News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୨ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-12Institutional Quarantine-NilHome Quarantine-06Local Contacts-NilIn Hospital-06 Block/ULB wise new Positive cases: Gondia-03(Chirulei-1, Tolarpasi-1, Kaluria-1) Sadar block- 03 (Talabarkote-3)

ଠିକା କମ୍ପାନୀର ତଳିପକା କାମ! ତିନୋଟି ସାହିର ଲୋକ ଯିବାଆସିବା ରାସ୍ତା ଜଳାର୍ଣ୍ଣବ

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଓ ଧୋବାବାହାଳି, ମହୁଲଡଗର, ଡଙ୍କାବୋଲ ସହ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତା ଉପରେ ତିନି ଫୁଟ ପାଣି। ଏହି ରାସ୍ତା ଉପରେ ତିନୋଟି ସାହିର ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। ଡ଼ାକ୍ତରଖାନା, ବଜାର ଠାରୁ ଆରମ୍ଭ କରି ବ୍ୟାଙ୍କ, ପୋଷ୍ଟ ଅଫିସ,

ସଡ଼କ ଦୁର୍ଘଟଣାରେ କାମାକ୍ଷାନଗରର ବିଶିଷ୍ଟ ଠିକାଦାର ଗୁରୁତର!

ଢେଙ୍କାନାଳ-କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ମହୁଲପାଳ ନିକଟରେ ଆଜି ସନ୍ଧ୍ୟାରେ ରାସ୍ତା ଦୁର୍ଘଟଣାରେ କାମାକ୍ଷାନଗର ନିବାସୀ ପୃଥ୍ୱୀରାଜ ମିଶ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଶ୍ରୀ ମିଶ୍ର ହେଉଛନ୍ତି ସ୍ବର୍ଗତ ପ୍ରଶାସନିକ ଅଧିକାରୀ ଶ୍ରୀ ଧନେଶ୍ଵର ମିଶ୍ରଙ୍କ ଜ୍ୟେଷ୍ଠ

ଗୁଣ୍ଡିଚାପଡ଼ା ସାରଳା କ୍ଲବ୍ ବିଜୟୀ ଘୋଷଣା

ଗଣେଶ ଚତୁର୍ଥୀ ଉପଲକ୍ଷେ ଢେଙ୍କାନାଳ ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ମର୍ଣିଙ୍ଗକ୍ଲବ୍ ଢେଙ୍କାନାଳ ଏବଂ ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚର ୨୩ ମିନିଟ୍ ରେ ସାରଳା କ୍ଲବ୍ ତରଫରୁ ଶେଖ୍ ମୁଜାହିର୍ ଅହମ୍ମଦ (ଲୁଲୁ)

୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ ସମ୍ପାଦନା ନିମନ୍ତେ ପୁରସ୍କୃତ ହେଲେ ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ…

୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ ସମ୍ପାଦନା ନିମନ୍ତେ ପୁରସ୍କୃତ ହେଲେ ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ କର୍ମଚାରୀ ଢେଙ୍କାନାଳ ଜିଲ୍ଲାରେ ୮ ଜଣ ପୋଲିସ ଅଫିସର ଏବଂ କର୍ମଚାରୀ ଙ୍କୁ ଓଡ଼ିଶା ପୋଲିସ ମହା ନିର୍ଦେଶକଙ୍କ ସ୍ୱୀକୃତି କ୍ରମେ ୨୦୨୦ ବର୍ଷରେ ଉତ୍ତମ କାର୍ଯ୍ୟ

ଦରମା ବୃଦ୍ଧି ଏବଂ ଛଟେଇ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ସଂଘର ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଭିନ୍ନକ୍ଷମ ଶିକ୍ଷା ସ୍ୱେଚ୍ଛାସେବୀ ସଂଘ ୩ ଦଫା ଦାବି ନେଇ ଦରମା ବୃଦ୍ଧି ଏବଂ ଛଟେଇ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲାରେ ୫୯ ଜଣ ଭିନ୍ନକ୍ଷମ ଶିକ୍ଷା

ଚୋରା କୋଇଲା ଟ୍ରକ ଜବତ, ଡ୍ରାଇଭର ଗିରଫ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପୁର ଠାରେ ଏକ ଚୋରାକୋଇଲା ବୋଝେଇ ଟ୍ରକକୁ ପୋଲିସ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଛି । ପୋଲିସ ପାଟ୍ରୋଲିଂ ସମୟରେ ଏକ ୧୨ ଚକିଆ ଟ୍ରକ ନଂ ଓଡି୧୬ବି୯୮୨୮ରେ କୋଇଲା ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ

ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମ ନିକଟ ଏକ ଆମ୍ବଗଛରେ ଯୁବକଙ୍କ ମୃତ ଦେହ ଆଜି ଝୁଲୁଥିବାର ଦେଖିବାକୁ ମିଳିଛି ।ଯୁବକ ଜଣକ ଏକ କଳାରଙ୍ଗର ହାପପ୍ୟାଣ୍ଟ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ପାଦରେ ଚପଲ ମଧ୍ୟ ପିନ୍ଧିଛନ୍ତି। ବାଙ୍ଗୁରା ଗାଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ

ପାନ ବ୍ୟବସାୟୀଙ୍କୁ ମାଡ ମାରି ଟଙ୍କା ଓ ମୋବାଇଲ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହିତ ୩ ଗିରଫ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ରାସ୍ତାର ଲୁଟ ଘଟଣାରେ ପୋଲିସ ମୁଖ୍ୟ ଅପରାଧୀକୁ ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲ କଲେଜରୁ ଚିକିତ୍ସାଧିନ ଅବସ୍ଥାରେ ଗିରଫ କରିଛି । ଅନ୍ୟ ତିନି ଅପରାଧୀଙ୍କୁ ଦଦରାଘାଟି କଲୋନୀରୁ ଗରିଫ କରି କୋର୍ଟ ଚାଲାଣ କରିଛି ।
error: Content is protected !!