News
lipub
samparksetu

କଲ୍ୟାଣ ମଣ୍ଡପକୁ ନେଇ ବିବାଦ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ କଲ୍ୟାଣ ମଣ୍ଡପକୁ ନେଇ ବିବାଦ ଉପୁଜିଛି ।ସରକାରଙ୍କ ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣ ପାଇଁପ୍ରଶସ୍ଥ ଜମି ରହିଛି । ଏଠାରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଗଲେ ୩ଟି ଗ୍ରାମ ଏବଂ ୪ଟି

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଏନ ସି ସି ବିଭାଗର କଟକ ଗ୍ରୁପ କମାଣ୍ଡର ରଜନୀଷ କାପୁର ଓ ଓଡିଶା ୧୨ ବାଟଲିଅନ…

ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ମହିମାଗାଦି ଅନ୍ତର୍ଗତ ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଏନ ସି ସି ବିଭାଗର କଟକ ଗ୍ରୁପ କମାଣ୍ଡର ରଜନୀଷ କାପୁର ଓ ଓଡିଶା ୧୨ ବାଟଲିଅନ କମାଣ୍ଡିଙ୍ଗ ଅଫିସର ଲେପନାଣ୍ଟ କର୍ନେଲ ସିଦ୍ଧାର୍ଥ ଉସ୍ତାୟନ l ବିଦ୍ୟାଳୟ ପରିସରରେ ଏନ ସି ସି ବିଭାଗରେ

କର୍ତ୍ତବ୍ୟ ରେ ଶୂନ !

ଯେଉଁଠିଦାମୀ ପୋଷାକରେ, ସମାଜରେଆଭିଜାତ୍ୟ ଥାଏ,ଦାମୀ ଗାଡି ଚଢିଲେ,ନିଶାଗ୍ରସ୍ତ ହେଲେ,ସଂଭ୍ରାନ୍ତ ବୋଲାନ୍ତି :ମନ୍ଦିର, ମସଜିଦ, ଅବା ଚର୍ଚ୍ଚ ଗଲେଧାର୍ମିକ ବୋଲାନ୍ତି :ଆସନ /ଶାସନ ପାଇଁଦକ୍ଷତା ର ମାପ କାଠିଭାଷଣ ଚାତୁରୀ :ଖାଲି ଧରା ଧରି.... ନିଜ ଅଭିଳାଷ ପାଇଁସ୍ୱାର୍ଥ, ଜିଦ, ଦ୍ଵନ୍ଦ

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା ଚଳ ଚଞ୍ଚଳ ରାଧାକୃଷ୍ଣ ବଜାର ନବଦୁର୍ଗା ସାଂସ୍କୃତିକ କମିଟି

ନା ରହିବ ସାଜସଜ୍ଜା, ନାଁ ରହିବ ଭକ୍ତଙ୍କ ଗହଳି । ଏହାରି ଭିତରେ ପୂଜା ପାଇବେ ମା । କୋଭିଡ୍ ନିୟମ ଅନୁସାରେ ମଣ୍ଡପକୁ ଆବଦ୍ଧ କରାଯିବ ମଣ୍ଡପରେ ନାହିଁ ଭକ୍ତଙ୍କ ଗହଳି ଉପରେ କଟକଣା ରହିବ । ଗାଇଡ଼ ଲାଇନ ଅନୁଯାୟୀ ନିର୍ଧାରିତ ସଂଖ୍ୟକ କର୍ତା ପୂଜାବିଧି ସମ୍ପୂର୍ଣ୍ଣ କରିବେ, ସେହିପରି

ଭୂମିକା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ପରିବାର ମିଳନ

କାମାକ୍ଷାନଗର ସ୍ଥିତ ନାଟ୍ୟନୁଷ୍ଠାନ ଭୂମିକା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ପରିବାର ମିଳନ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ରଥମ ଦିନ ଭୂମିକା କାର୍ଯ୍ୟାଳୟ ରେ ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ସମ୍ପାଦକ ନିରଞ୍ଜନ ସାହୁ ବାର୍ଷିକ ବିବରଣୀ ପଠନ

କଳା ପଲସର ଆତଙ୍କ, ୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା !

କାମାକ୍ଷାନଗରରେ କଳା ପଲସର ଆତଙ୍କ।୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା। ଥାନାରେ ମାମଲା ପରେ ପୋଲିସର ତନାଘନା ଆରମ୍ଭ।କାମାକ୍ଷାନଗର ଥାନା ମଢିସାହିର ସର୍ବେଶ୍ବର ବିଶ୍ବାଳ ଆଜି ଦିନ ୧୨.୩୦ ସମୟରେ ସହର ମଧ୍ୟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇଥିଲେ। ଏହି ଟଙ୍କାକୁ

ସତ୍ୟ ପଥର ଯାତ୍ରୀ, ମହାତ୍ମା ଗାନ୍ଧୀ

ପ୍ରିୟ ପାଠକ ବନ୍ଧୁ ! ରାଷ୍ଟ୍ରପିତା ମହାତ୍ମା ଗାନ୍ଧି ସତ୍ୟକୁ ଏକ ପ୍ରକୃତ ଲାଭଦାୟକ ଶକ୍ତି ଭାବରେ ବିବେଚନା କରିଛନ୍ତି,ସେ କହିଥିଲେ ମୃତ୍ୟୁ ମଧ୍ୟରେ ଜୀବନ ଜାଗ୍ରତ ହୁଏ, ଅସତ୍ୟ ମଧ୍ୟରେ ସତ୍ୟ ଜାଗ୍ରତ ହୁଏ ଏବଂ ଅନ୍ଧକାର ମଧ୍ୟରେ ଆଲୋକ ଜାଗ୍ରତ ହୁଏ। ତାଙ୍କ ଜୀବନ ଇତିହାସରେ

ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ; ୧୩୬ ୟୁନିଟ ରକ୍ତ ସଂଗ୍ରହ

ମହାତ୍ମାଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଦାଳୋ ସ୍ଥିତ ଲକ୍ଷ୍ମୀ ପ୍ରିୟା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ ର ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା l ଏହି ଆୟୋଜନ ରେ ୧୩୬ ୟୁନିଟ ରକ୍ତ ସଂଗ୍ରହ

ମାଂସ ଦୋକାନ ଉପରକୁ ମାଡିଗଲା କାର ,ଦୁର୍ଘଟଣାରେ ୨ ଗୁରୁତର ୬ ଆହତ

ଭୁବନ ଥାନା ନିଳକଣ୍ଠପୁର ଛକ ନିକଟରେ ଢେଙ୍କାନାଳ ରୁ ଯାଜପୁର ଯାଉଥିବା ଏକ ସ୍ୱିଫ୍ଟ କାର OD 06 G 5936 ଗାଡି ଚାଳକ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଏକ ମାଂସ ଦୋକନ ଉପରେ ଚଢି ଯାଇଥିଲେ । ଏହି ଦୁର୍ଘଟଣାରେ ୨ ଗୁରୁତର ୬ ଜଣ ଆହତ ହିଇଛନ୍ତି । କାର ଚାଳକ ସ୍ବାଧିନ ବର୍ମା ଓ ମାଂସ

ନବୋଦୟରେ ସଫଳତା ପାଇଥିବା ୨ଛାତ୍ରଙ୍କୁ ସମ୍ବର୍ଧନା

ନବୋଦୟ ପରିକ୍ଷାରେ ୨ଛାତ୍ରଙ୍କ ସଫଳତା।ମଠକରଗୋଳା ଶିଶୁମନ୍ଦିରର ୨ଛାତ୍ର ସୋମନାଥ ଲେଙ୍କା ଓ ପ୍ରିୟାଶୁଂ ବରାଳ ପରିକ୍ଷାରେ ଶତପ୍ରତିଶତ ନମ୍ବର ରଖିବା ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଏହାକୁ ନେଇ ୨ଛାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି। ଗତ ମାସରେ
error: Content is protected !!