News
lipub
samparksetu

ଯାତ୍ରା ସମୟରେ ମଧ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ; ମିଳିଲାନି ଆମ୍ବୁଲାନ୍ସ, ବାଇକ୍ ରେ ବୁହା ହେଲେ ଗୁରୁତର

ଢେଙ୍କାନାଳ ଜିଲ୍ଲା ବାସୀ ଙ୍କ ବଡ଼ ଦୁର୍ଦ୍ଦଶା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, କେତେବେଳେ ଡାକ୍ତର ନାହାନ୍ତି ତ ,କେତେବେଳେ ଭୁଲ ରିପୋର୍ଟ କେତେବେଳେ ଲିଫ୍ଟ କାମ କରୁନି ତ, କେତେବେଳେ ମେଡିକାଲ ଯିବାକୁ ବାଟ ମଧ୍ୟ ମିଳୁନି । ଏଭଳି ବିଭିନ୍ନ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ

ଢେଙ୍କାନାଳ ରଥଯାତ୍ରାରେ ଅଘଟଣ, ଅଂଶୁଘାତରେ ପ୍ରାଣ ହରାଇଲେ ବୃଦ୍ଧ !

ଢେଙ୍କାନାଳ ରଥଟଣା ବେଳେ ଅଘଟଣ, ଅଂଶୁଘାତ ରେ ବୃଦ୍ଧଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଜଗନ୍ନାଥ ଦର୍ଶନ କରିବାକୁ ମୁକ୍ତାଦେଇପୁର ଶାସନ ଅଞ୍ଚଳର ନିରୋଦ କୁମାର ରଥ (୭୨) ଏବଂ ତାଙ୍କ ପତ୍ନୀ ଆସିଥିଲେ । ହେଲେ ରଥଟଣା ସମୟରେ ହଠାତ ନିରୋଦ ପଡି ଯାଇଥିଲେ ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା

କାମାକ୍ଷାନଗରରେ ଗୁଳିକାଣ୍ଡ , କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାମାକ୍ଷାନଗର ମେନ୍ ରୋଡ଼ ନିକଟରେ ଫୁଟିଲା ଗୁଳି । ରାତି ପ୍ରାୟ ୧୧ ଟା ସମୟରେ ଏହି ଗୁଳିକାଣ୍ଡ ହୋଇଥିବା ବେଳେ ଗୁଳିକାଣ୍ଡ ରେ ବିଜେଡି ନେତା ତଥା ଠିକାଦାର କାହ୍ନୁଚରଣ ସାହୁ ଆହତ ହୋଇଥିବା ଜଣାପଡିଛି । କାହ୍ନୁଙ୍କ ହାତ ଓ ଜଙ୍ଘରେ

ଯନ୍ତ୍ରୀ ଓ ଠିକାଦାରଙ୍କ ଚାଲିଛି ମନମାନି ଆମକୁ ପଚାରେ କିଏ ; କାଉନସିଲର

ଗତ ବୁଧବାର ପୌରପାଳିକାର ୧୩ତମ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେଲେ ବୈଠକ ଏପରି ହୋଇଥିଲା ଏଥିରେ ଆରୋପ ପ୍ରତ୍ୟରୋପ ହିଁ ହୋଇଥିଲା । ଦୁହିଁ ଦଳ କାଉନସିଲର ଙ୍କ ହାଟଗୋଳ ରେ ଢେଙ୍କାନାଳ ସହର ବାସୀଙ୍କ ଭବିଷ୍ୟତ ଅନ୍ଧାର କୋଠରୀ ଭିତରେ ବନ୍ଦ ହୋଇଯାଇଥିଲା । ବିଭିନ୍ନ ପ୍ରସଙ୍ଗ ରେ

ଧର୍ମପରାୟଣ ମହିଳାଙ୍କ ପରଲୋକ

ଢେଙ୍କାନାଳ ସହର ୧୭ ନମ୍ବର ୱାର୍ଡ ଜୟ ଗୋପାଳ ସାହି ନିବାସୀସରସ୍ୱତୀ ସାହୁଙ୍କ (୮୪) ବର୍ଷ ବୟସରେ ପରଲୋକ ଘଟିଛି । ସରସ୍ୱତୀ ଜଣେ ଧର୍ମପରାୟଣ , ବନ୍ଧୁବତ୍ସଳ ଓ ପରୋପକାରୀ ମହିଳା ଥିଲେ । ସିମିଳିଆ ସ୍ଥିତ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୃତ୍ୟୁଶଯ୍ୟା ନିକଟରେ

ରାସ୍ତା ଉଠୁଛି, ଘର ଦବୁଛି ତଳି ଅଞ୍ଚଳ ପାଲଟୁଛି ଢେଙ୍କାନାଳ ସହର !

ପାହାଡ଼ ଘେରା ଆମ ସହର ଢେଙ୍କାନାଳ , ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ରୁ ବିଭିନ୍ନ ସମୟ ରେ ଢେଙ୍କାନାଳ ସହରରେ ବିଶେଷ କ୍ଷୟକ୍ଷତି ଘଟି ନଥାଏ । ହେଲେ ବର୍ଷା ଦିନେ ପ୍ରବାହିତ ହୋଇଥାଏ ନାହିଁ ନଥିବା ପାଣି, ପାହାଡ଼ ଉପରୁ ପ୍ରବାହିତ ବର୍ଷାଜଳ କିଛି ସମୟ ପାଇଁ ସତେଯେପରି ଅମାନିଆ

ଜୀବନ ର ରଙ୍ଗ

କେବେ ଜନ୍ମଦାତ୍ରୀ ମା / ବୋଉ କଥା ମନେ ପକାନ୍ତି ? ତାର ଅକ୍ଲାନ୍ତ ପରିଶ୍ରମ, ଅନିଦ୍ରା, ସ୍ବାର୍ଥ ତ୍ୟାଗ, ସୁରକ୍ଷା ପ୍ରଦାନ , ତାଗିଦ୍ ଇତ୍ୟାଦି ବିଷୟ ରେ ଅନୁଶୀଳନ କରିଛନ୍ତି ? କେତେବେଳେ ଫାଙ୍କା ମୂହୁର୍ତ୍ତ ରେ ଭାଵିଛନ୍ତି ତାର ଦାୟିତ୍ୱବୋଧତା ବିଷୟରେ ? ବାର୍ଦ୍ଧକ୍ୟ ରେ ସଢୁଥିଵା

ସାବାର୍ଡ ହେଉଛନ୍ତି ଅସାମାଜିକ ବ୍ୟକ୍ତି, ସାଧା ପୋଷାକରେ ଆରକ୍ଷୀ ଅଧିକ୍ଷକଙ୍କ ଚଢ଼ାଉ ।

ନା ବାଜୁଛି ସାଇରନ ନା ଜଳୁଛି ବତୀ ନା କୌଣସି ଫୋର୍ସ ନା ଅଛି ବର୍ଦି । ସଞ୍ଜ ନଇଁଲେ ନିଜେ ସାଇକଲ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ଆରକ୍ଷୀ ଅଧିକ୍ଷକ । ଏହା କୋୖଣସି ଫିଲ୍ମ ର କାହାଣୀ ନୁହେଁ ବରଂ ଆମେ କହୁଚୁ ଢେଙ୍କାନାଳ ଜିଲ୍ଲାକୁ ଆସିଥିବା ନୂତନ ଆରକ୍ଷୀ ଅଧିକ୍ଷକ

ହାତୀ ଆକ୍ରମଣରେ ଜଣେ ମୃତ

ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ସନାତନ ସାମଲଙ୍କର ପୁଅ କହ୍ନେଇ ସାମଲ( ୪୮) ଆଜି କାଜୁବଗିଚାକୁକାଜୁ ମଞ୍ଜି ତୋଳିବାକୁ ଯାଉଥିବା ସମୟରେ ନଳଗଜି ତଇଲା ଠାରେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ତାଙ୍କୁ ଦନ୍ତା କଚାଡି ମାରିଦେଇଥିବା ବେଳେ । ଖବର ପାଇ କପିଳାଶ

ନିତ୍ୟାନନ୍ଦପୁର ହତ୍ୟାକାଣ୍ଡରେ ସମ୍ପୃକ୍ତ ମଧ୍ୟରୁ ୬ଜଣ କୋର୍ଟ ଚାଲାଣ

ନିହଲପ୍ରସାଦ ଥାନା ଅନ୍ତର୍ଗତ ନିତ୍ୟାନନ୍ଦପୁର ଗ୍ରାମରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ସ୍ଥାନୀୟ ପୋଲିସ ୬ଜଣଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ଥାଉକି , ଗତ ଏପ୍ରିଲ ମାସରେ ଏକ ବୋରେୱଲ ଖନନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିଥିଲା ।ଏଥିରେ
error: Content is protected !!