ମୋଟରସାଇକେଲ ଲୁଟେରା ଗିରଫ ;୩ ମୋଟର ସାଇକେଲ ଉଦ୍ଧାର
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଠାରେ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ ଚୋରୀ ଯାଇଥିବା ଏକ ମୋଟର ସାଇକେଲର ତଦନ୍ତ କରି ପୋଲିସ ଲୁଟେରା ସହିତ ୩ ଟିମୋଟର ସାଇକେଲ ଉଦ୍ଧାର କରିଥିବାର ଜଣାପଡିଛି ।ଡିସେମ୍ବର ମାସ ୧୮ ତାରିଖ ଦିନ ଷ୍ଟେସନ ବଜାର ଠାରେ ଥିବା ରିଲାଏନ୍ସ!-->…