Browsing Category
ସ୍ପେସିଆଲ ରିପୋର୍ଟ
ଜଳୁଛି ଢେଙ୍କାନାଳ ;୫୦ କିଲୋମିଟର ମଧ୍ୟରେ ନାହିଁ ଜଳଛତ୍ର
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଦିନ ୧୧ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାରୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶକୁ ଜିଲ୍ଲାରେ ଥିବା କଳକାରଖାନା ଗୁଡିକ ମାନିବାକୁ ନାରାଜ । ନିଜସ୍ୱ ନିୟମରେ କଳକାରଖାନା ଗୁଡିକ ଚାଲୁଥିବା!-->…
ଜିଲ୍ଲାରେ ଚୋରା ବନ୍ଧୁକର ବ୍ୟାପକ ବ୍ୟବହାର ; ପୋଲିସ ପ୍ରଶାସନ ନିରବଦ୍ରଷ୍ଟା
ଢେଙ୍କାନାଳ ଜିଲ୍ଲାରେ ଦେଶୀ ବିଦେଶୀ ବନ୍ଧୁକ କାରବାର ବୃଦ୍ଧି ପାଇଛି । କଥା କଥାକେ ଫୁଟୁଛି ଗୁଳି । କେତେବେଳେ ରାଜନୈତିକ ଛକାପଞ୍ଝାକୁ ନେଇ ତ କେତେବେଳେ ବାଲିଘାଟ,ପଥରଖଣି ତକେତେବେଳେ ଶିକାର ପାଇଁ ବ୍ୟବହାର ହେଉଛି ବନ୍ଧକୁ । ଚୋରା ବନ୍ଧକୁ ଆସୁଛି କେଉଁଠାରୁ ଏବଂ ଦେଶୀ ବନ୍ଧକୁ ନିର୍ମାଣ!-->…
ଢେଙ୍କାନାଳ ଜିଲ୍ଲାରେ ଅବହେଳିତ ମଠ ମନ୍ଦିର ,ଜବର ଦଖଲକାରୀଙ୍କ ନିୟନ୍ତ୍ରଣରେ ହଜାର ହଜାର ଏକର ଜମି
ଢେଙ୍କାନାଳ ଜିଲ୍ଲାରେ ଥିବା ମଠ ମନ୍ଦିର ଜମିରେ ମାଫିଆଙ୍କ ରାଜ ।ଦେବୋତ୍ତର ବିଭାଗର ଜ୍ଞାତସାରରେ ଜମିମାଫିଆ ମାନେ ହଜାର ହଜାର ଏକର ଜମିକୁ ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ କୋଟି କୋଟି ଟଙ୍କା ଲାଭବାନ ହେଉଛନ୍ତି । କିନ୍ତୁ ଜିଲ୍ଲାରେ ଥିବା ମଠ ମନ୍ଦିର ଗୁଡିକ ଅବହେଳିତ ଅବସ୍ଥାରେ ରହିଥିବା!-->…
କପିଳାସ ଅଭୟାରଣ୍ୟରେ ହାତୀଙ୍କ ପାଇଁ ହେବ ରେଲୱେ ଓଭରପାସ ନିର୍ମାଣ
ଢେଙ୍କାନାଳ ବନଖଣ୍ଡ କପିଳାସ ଅଭୟାରଣ୍ୟ ତଥା ରେଞ୍ଜରେ ଜିଲ୍ଲାର ସର୍ବାଧିକ ହାତୀ ରହିଛନ୍ତି ।ହାତୀ ଗୁଡକି ଖାଦ୍ୟ ପାଇଁ ଏବଂ ନିଜ ଶରୀର ଦୃଷ୍ଟିରୁ ଦୈନିକ ୫୬ କିଲୋମିଟର ଯାତାୟତ କରୁଥିବାବେଳେ ଦୈନିକ ରେଳ ଲାଇନ ଅତିକ୍ରମ କରିଥାନ୍ତି । ଢେଙ୍କାନାଳ-ଶାଳଗାଁ ସେକସନର ରାଜା ଆଠଗଡ ଏବଂ!-->…
ରକ୍ତ ଆବଶ୍ୟକ ବେଳେ ମନେ ପଡ଼ନ୍ତି ସିଦ୍ଧାର୍ଥ
ରକ୍ତଦାତା ବେଳେ ବେଳେ ସାଜିଥାନ୍ତି ଦ୍ଵିତୀୟ ଭଗବାନ । ମେଡିକାଲ ହେଉ ବା ହେଉ କେଉଁ କ୍ୟାମ୍ପ ବା ହେଉ ବ୍ଲଡ଼ବ୍ୟାଙ୍କ ଏହି ସବୁ ସ୍ଥାନ ଗୁଡ଼ିକ ରେ ଆବଶ୍ୟକ ସମୟରେ ରକ୍ତ ଦାନ କିମ୍ବା ରକ୍ତ ଯୋଗାଡ଼ କରି ସାଜିଥାନ୍ତି ଜାଗ୍ରତ ପ୍ରହରୀ । ତେବେ ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସିଦ୍ଧାର୍ଥ!-->…
ସିଓଆର ନଥାଇ ଚାଲିଛି ଘରୋଇ ବିଦ୍ୟାଳୟ , ସରକାରୀ ବିଦ୍ୟାଳୟ ପଡୁଛି ଖାଲି
ଢେଙ୍କାନାଳ ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନଥିବାରୁ ସ୍କୁଲ ଖାଲି ପଡୁଛି , ନଚେତ ସରକାର ଛାତ୍ରଛାତ୍ରୀ ନଥିବାରୁ ନିକଟସ୍ଥ ସ୍କୁଲରେ ମିଶ୍ରଣ କରୁଛନ୍ତି । ସରକାରଙ୍କ ବିନା ଅନୁମତିରେ ଶହ ଶହବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଜିଲ୍ଲା!-->!-->!-->…
ସଚେତନ ସତ୍ତ୍ୱେ ଅଣାୟତ ଜଙ୍ଗଲ ନିଆଁ ; ୩ ବର୍ଷରେ ୭୦୩ ହେକ୍ଟର ନିଆଁରେ ପୋଡି ଜଙ୍ଗଲ ନଷ୍ଟ
ଢେଙ୍କାନାଳ ବନଖଣ୍ଡରେ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନ ବିଭାଫ ତରଫରୁ ସଚେତନତା ସହତି କର୍ମଚାରୀଙ୍କୁନ ନିୟୋଜିତ କରାଯାଉଛି । ଏହା ସତ୍ତ୍ୱେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଦେବା ଫଳରେ ବହୁମୂଲ୍ୟ ଔଷଧୀୟ ଅରଣ୍ୟ ଜଳିଯିବା ସହତି ତିନି ବର୍ଷରେ ଜଳିଗଲାଣି ୭୦୩ ହେକ୍ଟର ଜଙ୍ଗଲ ।
!-->!-->…
କପିଳାସର ଅନନ୍ୟ ଆକର୍ଷଣ ନେପାଳୀ ମୂଷା
ଢେଙ୍କାନାଳ ଜିଲ୍ଲାର ତଥା ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା କପିଳାସ ଅଭୟାରଣ୍ୟରେ ବୃହତ ଗୂଣ୍ଡୁଚିମୂଷା ବା ନେପାଳୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଣ କରୁଛନ୍ତି । ନେପାଳୀ ମୂଷା ବା ବୃହତ ଗୁଣ୍ଡୁଚିମୂଷାଙ୍କର ବଂଶ ବିସ୍ତାର,ସୁରକ୍ଷାପାଇଁ ପରିବେଶବିତ ମାନେ ଦାବି କରିଛନ୍ତି । କପିଳାସ!-->…
ଟଙ୍କିକିଆ ଚାଉଳ ପାଲଟିଛି ଲାଭଜନକ ବ୍ୟବସାୟ ; ୧ଟଙ୍କାରେ କିଣି ୧୫ଟଙ୍କାରେ ବିକ୍ରୀ କରୁଛନ୍ତି ହିତାଧିକାରୀ
ଢେଙ୍କାନାଳ ଜିଲ୍ଲାରେ ଟଙ୍କିକିଆ ଚାଉଳ ଦେଉଛି ରୋଜଗାର । କଥାଟା ଯେତିକି ସମ୍ବେଦନଶୀଳ ସେତିକି ଚିନ୍ତନର ବିଷୟ । ସରକାରଙ୍କୁ ଠକି ଖାଦ୍ୟସୁରକ୍ଷା ଯୋଜନାରେ ନିଜକୁ ସାମିଲ କରି ୧ଟଙ୍କାରେ ଚାଉଳ କିଣିବା ପରେ ସେହି ଚାଉଳକୁ ୧୫ ଟଙ୍କାରେ ବିକ୍ରୀ କରିବା ବେଶ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି!-->…
” ମୁଁ ବି ସ୍ୱୟଂ ସମ୍ପୂର୍ଣ୍ଣା ” ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା
ଭୁବନେଶ୍ୱର ପ୍ରେସକ୍ଳବ ଠାରେ ମଙ୍ଗଳବାର ଦିନ ଆୟୋଜିତ ମାସିକ ଓଡ଼ିଆ ଖବର କାଗଜ ଶାନ୍ତିସ୍ତୁପ ର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବରେ "ମୁଁ ବି ସ୍ୱୟଂ ସମ୍ପୂଣ୍ଣା -୨୦୨୨ " ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଢେଙ୍କାନାଳ ଝିଅ ଅଙ୍କିତା ସାହୁ । ପୁରସ୍କାର ସ୍ୱରୂପ ମାନପତ୍ର ,ପୁଷ୍ପଗୁଚ୍ଛ ଏବଂ!-->…