News
lipub
samparksetu

ମହାବାହୁ ସେବା ସମ୍ମାନ ରେ ସମ୍ମାନିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା

କେତେବେଳେ ସାଜନ୍ତି ଅନ୍ଧାରୀ ମୂଲକର ଆଲୋକ କେତେବଳେ କରିଥାନ୍ତି ନିଜକୁ ସମାଜ ସେବାରେ ବ୍ରତୀ ,ଏଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଯୁବ ସମାଜ ସେବୀ ତଥା ଯୁବ ସାମ୍ବାଦିକା ଆଙ୍କିତା ସାହୁ । ନିଜ କଲମର ବଳରେ ସାମ୍ବାଦିକ କ୍ଷେତ୍ର କୁ ସଦଉପଯୋଗ ବ୍ୟବହାର କରି

ନିଆରା ଢଙ୍ଗରେ କୁନିଝିଅ ମିକି ର ଜନ୍ମ ଦିନ ପାଳନ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି ।

ସୃଷ୍ଟି

" ତୁ ସୃଷ୍ଟି କଲୁ ଜଳ କଲୁ ତୁ ସୃଷ୍ଟି ସ୍ଥଳ ଓ ଆକାଶ… ଏହା ତୋହର ମହିମା। ମୁଁ ମାନବ… ଖଣ୍ଡ ବି ଖଣ୍ଡ କଲି ତୋ ସୃଷ୍ଟି କୁ, କରି ସୃଷ୍ଟି ମୁଁ ସୀମା। ତୁ ସୃଷ୍ଟି କଲୁ ମୋତେ… କଲୁ ତୁ ସୃଷ୍ଟି ମନୁଷ୍ୟ

ସରକାରଙ୍କ ତରଫରୁ ମୁଗ ବିହନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ

ଢେଙ୍କାନାଳ ଜିଲ୍ଳା ସଦର ବ୍ଲକ ନଡିଆଳୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଗେଡା ଗ୍ରାମରେ ଥିବା କୃଷକ ମାନଙ୍କୁ ସରକାରଙ୍କ ତରଫରୁ ମୁଗ ବିହନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି । ଗ୍ରାମରେ ଥିବା ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ଧାନ ଚାଷ

ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମତ୍ସ୍ୟ ଚାଷ ସମ୍ପର୍କିତ ତାଲିମ ଶିବିର

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଭାରତ ସରକାରଙ୍କ ନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିସର୍ସ କୋଅପରେଟିଭ୍ ଲିମିଟେଡ଼ (ଏଫ୍‌ଆଇଏସ୍‌ଏଚ୍‌ଓସିଏଫ୍‌ଇଡ଼ି) ସହଭାଗିତାରେ ଚାଷୀମାନଙ୍କ ପାଇଁ ମତ୍ସ୍ୟ ଚାଷ ଉପରେ ଏକ ପ୍ରଶିକ୍ଷଣ ତଥା ପରିଦର୍ଶନ ଯାତ୍ରା ଆୟୋଜିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାର

ଆମ୍ବପଡା ଗ୍ରାମରେ ୭ ଲକ୍ଷ ଟଙ୍କାର ସମ୍ପତ୍ତି ଚୋରୀ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି କରମୂଳ ପଞ୍ଚାୟତ ଆମ୍ବପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୭ଲକ୍ଷ ଟଙ୍କାର ସମ୍ପତ୍ତି ଚୋରୀ ହୋଇଥିବା ଯୋରନ୍ଦା ଫାଣ୍ଡିରେ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ଜଣାଯାଇଛି ଆମ୍ବପଡା ଗ୍ରାମରେ ପବିତ୍ର ମୋହନ ନାୟକଙ୍କ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ବିହାରୀ ନାୟକଙ୍କୁ ଅବସର।କାଳୀନ ବିଦାୟ ସମ୍ବ୍‌ର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତନୁଶ୍ରୀ ମିଶ୍ରଙ୍କ ସଭାପତିତ୍ୱ କରିଥିଲେ ।ଶ୍ରୀ

ନିଯୁକ୍ତି ମେଳା ଅନୁଷ୍ଠିତ

କାମାକ୍ଷାନଗର ମହାବିଦ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସନ୍ମାନିତ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଉପସ୍ଥିତ

୫୦ ଟଙ୍କା ଫିଙ୍ଗି ୬୫ ହଜାର ଲୁଟିନେଲେ !

୫୦ ଟଙ୍କା ଫିଙ୍ଗି ୬୫ ହଜାର ଲୁଟିନେଲେ ! ଗଁଦିଆ ଥାନା ଯୋରନ୍ଦ। ଫାଣ୍ଡି ଅନ୍ତର୍ଗତ ମହାପଦା ଗ୍ରାମର ବିନୋଦ ନାଥ (୬୫) ମଙ୍ଗଳବାର ମଧ୍ୟାହ୍ନରେ ଯୋରନ୍ଦା ସ୍ଥିତ ଏସବିଆଇ ଶାଖାକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରୁ ସେ ୬୫ ହଜାର ଉଠାଇ ବାଇକ୍ ଡିକି ରେ ପଇସା ରଖି ଘରକୁ ଯିବା ବେଳେ ,ତାଙ୍କ

କଙ୍କଡାହାଡ଼ ଓ ପରଜଙ୍ଗ ରେ BSKY ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ୧୦୦୦ଟଙ୍କା ସହାୟତା ରାଶି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ବେଳେ ଆଜି ପ୍ରଥମ ଦିନରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକରେ
error: Content is protected !!