ପ୍ରକୃତି କୋଳରେ ସପ୍ତଶଯ୍ୟା
ଢେଙ୍କାନାଳର ସହର ରୁ ୧୧ କିମି ଦୂରରେ ରହିଛି ପ୍ରlକୃତିକ ସୌନ୍ଦର୍ଯ୍ୟ ଭରା ସପ୍ତଶଯ୍ୟା । ପୌରାଣିକ କଥା ଅନୁଯାୟୀ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ ଥିବା ପର୍ବତମାଳlରେ ବସବାସ କରୁଥିଲେ।
ତେଣୁ ଏଠାରେ ରଘୁନାଥ ଜୀଉ ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା ଙ୍କ ମୂର୍ତ୍ତି ସ୍ଥାପନ ହୋଇଛି।!-->!-->!-->…