ଓଡ଼ିଶାର ଗଣପର୍ବ ରଜ
ଓଡ଼ିଶାର ଗଣପର୍ବ ପବିତ୍ର ରଜ ପର୍ବ ଅବସରରେ, ଓଡ଼ିଶାର ସମସ୍ତ ଭାଇ ଭଉଣୀ, ମା ମାଉସୀ ମାନଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଓଡିଶା ବାସୀ ଙ୍କ ସୁଖ ସମୃଦ୍ଧି କାମନା କରୁଅଛି, ଆମ ଓଡ଼ିଶାରେ ବାର ମାସ ରେ ତେର ପର୍ବ ପାଳନ କରାଯାଏ,!-->!-->!-->…