News
lipub
samparksetu

ବଜ୍ରାଘାତ ରେ ନାବାଳିକା ଙ୍କ ମୃତ୍ୟୁ

ପରଜଙ୍ଗ ଥାନା ବସୋଈ ଗ୍ରାମ ରେ ବଜ୍ରାଘାତ ରେ ଜଣେ ନାବାଳିକା ଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ହେଲେ ସେହି ଗ୍ରାମ ର ସୁରେଶ ମହାଳିକ ଙ୍କ ନଅ ବର୍ଷ ର ଝିଅ ସ୍ମିତା ମହାଳିକ l ସୂଚନା ଅନୁସାରେ ସ୍ମିତା ଆଜି ଦ୍ବିପ୍ରହର ସମୟରେ ଖାଇ ସାରିବା ପରେ ବାସନ ମାଜିବା ପାଇଁ ଘର ବାହାର କୁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୫ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-05Institutional Quarantine-NilHome Quarantine-04Local Contacts-NilIn Hospital-01 Block/ULB wise new Positive cases: Bhuban block-01(Kumursinga) Parjang block-01 (Sanda) Hindol block-01 (Banbandha)

ନାବାଳକ କାନ୍ଧ ରେ ଦୁଇ ଭଉଣୀଙ୍କ ଭାର ଘଟଣା ; ଅସହାୟ ଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ବେଛାସେବୀ

ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ର ମାର୍ଥାପୁର ଗ୍ରାମ ର ବଳରାମ ସେଠିଙ୍କ ୩ ନାବାଳକ ସନ୍ତାନ ଙ୍କ ଅସହାୟତା ସମ୍ପର୍କ ରେ ଢେଙ୍କାନାଳ ଅପଡେଟ୍ ରେ ପ୍ରକାଶିତ ପରେ ସ୍ବେଛାସେବୀ ଅନୁଷ୍ଠାନ ତକ୍ଷଶିଳା, ଐରା, ତୃପ୍ତି ପାଠାଗାର, ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୦ ବ୍ୟାଚ ର ବିଦ୍ୟାର୍ଥୀ

ତେଲ ଟ୍ୟାଙ୍କର ଶହ ପାଉଁଶ ବୋଝେଇ ଟ୍ରକ ମୁହଁ।ମୁହିଁ ଧକ୍କା, ଟ୍ରକ୍ ଡ୍ରାଇଭର ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା ୫୫ ନମ୍ୱର ଜାତୀୟ ରାଜପଥର ହିନ୍ଦୋଳ ରୋଡ଼ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅନୁଗୋଳ ରୁ ଢେ଼ଙ୍କାନାଳ ଆଡେ ଯାଉଥିବା ତେଲ ଟ୍ୟାଙ୍କର ସହିତ ମୁହାଁ ମୁହିଁ ଧକ୍କା ହୋଇଛି ଢେଙ୍କାନାଳ ଆଡୁ ଆସୁଥିବା ଏକ ବାର ଚକିଆ ପାଉଁଶ ବୋଝେଇ ଟ୍ରକ । ମୁହାଁମୁହିଁ

ମନ ମହୁଛି କାଶତଣ୍ଡି ଫୁଲ ; ମହୀ ଦିଶଇ ଧବଳ

ପାର୍ବଣର ଆଗମନରେ ମହକି ଉଠେ କାଶ ତଣ୍ଡିର ସମ୍ଭାର । ରାସ୍ତା କଡ ନଇଁ ପଠା, ଯୁଆଡେ ଦେଖିବ ସବୁଆଡେ ଦେଖିବାକୁ ମିଳିଥାଏ କାଶ ତଣ୍ଡି ଫୁଲ । ଲାଗେ ଯେମିତି କାଶତଣ୍ଡିର ଚାଦର ସ୍ପର୍ଶରେ ଧରାପୃଷ୍ଟକୁ ଓହ୍ଲାଇ ଆସିଛନ୍ତି ଜଗତ ଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଧୋବ ଫର ଫର କାଶତଣ୍ଡି ଫୁଲ

ନାବାଳକ କାନ୍ଧ ରେ ଦୁଇ ଭଉଣୀଙ୍କ ଭାର !

ଭଗବାନଙ୍କ ଗଢା ଏ ବିଚିତ୍ର ଦୁନିଆଁ । କେହି ରାଜଭୋଗ କରେ ତ କେହି ନିଜ ପେଟ ଚାଖଣ୍ଡେ ପାଇଁ ଭିକ୍ଷା ମାଗି ରାସ୍ତା କଡରେ ଶୋଇ ଜିବନ ବିତଉଥିବାର ଦେଖିବାକୁ ମିଳେ । ଭାରତ ସମ୍ବିଧାନରେ ଲେଖା ହୋଇଛି ଜନ ମଙ୍ଗଳ ରାଷ୍ଟ୍ର । ଯେଉଁ ହାତରେ ବସ୍ତାନି ଧରି ସ୍କୁଲ ଯିବା କଥା ଆଜି ସେହି ହାତରେ ଟ୍ରଲି

ପରିଚୟ

ତୁମରି ଠିକଣା ଭୁଲିଯାଇଅଛି ମନେପଡେ ତୁମ ସ୍ମୁରତି!ମୋ ଭାଗ୍ୟ ଆକାଶେ ଲଘୁଚାପବର୍ଷା ଅଦିନେ ଆଣିଲା ବିପତ୍ତି !!ତୁମ

ଜିଲ୍ଲାର ୪୧ ଟି ସ୍କୁଲକୁ ଦିଆଯିବ ନୂଆ ରୂପରେଖ ; ସ୍କୁଲ ପରିଦର୍ଶନ କଲେ ମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲାର ଆଠଟି ବ୍ଲକରେ ୪୧ ଟି ସ୍କୁଲକୁ ନୂଆ ରୂପରେଖ ଦିଆଯାଉଛି । ବର୍ତ୍ତମାନ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଇ ଉନ୍ନତ ମାନର ଶିକ୍ଷା ଦାନ ପାଇଁ ଉନ୍ନତମାନର ପାଠାଗାର, ସ୍ୱଚ୍ଛତା ଓ ସୁନ୍ଦରତା ଉପରେ ବେଶୀ ଗୁରୁତ୍ୱ ଦେଇଛନ୍ତି ଏଣୁ ଯୁଦ୍ଧ କାଳୀନ ଭିତିରେ ସବୁ ସ୍କୁଲ ରେ କାମ

ରକ୍ତଦାନ ଶିବିର ଅନୁଷ୍ଠିତ ; ୫୧ ୟୁନିଟ ରକ୍ତ ସଂଗ୍ରହ

କାମାକ୍ଷାନଗର ବ୍ଲକ ଜିରିଡାମାଳି ଠାରେ ବିଜୁ ଯୁବ ଜନତା ଦଳ ଓ ଭବାନୀ କ୍ଳବ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ
error: Content is protected !!