News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ତର୍କାବେଡା ଗ୍ରାମର କାଗଜ ତିଆରି ଫୁଲର ପରମ୍ପରା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ତର୍କାବେଡ଼ା ଗ୍ରାମରେ ଚୈତ୍ର ପୂର୍ଣ୍ଣିମା (ଗ୍ରାମର ବାର୍ଷିକ ଉତ୍ସବ) ଅବସରରେପ୍ରାୟ ୨୦୦ ବର୍ଷ ଧରି କାଗଜରେ ତିଆରି ଫୁଲର ପରମ୍ପରା, ଆଜି ବି ଜୀବନ୍ତ ସଜଫୁଟା ଫୁଲର ଭ୍ରମ ସୃଷ୍ଟି କରୁଛି । ଏବେର ସାମୟିକ ପାରିପାର୍ଶ୍ବିକ ପରିସ୍ଥିତି

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମ କଥା, ରାମନବମୀରେ ପଢ଼ିଲେ ମନସ୍କାମନା ପୂରଣ ହେବ

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ବିଷୟରେ ରାମାୟଣ ଓ ରାମଚରିତ ମାନସରେ ବର୍ଣ୍ଣିତ ହୋଇଛି। ଉଭୟ ଆମ ପାଇଁ ପବିତ୍ର ଗ୍ରନ୍ଥ ଅଟେ । ସନ୍ଥ ତୁଳସୀଦାସ ପ୍ରଭୁ ଶ୍ରୀରାମଙ୍କୁ ଈଶ୍ୱର ଭାବିକି ରାମଚରିତମାନସ ରଚନା କରିଥିବାବେଳେ ଆଦିକବି ବାଲ୍ମୀକି ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କୁ

ଆଇସକ୍ରିମ କାଠିରେ ରାମ ମନ୍ଦିର ନିର୍ମାଣ କଲେ ଢେଙ୍କାନାଳର ଯୁବଶିଳ୍ପୀ ସୁବ୍ରତ ମହାରଣା

କିଛି ଭିନ୍ନ କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି ସମ୍ଭବ । ଏଭଳି କିଛି ନିଆରା କରି ଦେଖାଇଛନ୍ତି ଢେଙ୍କାନାଳର ଯୁବଶିଳ୍ପୀ ସୁବ୍ରତ ମହାରଣା । ଯିଏକି ଆଇସକ୍ରିମ କାଠିରେ ରାମମନ୍ଦିରର ଏକ ସୁନ୍ଦର କଳାକୃତି ର୍ନିମାଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ସିମିନଇ ଗ୍ରାମର ରବି

ଭାରତ ରତ୍ନ ଓ ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକର

ଭାରତ ବର୍ଷର ସମ୍ବିଧାନ ନିର୍ମାତା ଡ଼ା: ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ୧୪ ଅପ୍ରେଲ ୧୮୯୧ ମସିହାରେ ମହୁ (ମଧ୍ୟପ୍ରଦେଶ)ରେ ହୋଇଥିଲା। ତାଙ୍କ ପିତା ଶ୍ରୀ ରାମଜୀ ଶକପାଲ ଏବଂ ମାତା ଭୀମାବାଇ ଧର୍ମପ୍ରେମୀ ଦମ୍ପତି ଥିଲେ। ତାଙ୍କ ଜନ୍ମ ମହାର ଜାତିରେ ହୋଇଥିଲା,ଯାହାକି

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ଵ

ଆଜି ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଆଜିର ଦିନକୁ ଲୋକେ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରନ୍ତି । ଓଡିଶାରେ ଏହି ଦିନକୁ ଖୁବ ଧୁମଧାମ୍ ରେ ପାଳନ କରନ୍ତି । କେବଳ ସେତିକି ନୁହେଁ ଆଜିର ଦିନକୁ ଓଡିଆ ନବ ବର୍ଷ ଭାବେ ମଧ୍ୟ ଜଣାଯାଏ । ଆଜି ଓଡିଆମାନଙ୍କ ନୂଆ ବର୍ଷରେ

କମଳେଶଙ୍କ ବଗିଚାରେ ହସୁଛି ବିରଳ ପାରିଜାତ !

ଢେଙ୍କାନାଳ ସହର ସ୍ଥିତ ଶ୍ରୀ ଅରବିନ୍ଦ ନଗରରେ ଥିବା କମଳେଶତୁଙ୍ଗଙ୍କ ବଗିଚାରେ ପାରିଜାତ ଫୁଲ ଫୁଟିଛି, ଯାହାକୁ ସ୍ୱର୍ଗର ପାରିଜାତ ଫୁଲ ବୋଲି କୁହାଯାଉଛି । କମଳେଶଙ୍କ ବଗିଚାରେ ପାରିଜାତ ଫୁଲ ଫୁଟିବା ଦେଖି ଅଞ୍ଚଳବାସୀ ଖୁସି ଜାହିର କରିବା ସହିତ ପାରିଜାତ ଫୁଲ ଫୁଟିବା ଶୁଭଙ୍କର

ଚିନ୍ତା ବଢ଼ାଉଛି ଥର୍ମୋକୁଲ ପ୍ଲେଟ

ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ପରିବେଶ ବ୍ୟାପକ ପ୍ରଦୂଷଣ ହେଉଥିବା ବେଳେ ବୋଝ ଉପରେ ଲଳିଲା ବିଡା ସାଜିଛି ଥର୍ମୋକୁଲ ପ୍ଲେଟ । ଏହି ପ୍ଲେଟ ପରିବେଶ ପାଇଁ କ୍ଷତିକାରକ କାରଣ ଏହା ମାଟିରେ ମିଶିନଥାଏ କିମ୍ବା ପାଣିରେ ମିଶ୍ରଣ ହୋଇପାରିନଥାଏ । ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପ୍ଲାଷ୍ଟିକ

ଚାଲିଛି ବହି ପଢ଼ା, ଫୁଣି ବନ୍ଦ୍ ଆଖିରେ !

ଆଖିରେ ବନ୍ଧା ହୋଇଛି ପଟି, ହେଲେ ଚାଲିଛି ଲେଖା ପଢ଼ା ଏବଂ ଶୁଙ୍ଘିକି କହୁଛନ୍ତି ରଙ୍ଗ, ଏଭଳି ଚମତ୍କାର ସହ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନର ବିସ୍ମୟ ଭାଇ ଭଉଣୀ । ବିସ୍ମୟ ଭାଇ ଭଉଣୀ ନିବେଦିତା ଓ ରଶ୍ମିରଂଜନ । ଆଖିରେ ପଟି ବାନ୍ଧିଲା ପରେ ବି ସବୁକିଛି

ଦେଶର ସ୍ୱାଧୀନତା ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ଶହିଦଙ୍କୁ ଶହୀଦ ଦିବସରେ କୋଟି କୋଟି ପ୍ରଣାମ 

ଆଜି ହେଉଛି ସହିଦ ଭଗତ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ । ଆଜିର ଦିନରେ ହସି ହସି ଫାଶୀ ଖୁଣ୍ଟରେ ଝୁଲିଯାଇଥିଲେ ଭଗତ ସିଂ । ଦେଶ ପାଇଁ ସେ ମୃତ୍ୟୁକୁ ମଧ୍ୟ ଖାତିର କରିନଥିଲେ । ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ ଆଜି ବି ଭୁଲି ନାହିଁ ଦେଶ । ସେଥିପାଇଁ ଆଜିର ଦିନକୁ ସହିଦ ଦିବସ ଭାବେ

ମାର୍ଚ୍ଚ ୧୯ ଆଜି ହେଉଛି ବିଶ୍ୱ ନିଦ୍ରା ଦିବସ

ଉତ୍ତମ ଭଲ ନିଦ, ସୁସ୍ଥ ଏବଂ ଉତ୍ତମ ଜୀବନ । ଆଜିର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ସତେଯେପରି ଲୋପ ପାଇଜାଇଛି ନିଦ । ନିଦ ଯେମିତି ସମସ୍ତଙ୍କ ପାଇଁ ନିଶ୍ଚିତ ହେବ ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୧୯କୁ ବିଶ୍ୱ ନିଦ୍ରା ଦିବସ ରୂପେ
error: Content is protected !!