News
lipub
samparksetu

୧୩୮୦ରୁ ଉର୍ଦ୍ଧ୍ୱ ମହିଳା ହେବେ ଉପକୃତ, ଗୃହଲକ୍ଷ୍ମୀ ସମବାୟ ପ୍ରସ୍ତୁତ ଦ୍ରବ୍ୟ କ୍ରୟ କରିବ ଟାଟା ଷ୍ଟିଲ୍ ବିଏସ୍‌ଏଲ୍

ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପ୍ଲାଣ୍ଟ ଚତୁଃପାଶ୍ୱର୍ରେ ରହିଥିବା ଗ୍ରାମଗୁଡିକର ମହିଳାମାନଙ୍କୁ ନେଇ ଗଠିତ ଏବଂ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ ସହଯୋଗରେ ଚାଲିଥିବା ଗୃହଲକ୍ଷ୍ମୀ ସମବାୟ ସମିତିର ଉତ୍ପାଦ ସାମଗ୍ରୀକୁ କମ୍ପାନୀ କ୍ରୟ

ପ୍ରିୟଙ୍କା ଗାନ୍ଧୀ ଗିରଫଦାରୀ ପ୍ରତିବାଦରେ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା

ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ଉପସ୍ଥିତିରେ ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଛକ ଗାନ୍ଧୀ ପାର୍କ ଠାରେ ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛି ଯୁବ କଂଗ୍ରେସ । ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଘେରୀ ଠାରେଆନ୍ଦୋଳନ ରତ

ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ଖେଳ ରେ ବଳରାମପୁର ଫୁଟବଲ ସଂଘ ବିଜୟୀ

ଢେଙ୍କାନାଳ ସହର ଉପକଣ୍ଠ ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବଳଦେବଜୀୟୁ ଫୁଟବଲ ସଂଘ ବଳରାମପୁର ତଥା ଦାଣ୍ଡିମାଳ ଫୁଟବଲ ସଂଘ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ବହୁତ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଵଳରାମପୁର ଫୁଟବଲ କ୍ଲବ୍ ପକ୍ଷରୁ

ସ୍କୁଲ ରୁ ଚୋରି ଘଟଣା ରେ ୩ ଅଭିଯୁକ୍ତ ଗିରଫ

ଗତ ୪.୨.୨୦୨୧ ରେ ବରଦା ସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ତାଙ୍କ ସ୍କୁଲ ରୁ ଟିଭି ଏବଂ ଅନ୍ୟାନ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ କରିଥିଲେ l ଉତ୍କ ଅଭିଯୋଗ କ୍ରମେ ଗଁଦିଆ ପୋଲିସ ଧାରା IPC ACT 248/21, ଏବଂ 457/280 ରେ ଏକ ମାମଲା ରୁଜୁ କରିଥିଲେ l ତେବେ ଗଁଦିଆ ଥାନା

ଯୋର ଧରୁଛି ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି

ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ (IGIT) ଓଡ଼ିଶାର ସୁନାମ ଅର୍ଜନ କରିଥିବା ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟରେ ଅନ୍ୟତମ। ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ବ୍ଲକର ସରାଙ୍ଗ ରେ ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ସ୍ଥାପନ

ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କୁ ବାଧ୍ୟତାମୂଳକ ଅବସର !

୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର। ଏହି ୪ ଅଧିକାରୀଙ୍କ ମଧ୍ୟରେ ୨ ଜଣ ଓଏଏସ୍ ଅଫିସର ଜଣେ ତହସିଲଦାର ଥିବା ବେଳେ ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାର ମଧ୍ୟ ଅଛନ୍ତି । ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀ ଓ ପୂର୍ବତନ ନୂଆପଡ଼ା

ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୧୯୯୫ ବ୍ୟାଚର ବନ୍ଧୁମିଳନ

ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ୧୯୯୫ ବ୍ୟାଚ୍‌ର ଶତାଧିକ ଛାତ୍ରୀ,ଛାତ୍ର ମାନଙ୍କ ଏକ 'ବନ୍ଧୁମିଳନ-ମୋ ସ୍କୁଲ ଅଭିଯାନ' କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ୧୯୯୫ ବ୍ୟାଚର ପୁରାତନ ଛାତ୍ରୀଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଦାବୀ

ଓଡ଼।ପଡ଼ା ବ୍ଲକ ଅନ୍ତର୍ଗତ ନିମିଧା ଗ୍ରାମର ଜୈନିକା ମହିଳାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ନାମ ବାଦ ପଡିଥିବାରୁ ପୁନଶ୍ଚ ନାମ ସଂଯୋଗ କରିବାକୁ ଦାବୀ କରାଯାଇଛି । ନିମିଧା ଗ୍ରାମର ଅଭି ସିଂହଙ୍କ ପତ୍ନୀ ମଞ୍ଜୁ ସିଂହଙ୍କ ଅଭିଯୋଗ ଅନୁସାରେ ୨୦୧୯ରେ ତାଙ୍କୁ ସରକାରଙ୍କ ତରଫରୁ ଏକ

କୋରେଇଗାଡିଆ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଖୁଣ୍ଟୁଝରି ପଞ୍ଚାୟତ କୋରେଇଗାଡିଆ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଭାବରେ ଜଣାଇଛନ୍ତି । ଗ୍ରାମବାସୀଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇ ଗ୍ରାମର ୬ ନଂ ୱାର୍ଡରେ ସମସ୍ତ ସରକାରୀ ଜମି ଗ୍ରାମବାସୀମାନେ
error: Content is protected !!