News
lipub
samparksetu

ଖଣ୍ଡା ଚୋଟରେ ହାତରୁ ପାପୁଲି ଅଲଗା ଘଟଣା ; ଅସ୍ତ୍ରୋପଚାର ପରେ ହାତରେ ଲାଗିଲା ପାପୁଲି

ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାପ ର ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ଗତକାଲି ଗ୍ରାମର ରାମ କୃଷ୍ଣ ପଣ୍ଡା ଙ୍କର ପୁଅ ଗଣେଶ୍ୱର ପଣ୍ଡା (୩୫)ନିଜ ଘରେ ବସିଥିବା ବେଳେ,ସେହି ଗ୍ରାମର ନୀଳମଣି ବେହେରା (କାଳିଆ ) ଏକ ଧାରୁଆ ଖଣ୍ଡା ଧରି ଗଣେଶ୍ୱର ର ଘରେ ପଶି ଡାହାଣ ହାତକୁ ହାଣି

ଟାଟା ଷ୍ଟିଲ ମେରାମୁଣ୍ଡଳୀ କାରଖାନା ଆଇଆଇଏମ୍ ନେସନାଲ ସଷ୍ଟେନେବିଲିଟି ପୁରସ୍କାର-୨୦୨୧ରେ ସମ୍ମାନିତ

ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମୁଣ୍ଡଳୀ କାରଖାନା (ଟିଏସ୍‌ଏମ୍‌) କୁ କାଷ୍ଟିଂ ଓ ଫୋର୍ଜିଂ କାର୍ଯ୍ୟ ପ୍ରଣାଳୀ ବର୍ଗରେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ (ଆଇଆଇଏମ୍‌) ନେସନାଲ ସଷ୍ଟେନେବିଲିଟି ପୁରସ୍କାର: ଲୌହ ଓ ଇସ୍ପାତ ୨୦୨୧ ରେ ସମ୍ମାନିତ କରଯାଇଛି ।

ମାର୍ଥାପୁର ଡାକ ଘରକୁ ଡିଜିଟାଲାଇଜେସନ

ସୁବିଧା ଆଳ ଦେଖାଇ ଡାକଘରଟିକୁ ଉଠାଇନେବାକୁ ଚକ୍ରାନ୍ତ ଶେଷରେ ପଣ୍ଡ ହୋଇଛି । ଦୀର୍ଘ ଶହେ ବର୍ଷର ଡାକଘର ପୁଣି ମାର୍ଥାପୁରରୁ ନୁତନ ରୂପରେ ନୁତନ ଢଙ୍ଗରେ ଚାଲିବା ଆରମ୍ଭ ହୋଇଛି । କୋର ବ୍ୟାଙ୍କିଙ୍ଗର ଉଦଘାଟନ ଉତ୍ସବରେ ସ୍ଥାନୀୟ ଉପ ଡାକମାଷ୍ଟର ଟୁକୁନା ସାହୁଙ୍କ ଅଧକ୍ଷତାରେ ଏକ ଉତ୍ସବ

ଉଦ୍ୟାନ ବିଭାଗ ଯୋଗାଇଲା ୨୫ଟନ ଆଳୁ ବିହନ

ଭୁବନ ବ୍ଲକ ଉଦ୍ୟାନ ବିଭାଗ ଜରିଆରେ ୧୮ ପଚାଂୟତ ଓ ବିଜ୍ଞାପିତ ଅଚଂଳ ପରିଷଦର ଚାଷୀ ମାନଙ୍କୁ ୨୫ଟନ ଆଳୁ ବିହନ ଯୋଗାଇ ଦେଇଥିବା ଜଣାଯାଇଛି । ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ତିନିଦିନ ଧରି ଆଳୁ ଯୋଗାଣ କାର୍ଯ୍ୟ ଚାଲୁ ରହିଛି । ବ୍ରାହ୍ମଣୀ ନଦୀ ଓ ତାର ଉପନଦୀ ରାମିଆଳ , ଡମଶାଳ , ଗୋହିରା,

କଅଁଳ ବୟସରେ ଜୀବନ ସହ ସଂଘର୍ଷ କରୁଛି ସାଇ

ମା ବାପାଙ୍କ ଏକ ମାତ୍ର ପୁଅ ହେଲେ ଜନ୍ମରୁ ଜୀବନ ମରଣ ସହ ଲଢେ଼ଇ କରୁଛି ।ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ବଳରାମପୁର ପଞ୍ଚାୟତ ସାରିଆପଡା ଗ୍ରାମର କୂଳମଣି ଖଟୁଆଙ୍କ ଏକମାତ୍ର ପୁଅ ସାଇର ଜନ୍ମରୁ ଶରୀର ମଧ୍ୟରେ ଖାଦ୍ୟ ନଳୀ ନଥିଲା । ତାକୁ କଟକ ଶିଶୁ ଭବନ ରେ ଅସ୍ତ୍ରୋପଚାର କରି ତାର

ପାରିମାଳର ଶ୍ରୀମୂଳା ଗାଁ ରେ ୫୦ଟିକିଆ ହାତୀ ପଲ ଦ୍ଵାରା ବ୍ୟାପକ କ୍ଷୟକ୍ଷତି

କାମାକ୍ଷାନଗର ରେଞ୍ଜ ଅଁଳାବେରେଣୀ ବନଖଣ୍ଡ ଅଧିନ ପାରିମାଳ ଅଞ୍ଚଳରେ ତିନି ଦିନ ହେଲା ୫୦ ଟିକିଆ ହାତୀ ପଲ ଉପଦ୍ରବ କରୁଛନ୍ତି। ହାତୀ ଘଉଡ଼ାଇବାକୁ ଥିବା ସ୍କ୍ୱାର୍ଡ ଜଗି ରହିଥିବା ସ୍ଥଳେ ମଧ୍ୟ କୁହୁଡି ଯୋଗୁଁ ତଡିବା ସମ୍ଭବ ହେଉନାହିଁ। ଆଜି ପାହାନ୍ତିଆ ସମୟରେ ଏହି ହାତୀ ପଲ ଦ୍ଵାରା

ଖଣ୍ଡା ଚୋଟରେ ହାତ ରୁ ଅଲଗା ହେଲା ପାପୁଲି !

ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାପ ର ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ଉକ୍ତ ଗ୍ରାମର ରାମ କୃଷ୍ଣ ପଣ୍ଡା ଙ୍କର ପୁଅ ଗଣେଶ୍ୱର ପଣ୍ଡା (୩୫)ନିଜ ଘରେ ବସିଥିବା ବେଳେ,ସେହି ଗ୍ରାମର ନୀଳମଣି ବେହେରା (କାଳିଆ )ଗୁରୁବାର ସନ୍ଧ୍ୟା ସମୟରେ ଏକ ଧାରୁଆ

ଜିଆରଏସଙ୍କ ନାଁରେ ଅଭିଯୋଗ ଆଣିଲେ ସରପଞ୍ଚ

ପରଜଙ୍ଗ ବ୍ଳକ ଜୟପରାକାଟେଣୀ ପଞ୍ଚାୟତର ଜିଆରଏସ ଙ୍କ ନାମରେ ପୁଣି ଅଭିଯୋଗ ହୋଇଛି । ଏଥର ଅଭିଯୋଗ କରିଛନ୍ତି ସ୍ଥାନୀୟ ସେପଞ୍ଚ ରୋଜାଲିନ କାଣ୍ଡି । ସେ କହିଛନ୍ତି ଯେ , ପଞ୍ଚାୟତରେ ହେଉଥିବା କାର୍ଯ୍ୟ ତାଙ୍କ ବିନା ଅନୁମତିରେ କରାଯାଉଛି । ଖାସ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ

କୃଷ୍ଣପୁର କେନାଲରୁ ଷଣ୍ଢ ଉଦ୍ଧାର

ରେଙ୍ଗାଳି ବାମ ମୁଖ୍ୟ କେନାଲର ପଏଣ୍ଟ ଜିରୋକୁ ସଂଯୋଗ କରୁଥିବା ଡମଶାଳ କେନାଲରେ ଗୋଟିଏ ଷଣ୍ଢ ଖସିପଡିଥିଲା । କେନାଲର ଗଭୀରତା ଅଧିକ ଥିବାରୁ ଷଣ୍ଢକୁ ଉଦ୍ଧାର କରାଯାଇ ପାରିନଥିଲା । କିନ୍ତୁ କୃଷ୍ଣପୁର ଗ୍ରାମର ତୁଳସୀ ମହାନ୍ତ ସହାସର ସହ ଷଣ୍ଢକୁ ଚତୁରତାର ସହ ବାନ୍ଧି ଦେଇଥିଲେ । ନଚେତ

ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ

ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜଟିଆ ଗ୍ରାମର ଉପର ସାହି ପାଟରଗଡା ଠାରେ ଓଁ ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବର ଆୟୋଜିତ ପୂଜା ରେ ସମସ୍ତ ବିଧିବଦ୍ଧ ଭାବେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳା ମାନେ
error: Content is protected !!