ମହିମା ମହାବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଜୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ, ରେଡ ରିବନ କ୍ଳବ, ଜାତୀୟ ସେବା ଯୋଜନା ଓ ଏନ ସି ସି ମିଳିତ ଆନୁକୂଲ୍ୟରେ ଏବଂ ଢେଙ୍କାନାଳ ଏଚ ଡି ଏଫ ସି ବ୍ୟାଙ୍କ ମିଳିତ ଭାବରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ!-->…