News
lipub
samparksetu

ଏନଏଚଆରସି ଏବଂ ଏନସିପିସିଆରଙ୍କ ନିର୍ଦ୍ଦେଶ କୁ ବେଖାତିର, ଜବରଦଖଲ ହେବାକୁ ଯାଉଛି ସରକାରୀ ଜମି, ପୋୖରଅଧିକାରୀ ଚୁପ୍ !

ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ୩ନମ୍ବର ୱାର୍ଡରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଅଞ୍ଚଳ ବାସୀଙ୍କ ମନରେ ଥିବା ଅସନ୍ତୋଷ ଏବେ ତୀବ୍ର ରୂପ ନେଇଛି । ଦୀର୍ଘ ୧୫ ବର୍ଷ ଧରି ୩ ନମ୍ୱର୍ ୱାର୍ଡ ବାସିନ୍ଦା ପ୍ରାୟ ୯ଗୁଣ୍ଠ ର ଏକ ସରକାରୀ

ପୁଣି ଢେଙ୍କାନାଳ ସହର ନିକଟରେ ସେକ୍ସ ରାକେଟ ଠାବ: ଜଣେ ରାଣୀ ମହୁମାଛି ଏବଂ ଜଣେ ଯୁବତୀ ସହ ୪ ଗ୍ରାହକ ଗିରଫ

ଢ଼େଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗର ସ୍ଥିତ ଏକ ଘରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିବା ବେଳେ, ସମ୍ପୃକ୍ତ ଘରେ ସେକ୍ସ ରାକେଟ ଚାଲୁଥିବାର ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦ ନଗର ଅଞ୍ଚଳରେ ନିଜକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଏକ ଘରଭଡା ନେଇଥିଲେ । ଦୀର୍ଘ

ରୋଗୀ ଆଣିବାକୁ ଯାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ ସୂଚନା

ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଆମ୍ବୁଲାନ୍ସରେ ଥିବା ୩ କର୍ମଚାରୀ ଆହତ । ସୂଚନା ଅନୁଯାୟୀଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ଆଜି ସକାଳେ ଜଣେ ରୋଗିକୁ ଆଣିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଓଲଟି

ଜବରଦଖଲ ହଟାଇ ପାରୁନାହାନ୍ତି ଅଧିକାରୀ, ପାର୍କିଂ ଚାଲାଣ କାଟି ବେଫିକର ଟ୍ରାଫିକ ପୋଲିସ

ଗୋଟିଏପଟେ ଚାଲିଛି ଶୋଭାଯାତ୍ରା ଡିଜେବାଜା ରେ କମ୍ପୁଛି ଚତୁର୍ଦିଗ ନାଚଗୀତ ରେ ମସଗୁଲ ଶୋଭାଯାତ୍ରାରେ ଆସିଥିବା ବ୍ୟକ୍ତି । ହେଲେ ଭିଡର ଅନ୍ୟପଟେ ବିକଟାଳ ଚିତ୍ର, ଫସିରହିଛି ଆମ୍ବୁଲାନ୍ସ କାକୁତି ମିନତୀ ହୋଇ ଖୋଜୁଛି ବାଟ ଡିଜେ ସାଉଣ୍ଡ ରେ ସତେଯେପରି ଫିକା ପଡିଯାଉଛି ଆମ୍ବୁଲାନ୍ସର

ବି.ବି.ହାଇସ୍କୁଲ ୧୯୮୦ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ

ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ୧୯୮୦ ବ୍ୟାଚ୍ ର ବନ୍ଧୁମିଳନ - 'ମୋ ସ୍କୁଲ ଅଭିଯାନ'ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ବି.ବି.ହାଇସ୍କୁଲ୍ ,ଢେଙ୍କାନାଳ ପରିସରରେ ଓ ସ୍ଥାନୀୟ ଗଣେଶ ମଣ୍ଡପରେ କୋଭିଡ-୧୯ ନିୟମସବୁକୁ ଅନୁପାଳନକରି ମହା ସମାରୋହରେ

କୂଅରେ ପଡି ନାବାଳକର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ଅଘଟଣ କୂଅରେ ପଡି ଚାଲିଗଲା ୧୨ ବର୍ଷୀୟ ବାଳକର ଜୀବନ । ସୂଚନା ଅନୁଯାୟୀ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ଶୁଭମ ନାୟକ (୧୨) ଯାତ୍ରା ଦେଖିବାକୁ  ନିଜ ପରିବାର ସହ ମାମୁଘର ସରଦେଇପୁରକୁ ଆସିଥିଲେ । ବିଳମ୍ବିତ ରାତିରେ

ଉଦ୍ଭିଦ ବିଜ୍ଞାନ ବିଭାଗ ର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

ଗଁଦିଆ ବ୍ଲକ ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫ ରୁ  ଶେଷ ବର୍ଷ ର ଛାତ୍ର ଛାତ୍ରୀ ନିମନ୍ତେ ଚଳିତ ବର୍ଷର ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି ମହାବିଦ୍ୟାଳୟ ର ଅଧକ୍ଷ ଡ. ସଦାନନ୍ଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ

ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଢେଙ୍କାନାଳ ଗସ୍ତ

ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ଣ୍ଣର ରୋଟାରିଆନ୍ ପ୍ରଭୁଦତ ସୁବୁଧି ଗତକାଲି ଅପରାହ୍ନରେ ଢେଙ୍କାନାଳ ରୋଟାରୀ କ୍ଲବ୍ ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ଢେଙ୍କାନାଳ ଗସ୍ତ କରିଥିଲେ । ଅପରାହ୍ନ ୫ ଘଟିକା ସମୟେ ସ୍ଥାନୀୟ ହୋଟେଲ୍ ଆର୍‌.କେ.ରେଜେନ୍ସି ସମ୍ମିଳନୀ

ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ…

କଲେଜ ବାଇପାସ ରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଅନୁଧ୍ୟାନ କରିବା ସହ ଯାତ୍ରୀଙ୍କ ଗମନାଗମନ ନିମନ୍ତେ କୌଣସି ବାଧା କିଭଳି ନ ଉପୁଜେ ଏନେଇ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ତତ୍ୱାବଧାନ ରେ ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ଅପରାହ୍ନରେ ପରିଦର୍ଶନ କରିଛନ୍ତି । ସହରର

ପୁରୁଣାକୁ ନାହିଁ ରକ୍ଷଣାବେକ୍ଷଣ, ନୂଆ କାମକୁ ମନବଳାଉଛି ପୌରପାଳିକା

ବର୍ଷବର୍ଷ ଧରି ଡ୍ରେନ ଭିତରେ ପଶି ରହୁଛି ମାଟି, ସଫେଇ ନହେବାରୁ ବର୍ଷାଦିନେ ପାଣି ଜମି ରାସ୍ତା ଉପରେ ଢେଉ ଖେଳୁଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନ ଫିଟୁନି କି ପୋୖର ଅଧିକାରୀ ଙ୍କ ନିଦ ମଧ୍ୟ ଭାଙ୍ଗୁନି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ନିଜସ୍ୱଭାବେ ସଫା କରୁଥିବା ବେଳେ
error: Content is protected !!