ରୋଟ୍ରାକ୍ଟ କ୍ଳବ ଢେଙ୍କାନାଳ ଓ ରୋଟ୍ରାକ୍ଟ କ୍ଳବ ପିସ୍ ସିଟି ଢେଙ୍କାନାଳ ପକ୍ଷରୁ କମ୍ବଳ ବଣ୍ଟନ
ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଢେଙ୍କାନାଳରେ ମଧ୍ୟ ଶୀତର ଲହରୀ ଜାରି ରହିଛି।ଏହାକୁ ଆଖି ଆଗରେ ରଖି ରୋଟ୍ରାକ୍ଟ କ୍ଳବ ଅଫ ଢେ଼ଙ୍କାନାଳ ଓ ରୋଟ୍ରାକ୍ଟ କ୍ଲବ ପିସ୍ ସିଟି ଢେଙ୍କାନାଳ ପକ୍ଷରୁ ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି।ଉଭୟ କ୍ଲବର ସଦସ୍ୟମାନେ ଗରିବ!-->…