ଟିପ୍ପର ଧକ୍କାରେ ବାଇକ ଚାଳକ ଙ୍କ ଉଡ଼ିଗଲା ପ୍ରାଣବାୟୁ
ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ନିମବାହାଳି ଛକ ରେ ଆଜି ଏକ ଟିପ୍ପର ଏକ ବାଇକ କୁ ଧକ୍କା ଦେବା ଫଳରେ ବାଇକ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଚାଳକ ଜଣଙ୍କ ଵଦାଳୁ ଗ୍ରାମର ପ୍ରଶାନ୍ତ କୁମାର ସାହୁ (୨୫)ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ , ପ୍ରଶାନ୍ତ ନିଜ ବାଇକ ଯୋଗେ!-->!-->!-->…