News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ଜାଣନ୍ତୁ କମ ଜାଗାରେ କିପରି କରିବେ କିଚେନ ଗାର୍ଡେନ ପ୍ରସ୍ତୁତି

ଆମେ ଜାଣୁ ଜେ ଘର ତିଆରି କିମ୍ବା ମା ହାତ ରନ୍ଧା ଖାଦ୍ୟ ବଜାରରେ ମିଳୁଥିବା ଖାଦ୍ୟ ଠାରୁ ଆନେକ ପରିମାଣରେ ସୁଷମ , ସ୍ୱାଦିଷ୍ଟ ଏବଂ ସୁଚିନ୍ତିତ ପ୍ରଣାଳୀରେ ପ୍ରସ୍ତୁତ । ସେହିପରି ନିଜ ବଗିଚାରେ ହୋଇଥିବା ପନିପରିବା ବଜାରରେ ମିଳୁଥିବା ପନିପରିବା ଠାରୁ ଆନେକ ଗୁଣରେ ସ୍ୱାସ୍ଥ୍ୟ ପକ୍ଷେ

ବୟସର ଅପରାହ୍ନରେ ସତୀ ପୋଥାଳ କିନ୍ତୁ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ

ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ଏସସି ଅନ୍ତର୍ଗତ ୮ନମ୍ବର ୱାର୍ଡର ଧନେଶ୍ବର ପୋଥାଳ ଙ୍କ ଧର୍ମପତ୍ନୀ ସତୀ ପୋଥାଳ ବୟସ ତାଙ୍କର ୬୫ ବର୍ଷ, ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ପନିପରିବା ଚାଷ କରି ନିଜେ ଚଳିବା ସହିତ ଭଲ ଦି' ପଇସା ରୋଜଗାର କରି ଆତ୍ମନିର୍ଭଶୀଳ ହୋଇ ଅନ୍ୟ ମାନଙ୍କ ପାଇଁ

କରୋନା ଛଡ଼ାଇନେଲା ଜୀବିକା, ଦିନେ ସିନେମାରେ ଦେଉଥିଲେ ନିର୍ଦ୍ଦେଶନା ଆଜି ସାଜିଛନ୍ତି ମିଶ୍ଚର ବ୍ୟବସାୟୀ

ଲାଇଟ କ୍ୟାମେରା ଆକ୍ସନ ର ଦୁନିଆ ଗ୍ଲାମର ର ଦୁନିଆ ମାୟାନଗରୀ ରୁ ଦ୍ୱୈତ ନଗରୀ ସବୁଠେ ଗ୍ଲାମର ର ଝଲକ । ସାଧାରନ ଜୀବନଠାରୁ ଟିକେ ଦୂର । କାହାପାଇଁ କଣ୍ଟ୍ରାଷ୍ଟ କାହାପାଇଁ ସ୍ବପ୍ନ । ତେବେ କରୋନା କାୟାରେ ହଜିଯାଇଛି ଗ୍ଲାମର ଦୁନିଆ । ସତେଯେପରି ଫେରିଯାଇଛେ ସେହି ପୁରାତନ

ସାଧବ ସଂସ୍କୃତି ପାଇଁ ସମର୍ପିତ କଳା

ସଂସ୍କୃତି ସମ୍ପର୍ଣ୍ଣ ସମାଜରେ ଅବସ୍ଥାନ କରୁଥିବା ଜନମାନସମାନଙ୍କ ସାମାଜିକ ସମ୍ପର୍କ ଅତି ନିବିଡ଼ ଅଟେ । ସମୟର କଷଟି ପଥରରେ ବାରମ୍ବାର ଘଷି ମାଜି ହୋଇ ଚିକ୍କଣ ହୋଇ ଝକମକ କରୁଥାଏ । କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥିରେ ଦଳ ଦଳ ହୋଇ ଅତି ଉଲ୍ଲାସର ସହିତ ଓଡ଼ିଶାର ଜନ ସାଧାରଣମାନେ ଜଳାଶୟ

ରକ୍ତଦାତାଙ୍କ ମହାନତା, ସମ୍ପର୍କ ସେତୁର ସଫଳତା : ରକ୍ତ ପାଇଲେ ୨୨ ବର୍ଷୀୟ ଯୁବକ

ହାତପାହାନ୍ତାରେ ରକ୍ତଦାତା ପୁଣି ଅଵଶ୍ୟକୀୟ ଅଞ୍ଚଳ ଏବଂ ଆବଶ୍ୟକ ମୁତାବକ ବ୍ଲଡ଼ ଗ୍ରୁପ । ରକ୍ତଅଭାବ ଦୂରୀକରଣ ପାଇଁ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ପାଇଁ ଆମର ଅଭିନବ ପ୍ରୟାସ ଅନଲାଇନ୍ ରକ୍ତସେବା ବା ' ସମ୍ପର୍କ ସେତୁ ' । କିଛିଦିନ ତଳେ ଢେଙ୍କାନାଳ ଅପଡେଟ୍ ର ଏହି ପ୍ରୟାସ ଯୋଗୁଁ

ଢେଙ୍କାନାଳ ଅପଡେଟ୍ ସହ ପରିଚିତି

"Dhenkanal Update - connecting to every surrounding" ଅନୁଗୋଳ - ପୁରୀ ଯାତ୍ରୀବାହି ରେଳ ଗାଡି ର ପଛ ବଗି ରେ ଭୀଷଣ ଭିଡ ହୁଏ । ଜାଗା ମିଳେନି ବସିବା ପାଇଁ ତେଣୁ ଠିଆ ହେବାକୁ ହୋଇଥାଏ। ଏପରି ପରିବେଷ ରେ ଢେଙ୍କାନାଳ ଷ୍ଟେସନରୁ ଜଣେ ଯୁବକ ଉଠନ୍ତି ଓ ଆମ ଗହଣରେ ଠିଆ ହୁଅନ୍ତି।

ଆଜିବି ମନେପଡେ, ୧୯୯୯ ମହାବାତ୍ୟା !

୧୯୯୯ ମସିହା ଅକ୍ଟୋବର୍ ମାସ ୨୯ ତାରିଖ,ଏମିତି କିଛି ଘଟି ଯାଇଥିଲା ଯାହା ଚିରଦିନ ପାଇଁ ସବୁ ଓଡିଆଙ୍କ ମନରେ ଘର କରି ରହିଥିବ । ଇତି ମଧ୍ୟରେ ୨୧ ବର୍ଷ ବିତି ଗଲାଣି ହେଲେ ସେ ପ୍ରଳୟଙ୍କରୀ ମହାବାତ୍ୟାର କରାଳ ରୂପ,କରୁଣ ଦୃଶ୍ୟ ଓ ଲୋମହର୍ଷଣକାରୀ ଅନୁଭୁତି ଆଜି ବି ବହୁ ଓଡ଼ିଆଙ୍କୁ

ହେ ବୀରପୁତ୍ର, ତୁମ ସାହାସର ଗାଥା ସାରା ମାନବ ସର୍ବଦା ମନେ ରଖିବ

୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ମୁହଁକୁ ମୁହଁ ଦିଶୁନି ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡଘଡିର ତାଣ୍ଡବଲୀଳା ଚାଲିଛି ସେଇ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଛନ୍ତି ବାଳକ ବୀର ବାଜି ରାଉତ ସେ

ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡାଙ୍କ ଅବଦାନ; ସକାଳ ସୁରୁଜ ତୁ

ଡିଜିଟାଲ ମିଡ଼ିଆ ପ୍ଲାଟଫର୍ମ ରେ ରିଲିଜ ହୋଇଛି ଅସୀମା ପଣ୍ଡା ଅଫିସିଆଲ ପ୍ରଯୋଜିତ ଓ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ଦ୍ଵାରା ନିର୍ମିତ ଆଲବମ 'ସକାଳ ସୁରୁଜ ତୁ ' । ଏହାର ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତକୁ ଲେଖିଛନ୍ତି ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡା ଏବଂ ନିଜ ଲେଖାକୁ ଆସିମାଙ୍କ ତାଳରେ ସଜାଇ

ସୋସିଆଲ ମିଡିଆ ର ତାକତ୍ ଓ ବାବା କି ଢାବା

ଆଜି ସଖାଳେ ଫେସବୁକ ଖୋଲୁ ଖୋଲୁ ଦିଲ୍ଲୀ ର ମାଲବ୍ୟ ନଗର ଏକ ଢାବା "ବାବା କି ଢାବା" ଛୋଟିଆ ଦୋକାନ ଟିଏ ପନିର ମଟର ଆଉ ରୋଟି ବିକ୍ରି କରୁଥିବା ଖୁବ୍ ଛୋଟ ଦୋକାନ ,ର ଭିଡିଓ ଦେଖୁଥିଲି ,ଜଣେ ଫୁଡ୍ ବ୍ଲଗର (ୟୁଟ୍ୟୁବର ) ଢାବର ମାଲିକ ଙ୍କ ସହ କଥା ହେବା ବେଳେ ବିକ୍ରି ହେଉନଥିବାରୁ ଭୋ ଭୋ
error: Content is protected !!