍ବାରା ଅଞ୍ଚଳର ଚାଷୀ
error: Content is protected !!