News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

କରୋନା କଟକଣାକୁ ବର୍ଷେ, ଆଜିର ଦିନରେ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୧୩ ୨୦୨୦, ବର୍ଷେ ତଳେ ଠିକ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଅନ୍ୟ ରାଜ୍ୟ ଏହି ଭୟାବହତାକୁ ବୁଝିବା ପୂର୍ବରୁ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ

ପରିବେଶ ଭିତିକ ଚଳଚିତ୍ର କରି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହେଲେ ଢେଙ୍କାନାଳ ପୁଅ ଶୁଭ୍ରାଂଶୁ

ହାତରେ କ୍ୟାମେରା ଥିଲେ କେତବେଳେ ଚାଲି ଆସେ ସୁନ୍ଦର ଉଡ଼ନ୍ତା ଚଢେଇ ତ ଆଉ କେବେ ପ୍ରକୃତିର କମନୀୟ କାନ୍ତି । ପ୍ରକୃତିର ଏଭଳି କିଛି ଶୋଭନୀୟ ଛାୟାଛବି କଏଦ ହୋଇଯାଏ ତାଙ୍କ କ୍ୟାମେରା ଲେନ୍ସ ରେ ଏବଂ ତିଆରି ହୁଏ ପ୍ରାମାଣିକ ଚଳଚିତ୍ର ଦେଶ ବିଦେଶରେ ଆୟୋଜିତ ଫିଲ୍ମ ଫେଷ୍ଟିଭାଲ ଗୁଡିକରେ

ନିରାଡ଼ମ୍ବର ରେ ୩ଦିନ ପାଳନ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଚାରିଦ୍ଵାର ରେ ଜଳିଲା ଝାଡଦିପ, କୋଭିଡ ନିୟନ୍ତ୍ରଣ ଦୃଷ୍ଟିରେ ରଖି ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।କୋଭିଡ କଟକଣା କଡାକଡି,ସୀମିତ ସାଧୁସନ୍ଥଙ୍କୁ ନେଇ ହେଲା ନୀତି । ଚଳିତ ବର୍ଷ ଫେବୃଆରୀ ୨୫ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପାଳନ ହୋଇଯାଇଛି ଏବର୍ଷର

ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା

ପୁଲଓ୍ୱାମା ଆକ୍ରମଣକୁ ପୂରିଛି ୨ ବର୍ଷ, ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା । ଆତଙ୍କବାଦୀଙ୍କୁ ଆକ୍ରମଣରେ ସହିଦ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା । ଯବାନଙ୍କ ପ୍ରାଣବଳୀରେ କାନ୍ଦିଥିଲା ସାରାଦେଶ । ଏହି ଘଟଣାରେ କିଏ ନିଜ

ଆରମ୍ଭ ହେଲା ପ୍ରେମ ସପ୍ତାହ , ପ୍ରଥମ ଦିନରେ ଆଜି ହେଉଛି ରୋଜ୍ ଡେ

ପ୍ରେମ ନିସ୍ବାର୍ଥ ଆଉ ଶାଶ୍ୱତ, ଆଉ ଏହି ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ। ଆଜିଠାରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ୍। ଆଜି ହେଉଛି ଗୋଲାପ ଦିବସ ବା ରୋଜ୍ ଡେ। ବିଭିନ୍ନ

ବଜେଟ ୨୦୨୧-୨୨ ଜାଣନ୍ତୁ କାହାକୁ ମିଳିଲା କଣ ? ବଜେଟରେ କଣ ହେଲା ଶସ୍ତା, କଣ ହେଲା ମହଙ୍ଗା?

ସଂସଦରେ ଆଗତ ହେଲା ସାଧାରଣ ବଜେଟ । ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ସରକାର ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତି ନେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସସୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି

ଜାଣନ୍ତୁ କିପରି କରିବେ ଇ ଭୋଟର ଆଇଡି ଡାଉନଲୋଡ୍‌

ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍‌ (voterportal.eci.gov.in) ଓ୍ବେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଭୋଟରମାନେ ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହି ଆପ୍‌ ଗୁଗୁଲ ପ୍ଲେ

ଖାଦ୍ୟ ନେଉଛି ମାଙ୍କଡ଼ଙ୍କ ଜୀବନ, ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜଙ୍ଗଲରେ ମାଙ୍କଡ଼ଙ୍କୁ ଖାଦ୍ୟ ପ୍ରଦାନ କରିବାରେ କିଏ ଯେ ଆନନ୍ଦ ଲାଭ ନ କରିଥାଏ । ଆମ ଓଡ଼ିଶା ର କୈଳାସ କପିଳାସ ଯିବା ରାସ୍ତାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏଭଳି ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳିଥାଏ । ସେହି ରାସ୍ତା ରେ ଯିଏ କେହିବି ଗଲାବେଳେ ରାସ୍ତା କଡ଼ରେ ବସିଥିବା ମାଙ୍କଡ଼ଙ୍କୁ ଶ୍ରଦ୍ଧା

ଆଜି ଭାରତୀୟ ସେନା ଦିବସ

ଆଜି ୭୩ ତମ ଭାରତୀୟ ସେନା ଦିବସ । ଭାରତୀୟ ସେନାକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଦିନଟିଏ । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍‌ କେସ କରିୟମ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ

ମକର ସଂକ୍ରାନ୍ତି ଓ ଏହାର ମହତ୍ୱ

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତିବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର
error: Content is protected !!