News
lipub
samparksetu

ଲଜନା ଇମାଇଲା ଭାରତ ସଦସ୍ୟା ମାନଙ୍କ ସହ ଅହମ୍ମଦିଆ ସମ୍ପ୍ରଦାୟର ବିଶ୍ୱ ପ୍ରମୁଖ ଙ୍କ ସହିତ ଭର୍ଚୁଆଲ୍ ବୈଠକ

୨୭ ନଭେମ୍ବର ୨୦୨୧ ରେ, ଅହମ୍ମଦିଆ ମୁସଲିମ ସମ୍ପ୍ରଦାୟର ବିଶ୍ୱ ପ୍ରମୁଖ ହଜରତ୍ ମିର୍ଜା ମସରୁର ଅହମ୍ମଦ ଲଜନା ଇମାଇଲା ଭାରତ (ଅହମଦିଆ ମୁସଲିମ ମହିଳା ସଂଗଠନ ଭାରତ) ର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କ ସହ ଲଣ୍ଡନରୁ ଏକ ଭର୍ଚୁଆଲ ଅନଲାଇନ୍ ବୈଠକ କରିଥିଲେ। ଏହି ବୈଠକରେ ସେ ବିଭିନ୍ନ

ଓପିଟିସିଏଲର ଦାଦାଗିରି ,ଚାଷୀ ଦେଲେ ଦାବିପତ୍ର

୧୩୨କେଭି ବିଦ୍ୟୁତ ତାର ଟାଣିବାକୁ ନେଇ ଚାଷୀ ଓ କଂପାନୀ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅର୍ନ୍ତଗତ ସୁରପ୍ରତାପପୁର ପଚାଂୟତର ଟିପିଲେଇ ମୈାଜାରେ ଥିବା ଚାଷ ଜମିରେ ଗାତ ଖୋଳିଦେବାରୁ ଚାଷ କାମ ବ୍ୟାଘାତ ଘଟିଛି ।

ଜାଇକା ଦ୍ୱାରା କ୍ଷେତ୍ର ପରିଦର୍ଶନ

ରେଙ୍ଗାଳୀ ବାମ କେନାଲର ସିଷ୍ଟର ଅନୁଷ୍ଠାନ ଜଳଭୂମି ପରିଚାଳନା ସଂସ୍ଥା ଦ୍ୱାର ଭୁବନ ବ୍ଲକ ବାରୁଆଁ ପଚାଂୟତ କଂସରଗୋଡା ଗ୍ରାମରେ ବାଲୁଙ୍କେଶ୍ୱର ପାଣି ପଚାଂୟତର ପ୍ରମୁଖ ଚାଷୀଙ୍କ ଦ୍ୱାରା କରାଯାଇଥିବା ଧାନ ଚାଷର କ୍ଷେତ୍ର ପ୍ରର୍ଦଶନ ଜାଇକା ପ୍ରକଳ୍ପର ଅଧିକାରୀ ମାନେ ପରିଦର୍ଶନ କରିଥିଲେ ।

ଆବାସିକ କଲେଜରୁ ଛାତ୍ରଛାତ୍ରୀ ପଜିଟିଭ ଘଟଣା, ସିଲ୍ ହେଲା ସମ୍ପୃକ୍ତ କଲେଜ

ଢେଙ୍କାନାଳ ସହର ସ୍ଥିତ ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ଗତକାଲି ପ୍ରଶାସନ ପକ୍ଷରୁ କୁଞ୍ଜକାନ୍ତ ଅଞ୍ଚଳର ୨ ନମ୍ବର ୱାର୍ଡ କୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିଲା । ତେବେ ଆଜି ପ୍ରଶାସନ ପକ୍ଷରୁ ପୌର

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବଙ୍କର ଢେଙ୍କାନାଳ ଗସ୍ତ

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ଅଞ୍ଜନା ଚୋପ୍ରା ଢେଙ୍କାନାଳ ଗସ୍ତରେ ଆସିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ଠାରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ସମେତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବର୍ତମାନ

ଜମି ଓ ଘର ଡିହ ପଟ୍ଟା ପ୍ରଦାନ ଦାବିରେ ବଜରଙ୍ଗୀ ପାଟଣା ସାହି ବାସୀଙ୍କ ଧାରଣା ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଜମି ଓ ଘର ଡିହ ପଟ୍ଟା ପ୍ରଦାନ ଦାବିରେ ସରାଙ୍ଗ ଗ୍ରାମର ବଜରଙ୍ଗୀ ପାଟଣା ସାହି ବାସିନ୍ଦା ଆଜି ଧାରଣା ଦେଇଥିଲେ । ସୂଚନା ମୁତାବକ ଦୀର୍ଘଦିନ ଧରି ସେମାନେ ଦଖଲ କରିଆସୁଥିବା ଚାଷ ଜମି ଓ ଘରଡିହ ଜମି ଆଦି ର ପଟ୍ଟା ପ୍ରଦାନ

ଅଗ୍ନିକାଣ୍ଡ ରେ ଜଳିଗଲା ୩ ବଖରା ଘର

ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ବଣସିଂହ ପଞ୍ଚାୟତ ପଶି ବଣସିଂହ ଗ୍ରାମରେ ଆଜି ଦିନ ପ୍ରାୟ ୧ଘଟିକା ସମୟରେ ଗ୍ରାମର କୁଦଣ୍ଡ ଧର ସ୍ୱାଇଁ ଙ୍କ ଘରେ ଅଚାନକ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ଅଗ୍ନିକାଣ୍ଡ ରେ ୩ବଖରା ଘର ଜଳିବାକୁ ଲାଗିଥିଲା । ପରେ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବାକୁ

ସୁରପ୍ରତାପପୁର ଗ୍ରାମରେ କୋଭିଡ ଟିକା ନେବା ପରେ ମୃତ୍ୟୁ ଅଭିଯୋଗ !

କୋଭିଡ ଟିକା ନେବାର ୨ ଘଣ୍ଟା ମଧ୍ୟରେ ଡ୍ରାଇଭର ଙ୍କର ମୃତ ହୋଇଥିବା ଅଭିଯୋଗ । ମଠକରଗୋଳା ଡାକ୍ତରଖାନାର ମୁଖ୍ୟ ଡାକ୍ତର ଭାଗବତ ମାଝୀ ଙ୍କ ସୂତ୍ର ରୁ ଜଣାପଡିଛି ଯେ ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମର ଉପ୍ରା ସ୍କୁଲ ପରିସରରେ ଶହେ ଜଣଙ୍କୁ କୋଭିଡ ଟିକା ମଙ୍ଗଳବାର ଅପରାହ୍ନ ରେ ଦିଆଯାଇଛି

ଆଜିଠୁ ଲାଗୁହେଲା ଡିସେମ୍ବର ମାସ ପାଇଁ ଗାଇଡଲାଇନ : ଜାଣନ୍ତୁ କଣ ହେଲା କୋହଳ ଓ କାହା ଉପରେ ଲାଗୁ କଟକଣା ।

ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ଗୋଟିଏ ପଟେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ଅନ୍ୟପଟେ ଡିସେମ୍ବର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ରାତି ୧୦ରୁ

ଦେଶୀମଦ ରନ୍ଧାର ନୂଆ ଠିକଣା କଣପାଳ ବାଲିଘାଟ

ମଦ ରlନ୍ଧିବା କାମରେ ତନମନଧନ ଲଗାଇଦେଇଥିବା ବ୍ୟବସାୟୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନ ପରିବର୍ତ୍ତନ କରୁଥିବା ଦେଖାଯାଇଚି । ଭୁବନ ବ୍ଳକ ବ୍ରାହ୍ମଣୀ ନଦୀର କଣପାଳ ବାଲିଘାଟ ସନ୍ନିକଟରେ ଥିବା ବିଶାଳ ବାଲି । ଶୁଖିଲା ମହୁଲକୁ ହାଣ୍ଡି ଡେକିଚି ରେ ଛଅରୁ ସାତଦିନ ପର୍ଯ୍ୟନ୍ତ ବାଲି
error: Content is protected !!