ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ; ୩ ଆହତ
ଢେଙ୍କ।ନାଳ ଜିଲ୍ଲାରେ ଆଜି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି ।
ଗଁଦିଆ ଥାନା ଢେଙ୍କାନାଳ-ଯୋରନ୍ଦା ରାସ୍ତାର ନେଉଳପୋଇ ଦଣ୍ଡାରଗଡି ଠାରେ ଆଜି ମଧ୍ୟାହ୍ନ ସମୟରେ ଗୋଟିଏ କାର୍ ଓ ଟିଭିଏସ୍ ମୋପେଡ୍ ମଧ୍ୟରେ ମୁହଁ। ମୁହିଁ ଧକ୍କ। ହୋଇଥିଲା । ଫଳରେ ଟିଭି ଏସ୍ ମୋପଡ଼!-->!-->!-->…