ଆବାସ ଯୋଜନାରୁ ବଞ୍ଚିତ ଶିସୁଳା !
ସରକାର କାର୍ଯ୍ୟକାରୀ କରିଥିବା ଯୋଜନାର ସଫଳତା ନେଇ ପ୍ରତିଦିନ ବିଭିନ୍ନ ବିଜ୍ଞାପନ ଜରିଆରେ ପ୍ରଚାର ପ୍ରସାର କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନାହିଁ। ପ୍ରତ୍ୟେକ ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିବା ନିତିଦିନିଆ ଖବର ହୋଇଗଲାଣି । ଏହାର ଏକ ନିଚ୍ଛକ!-->!-->!-->…