ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ଠିକାଦରଙ୍କ ବେଖାତିର !
ଢେଙ୍କାନାଳ ସହରକୁ ଯାତାୟାତ ପାଇଁ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ମୁଖ୍ୟରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କଲେଜ ବାଇପାସ ପର୍ଯ୍ୟନ୍ତ ଧୂଳିଧୂଆଁ ର ବାତାବରଣ ସୃଷ୍ଟି କରିଛି । ପୂର୍ତ୍ତ ବିଭାଗ ଏବଂ ଠିକାଦାର ଙ୍କ ବେପାରୁଆନୀତି ହେତୁ କଚ୍ଛପ!-->!-->!-->…