ଚକ୍ଷୁ ଚିକିତ୍ସାଳୟରେ ପଡ଼ିଛି ତାଲା !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଦୀର୍ଘ ୧୪/୧୫ବର୍ଷ ଧରି ଡାକ୍ତର ବିହୀନ ହୋଇ ଅବହେଳିତ ହୋଇ ରହିଥିଲେ ବି ଚିକିତ୍ସା କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେଉନାହିଁ।ଏଠାରେ ଗତ ୨୦୦୪ ମସିହାରେ ତତ୍କାଳୀନ ବିଧାୟିକା ଅଞ୍ଜଳି ବେହେରାଙ୍କ ଉଦ୍ୟମରେ ସ୍ବର୍ଗତ!-->…
ଧରାପିଡ଼ିଲେ ଦୁଇ ମୂର୍ତ୍ତିଚୋର
କିଛିଦିନ ଧରି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସଦର ମହକୁମାରେ ବିଭିନ୍ନ ମନ୍ଦିରରୁ ଦେବାଦେବୀ ମୂର୍ତ୍ତି ସବୁ ଚୋରି ହେଉଥିବା ଘଟଣା ପାଇଁ ଅଞ୍ଚଳ ବାସିଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଆଜି ଦୁଇ ନାବାଳକ ମୂର୍ତ୍ତି ଚୋରିକରି ଧରାପଡିବା ଚର୍ଚ୍ଚାର ବିଷୟ ପାଲଟିଛି।
ଖବରରୁ ପ୍ରକାଶ ଯେ ,!-->!-->!-->…
ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ ,ଅଳ୍ପକେ ବର୍ତିଲେ ପାଚିକା
ନୂଆଭୁବନ ଉଚ୍ଚ ବିଦ୍ୟାଳୟରେ ଅଘଟଣ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହା ଫଳରେ ପାଚିକା ମାନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତିଯାଇଥିଲେ ।
ତେବେ , ଏହି ଦୁର୍ଘଟଣାରେ ରୋଷେଇ ସାମଗ୍ରି ଜଳି ଯିବା ସହିତ!-->!-->!-->…
ରସିକିୟା ଶିକ୍ଷକର ନିର୍ଯ୍ୟାତନା ବିରୁଦ୍ଧରେ ଅଭିଯୋଗ ଆଣିଲେ ନବମ ଶ୍ରେଣୀ ଛାତ୍ରୀ
ରସିକିୟା ଶିକ୍ଷକର ନିର୍ଯ୍ୟାତନା ବିରୁଦ୍ଧରେ ମୁହଁ ଖୋଲିଲେ ନବମ ଶ୍ରେଣୀ ଛାତ୍ରୀ । ମୁହଁ ପୋଛିବା ପାଇଁ ମାଗନ୍ତି ଝିଅଙ୍କ ଓଢ଼ଣୀ। ଶୌଚଯିବାକୁ କହିଲେ ସାଙ୍ଗରେ ଯିବାକୁ କୁହନ୍ତି ଶିକ୍ଷକ ।ନିର୍ଯ୍ୟାତନା ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଜଣାଇଲେ ଛାତ୍ରୀ ।ବିଦ୍ୟାଳୟ ପରିଚାଳନା କମିଟି!-->…
ପୋଲଟିଏ ନଥିବାରୁ ହଟହଟା ବାଉଁଶପୋଖରୀ ପଞ୍ଚାୟତର ୪ ଟି ଗ୍ରାମର ଗ୍ରାମବାସୀ
ପୂର୍ବରୁ ବିଜୁସେତୁ ନାମରେ ପୋଲଟିଏ ହେବବୋଲି ନିଷ୍ପତି ହୋଇଥିଲା, ଗ୍ରାମବାସୀ ଖୁସି ହୋଇଯାଇଥିଲେ ଆଉ ରହିବନି ଯାତାୟତ ଅସୁବିଧା ନାଳ ପାଲଟିବନି ସମସ୍ୟା ମାତ୍ର ସରକାର ଓ ନେତା ବଦଳିବାପରେ ପ୍ରକଳ୍ପ ନାମ ପରିବର୍ତ୍ତନ ହୋଇ ସେତୁବନ୍ଧ ହେବବୋଲି କୁହାଗଲା ମାତ୍ର ରହିଗଲା ନାମରେ ସୀମିତ ହୋଇ।
!-->!-->!-->…
ହିନ୍ଦୋଳରେ ଶୀତଳଭଣ୍ଡାର ପାଇଁ ଦାବି
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୀର୍ଘବର୍ଷ ପରେ ମଧ୍ୟ ସ୍ଥାପନ ହୋଇପାରିଲାନି ଶୀତଳ ଭଣ୍ଡାର ଏଥିପାଇଁ ଦିନକୁଦିନ ବଢୁଛି ଜନ ଅସନ୍ତୋଷ ,ଦାବି ହେଉଛି ଶୀତଳଭଣ୍ଡାର ସ୍ଥାପନ ପାଇଁ।ଉଲ୍ଲେଖଯୋଗ୍ୟ ସଦା ଅବହେଳିତ ତଥା ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହିନ୍ଦୋଳ ଉପଖଣ୍ଡ!-->…
ଗାଁ ରାସ୍ତା ସଙ୍ଗୀନ , ହନ୍ତସନ୍ତ ହେଉଛନ୍ତି ସ୍କୁଲ ପିଲା
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ଅଧିନସ୍ଥ ବ୍ରାହ୍ମଣବେଡିଆ ଗାଁ ରାସ୍ତା ସଙ୍ଗୀନ, ହନ୍ତସନ୍ତ ହେଉଛନ୍ତି ସ୍କୁଲ ପିଲା ଓ ଗ୍ରାମବାସୀ ।ବର୍ଷା ହେଲେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପାଠ ପଢା ପିଲାଙ୍କ ପାଇଁ ଚିନ୍ତାର କାରଣ ବଢ଼ାଇ ଦେଉଛି ଗାଁ ରାସ୍ତା ।
ଏହି ଗାଁ କୁ!-->!-->!-->…
ରାସ୍ତା ସାଜିଛି ମରଣ ଯନ୍ତା
ରାସ୍ତା ସାଜିଛି ମରଣ ଯନ୍ତା ,ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ପୂର୍ତ୍ତ ବିଭାଗ ଠାରୁ ଆରମ୍ଭ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଂଚାୟତ ରାଜ ବିଭାଗ ଓ ମନରେଗା ଯୋଜନାରେ ଯେତେସବୁ ରାସ୍ତା ନିର୍ମାଣ ହେଉଛି ତନ୍ମଧ୍ୟରୁ କିଛି ରାସ୍ତା କୁ ଛାଡିଦେଲେ ପ୍ରାୟତଃ ରାସ୍ତା ଗୁଡିକ ନିର୍ମାଣର ମାସେ!-->…
ଶିଶୁ ଶ୍ରମିକ ପ୍ରିୟା ମୁଣ୍ଡାଙ୍କୁ ମିଳିନି ଜାତି ପ୍ରମାଣ ପତ୍ର
ସହିଦ୍ ବୀର୍ ବାଜିରାଉତଙ୍କ ଗ୍ରାମ ନୀଳକଣ୍ଠପୁରରେ ଗୁରୁବାର ପିଚୁ ଢଳେଇ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ ପ୍ରିୟା ମୁଣ୍ଡା ଆଦିବାସୀ କିନ୍ତୁ ନାହିଁ ଜାତି ପ୍ରମାଣ ପତ୍ର। ଫଳରେ ପ୍ରିୟାଙ୍କୁ ମିଳୁନି ଆଦିବାସୀ ଛାତ୍ରବୃତ୍ତି ।ଖାଲି ପ୍ରିୟା ନୁହେଁ ତାର ଭାଇ ଶିବ ଓ ଭଉଣୀ ଲଭଲି । ପ୍ରଶାସନ!-->…
ପେଟର ଭୋକ ମାରିବାକୁ ପ୍ରିୟା ସାଜିଛି ଶିଶୁ ଶ୍ରମିକ
ବାଜିରାଉତ ଗାଁ ନୀଳକଣ୍ଠ ପୁରକୁ ବରପୁତ୍ର ଏତିହ୍ଯ ଗ୍ରାମ ଭାବରେ ଘୋଷାଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗାଁର ଚାଷୀ ମାନଙ୍କ ଜମିକୁ ବାଉଁଶପୋଲ ବଦଳରେ ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହେଲା ପୋଲ। ପୋଲ ସଂଲଗ୍ନ ରାସ୍ତା ଢୋ ଢୋ ବର୍ଷାରେ ଚାଲିଛି କାର୍ଯ୍ୟ। ଏହି!-->…