ଜମିବାଡ଼ି ବିବାଦ କୁ ନେଇ ହତ୍ୟାକାଣ୍ଡ !
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ସ୍ଥିତ ସଞ୍ଜୟ ପଲ୍ଲୀରେ ଅଘଟଣ ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ କଟୁରୀରେ ହାଣୀ ହତ୍ୟା ।
ସୂଚନା ଅନୁଯାୟୀ ଗତକାଲି ଜଗନ୍ନାଥ ନାଏକ ଙ୍କ ପରିବାର ସହିତ ଏକ ରାସ୍ତା କୁ ନେଇ ପଡ଼ୋଶୀ ଘରର ରଥ ନାଏକଙ୍କ ସହ ବଚସା ହୋଇଥିଲା । ସନ୍ଧ୍ୟାରେ!-->!-->!-->!-->!-->…