ଟାଟା ଷ୍ଟିଲ୍ ବିଏସ୍ଏଲ୍ ଦ୍ୱାରା କୋକ୍ ଓଭେନ୍ ବର୍ଜ୍ୟଜଳର ଉପଚାର ପାଇଁ ଇଷ୍ପାତ ଉଦ୍ୟୋଗର ବିଶ୍ୱର ପ୍ରଥମ ୟୁଭି…
ଟାଟା ଷ୍ଟିଲ୍ ବିଏସ୍ଏଲ୍ ପରିବେଶୀୟ ଉତ୍କର୍ଷତା ହାସଲ କରିବା ଅଭିମୁଖେ ଏକ ପଦକ୍ଷେପଭାବେ ଏହାର କୋକ୍ ଓଭେନ୍ ବର୍ଜ୍ୟଜଳରେ ସିଆନାଇଡ଼୍ ଉପଚାର ଲାଗି ଅତ୍ୟାଧୁନିକ ଅଲଟ୍ରାଭାଓଲେଟ୍ (ୟୁଭି) ଅକ୍ସିଡ଼େସନ୍ ଟେକ୍ନୋଲୋଜିକୁ ଆପଣାଇଛି । ଏଥିଲାଗି ନିଜର ମୂଳ କମ୍ପାନୀ ଟାଟା ଷ୍ଟିଲ୍ର ଗବେଷଣା ଓ!-->!-->!-->…