News
lipub
samparksetu

ଭାରସ୍ୟାମ ହରାଇ କେନାଲ ପାଣିରେ ବୁଡିଲା କାର ; ଚାଳକ ମୃତ

ପରଜଙ୍ଗ ଥାନା କୁଲେଈ ଗେଙ୍ଗୁଟିଆ ଦେଇ ଯାଇଥିବା ରେଙ୍ଗାଳି କେନାଲ ପାଣିରେ ତିନି ଦିନ ଧରି ବୁଡ଼ି ରହିଥିଲା ଏକ କାର୍ ଗାଡ଼ି । ସୂଚନା ମୁତାବକ ଗାଡ଼ି ଟି ଭାରସ୍ୟାମ ହରାଇ କେନାଲ ପାଣିରେ ପଡିଯାଇଥିଲା ଫଳରେ ପାଣି ସ୍ତର ଅଧିକ ଥିବାରୁ ଚାଳକ ଜଣକ ଗାଡ଼ି ଭିତରେ ଫସି ରହିଥିଲେ ,ଫଳରେ ତାଙ୍କର

ଦୋକାନ ଘର ଜାଳିଦେଲେ ଦୁର୍ବୃତ୍ତ !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବାଟତାରିଣୀ ନିକଟରେ ପ୍ରଦିପ୍ତ ପୃଷ୍ଟି ଏକ ପାନ ଦୋକାନ ଦେଇ ବେଶ କିଛି ବର୍ଷ ହେଲା ପରିବାର ପ୍ରତିପୋଷଣ କରିଆସୁଥିଲେ । ସ୍ତ୍ରୀ ଓ ପୁଅକୁ ନେଇ ଏହି ଦୋକାନରେ ରହୁଥିଲେ କିନ୍ତୁ ଦିପାବଳୀ ଥିବାରୁ ନିଜ ଘରକୁ ଚାଲିଯାଇଥିଲେ ଏହାର

କୂଅରେ ପଡି ମହିଳା ମୃତ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦାମୋଦରନାଳୀ ଗ୍ରାମରେ କୂଅରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ରଶ୍ମିତା ସ୍ୱାଇଁ । ରଶ୍ମିତା ୧୦ ବର୍ଷ ପୂର୍ବେ ଠାକୁରପାଳ ଗ୍ରାମର ହରିହର ସ୍ୱାଇଁ ଙ୍କୁ ବିବାହ କରିଥିଲେ ।ତାଙ୍କର ୨ଟି ସନ୍ତାନ ଥିବା ବେଳେ ସ୍ଵାମୀ

ପରଜଙ୍ଗ ବଜାର ମଧ୍ୟରେ ଯାଇଥିବା ୫୩ ନଂ ଜାତୀୟ ରାଜପଥ ଶୋଚନୀୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ମଧ୍ୟରେ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ଏଥି ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ମରାମତି ହେଉନଥିବାରୁ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଯାନବାହାନ ଚଳାଚଳ କରିବାରେ ନାହିଁ ନଥିବା ଅସୁବିଧାର

ପୋଲିସ ବାଇକ ପୋଡି ଘଟଣା ;ଦୁଇଜଣ ଗିରଫ

ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ବଜାରରେ ୩ତାରିଖ ରାତି ରେ ବାଇକ ପୋଡି ଅଭିଯୋଗ ରେ ନିହାଲପ୍ରସାଦ ପୋଲିସ ଏଥିରେ ସଂମ୍ପୃକ୍ତ ଦୁଇଜଣ କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ , ୩ତାରିଖ ରାତିରେ ନିହାଲପ୍ରସାଦ ପୋଲିସ ପେଟ୍ରୋଲିଂ ରେ ପିଙ୍ଗୁଆ କୁ ଯାଇଥିଲା ଉକ୍ତ ବଜାରରେ ବେଆଇନ

ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET ରେ ଢେଙ୍କାନାଳ ପୁଅ ର ସଫଳତା

ଡାକ୍ତରୀ ଶିକ୍ଷାରେ ନାମଲେଖା ନିମନ୍ତେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET - ୨୦୨୧ ରେ ଓଡ଼ିଶା ଢେଙ୍କାନାଳ ଜିଲ୍ଲାର ସନ୍ତାନ ମୋଟ ୭୨୦ ମାର୍କ ରୁ ୬୦୭ ମାର୍କ ରଖିଛନ୍ତି । ସର୍ବଭାରତୀୟ ସ୍ତରରେ ଭୁବନ ଏନଏସି ବଡ଼ହାଟ ଅଂଚଳ ର ସୁରେନ୍ଦ୍ର କୁମାର ସାହୁ ପୁଅ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଅପହରଣ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମର ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ପିତବାସ ଦାଶ ଙ୍କୁ ସେହି ଗ୍ରାମର କିଛି ଯୁବକ ଗତ ରାତିରେ ସରକାରୀ ଆଇଟିଆଇ ଛକ ନିକଟରୁ ମାଡମାରି ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ

ହିନ୍ଦୋଳ ପଂଚାୟତ ସମିତିର ଚତୃଦଶ ତମ ବୈଠକ

ହିନ୍ଦୋଳ ପଂଚାୟତ ସମିତିର ଚତୃଦଶତମ ବୈଠକ ଆଜି ହିନ୍ଦୋଳ ବ୍ଲକର ବିଜୁସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟରଞ୍ଜନ ମାହୁନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ମୁଖ୍ୟ ଅତିଥି, ହିନ୍ଦୋଳ ବିଧାୟିକା ଶ୍ରୀମତୀ

ପଞ୍ଚାୟତର ଜିଆରଏସଙ୍କ ନାମରେ ଅଭିଯୋଗ ଆଣିଲେ ହିତାଧିକାରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତରୁ ଗ୍ରାମ ରୋଜଗାର ସେବକ(ଜିଆରଏସ)ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଅମିତା ସାହୁ ଚଞ୍ଚକତା କରି ଲେବର ଟଙ୍କା ହଡପ କରିଥିବା ନେଇ ଅଭିଯୋଗ କରିଛନ୍ତି ହିତାଧିକାରୀ । କେବଳ ସେତିକି ନୁହେଁ ଜଣେ

ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା,ଏକ ଉଦୀୟମାନ ଫୁଟବଲ ଟିମ୍

ଫୁଟବଲ ହେଉଛି ସମସ୍ତ କ୍ରୀଡା ମଧ୍ୟରେ ଖୁବ ଲୋକପ୍ରିୟ ଖେଳ। ଏହି ଖେଳର ଇତିହାସ ବହୁତ ପୁରୁଣା, ଫୁଟବଲ୍ ପ୍ରତିଷ୍ଠାନ ଫିଫା ଅନୁଯାୟୀ ଏହି ଖେଳ ଚୀନରେ ଆରମ୍ଭ ହୋଇଥିଲା। ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏହି କ୍ରୀଡ଼ା ଇଂଲଣ୍ଡର ସରକାରୀ ବିଦ୍ୟାଳୟରେ ପ୍ରଥମେ ଆରମ୍ଭ ହୋଇଥିଲା, ଫୁଟବଲ ଖେଳର
error: Content is protected !!