ଦାନା ବାନ୍ଧୁଛି ଆଦିବାସୀ ପ୍ରଜା ଆନ୍ଦୋଳନ!
ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବିତ ଯୋଗୁଁ ଆନ୍ଦୋଳନ ତୀବ୍ରତର କରିବା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ଜାମୁନାଳୀରେ ଆଦିବାସୀ ପ୍ରଜା ମେଳି ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ସମ୍ପ୍ରଦାୟର ନେତାଙ୍କ ସହ ଢେଙ୍କାନାଳ ଜିଲ୍ଲାର!-->…