News
lipub
samparksetu
Browsing Category

ସ୍ପେସିଆଲ ରିପୋର୍ଟ

ଢେଙ୍କାନାଳ ପୌରସଂସ୍ଥାରେ ବିଜେପିର ବାଜିମାତ ,କାମାକ୍ଷାନଗର ଓ ଭୁବନ ଏନଏସି ରେ ଅଧ୍ୟକ୍ଷ ପଦବୀ ହାତେଇଲା ବିଜେଡି…

ଢେଙ୍କାନାଳ ପୌରସଂସ୍ଥାରେ ବିଜେଡି ସର୍ବାଧିକ ଆସନ ପାଇଥିବା ବେଳେ ବିଜେପି ଦ୍ୱୀତୀୟ ଏବଂ ଆପ ଓ କଂଗ୍ରେସ ଜିଲ୍ଲାରେ ମୂଳପୋଛ ହୋଇଥିବାର ଜଣାପଡିଛି । ମୋଟ ୨୩ଟି ୱାର୍ଡରୁ ବିଜେଡି ୯ଟି ଆସନ ପାଇଥିବା ବେଳେ ବିଜେପି ୯ଟି ଏବଂ ସ୍ୱାଧିନ ଭାବରେ ଜଣେ ବିଜୟୀ ହୋଇଛନ୍ତି । ମୋଟ ୨୩ଟି ଓାର୍ଡ ମଧ୍ୟରୁ

ବି.ବି. ହାଇସ୍କୁଲ ରେ ଶକ୍ତି ସଂରକ୍ଷଣ ସମ୍ପର୍କିତ ସେମିନାର ଆୟୋଜିତ

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସ୍ମାର୍ଟ ଶ୍ରେଣୀ ଗୃହରେ ନୂତନ ଇଣ୍ଟରଆକ୍ଟିଭ ପ୍ୟାନେଲ ସାହାଯ୍ୟରେ ପିପିଟି ମାଧ୍ୟମରେ ନବଗଠିତ ଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାର ଶକ୍ତି ସଂରକ୍ଷଣ ସମ୍ପର୍କରେ ପ୍ରଥମ ସେମିନାର-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି

ଏବେ ବି ରହିଛି ଅନ୍ଧବିଶ୍ୱାସ , ବାହାଡା ଦାନ୍ତ ଉଠିଲେ ହେଉଛି କୁକୁର ସହିତ ବିଭାଘର !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଆଦିବାସୀ ମାନଙ୍କ ମଧ୍ୟରେ ରହିଥିବା ଅନ୍ଧ ବିଶ୍ୱାସକୁ ଦୂରେଇବା ଏବେ ବି ସମ୍ଭବ ହୋଇନାହିଁ ।। ରିଷ୍ଟ ଖଣ୍ଡନ ପାଇଁ ନାବାଳିକା ସହିତ କୁକୁରର ବିବାହ ତା ପୁଣି ବାଜାରୋଷଣୀ ସହିତ ଭୋଜି ଭାତର ପର୍ବ ମଧ୍ୟରେ ବେଶ ରୋଚକ ହୋଇଛି । କରଗୋଳା ପପଞ୍ଚାୟତ

ବିଶ୍ୱ ବନ୍ୟପ୍ରାଣୀ ଦିବସ, ସୁରକ୍ଷା ଓ ସତର୍କତା ପାଇଁ ପ୍ରହରୀ ସାଜିଛନ୍ତି ଯୁବ ପରିବେଶ ବିତ୍ ଶୁଭ୍ରାଂଶୁ

ଢେଙ୍କାନାଳ ମାଟିର ଗୌରବ ଶୁଭ୍ରାଂଶୁ ଶତପଥୀ ଯୁବ ପରିବେଶ ବିତ ତଥା ପ୍ରକୃତି ପ୍ରେମୀ । ବାପା ତାଙ୍କର ଜଣେ ବନ ବିଭାଗ ଅଧିକାରୀ ଥିଲେ ତେଣୁ ବାଲ୍ୟ କାଳଟି ତାଙ୍କର ଜଙ୍ଗଲ ଭିତରେ ଅଧିକାଂଶ ସମୟ ବିତିଛି ତେଣୁ ଖୁବ୍ କମ୍ ବୟସରେ ସେ ପ୍ରକୃତି ପ୍ରେମ ରେ ଆବଦ୍ଧ ହୋଇଥିଲେ । ବାଣିଜ୍ଯ ବିଭାଗର

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ମହିମା ଧର୍ମ ଓଡ଼ିଶାରେ ସୃଷ୍ଟି ହୋଇଥିବା ଧର୍ମ , ଯାହା ପରିବ୍ୟାପ୍ତ ହୋଇଛି ଦେଶ ଓ ବିଦେଶରେ । ଯୋଗେଶ୍ୱର ମହିମାସ୍ୱାମୀ ଏହି ଧର୍ମର ପ୍ରାଣ ପ୍ରତିଷ୍ଠାତା । ସେ ଅଲେଖ , ଅବ୍ୟକ୍ତ ଏବଂ ନିରାକାର । ତାଙ୍କର କୌଣସି ଆଜର ନାହିଁ । ତେଣୁ ତାଙ୍କୁ ଶୁନ୍ୟ ବ୍ରହ୍ମ ଭାବରେ ଉପାସନା

୫ କୋଟି ଟଙ୍କାର ବିଲ୍ଡିଂ ପାଲଟିଛି ଭୂତକୋଠି !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ନବଜୀବନ ପୁର ଡୋକ୍ରା କାରିଗର ପାଇଁ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ।ତିନି ବର୍ଷ ହେବ ଉଦଘାଟନ ଶେଷ ହୋଇଥିଲେ ମଧ୍ୟ ଏହି କୋଠା ଘର ଏବେ ବି ଭୂତକୋଠିରେ ପରିଣତ ହୋଇରହିଛି । ନବଜୀବନପୁର ଗ୍ରାମ ଡୋକ୍ରା କାର୍ଯ୍ୟର ଗ୍ରାମ ଭାବରେ ବେଶ ପରିଚିତ । ସଦର ବ୍ଲକ

ମନୋବଳ ଆଗରେ ହାର୍ ମାନିଛି ବାର୍ଦ୍ଧକ୍ୟ

ଧୁଡୁଧଡୁଡୁ ଚମ ଅଧା ଲୁଆଁ ଅଣ୍ଟା ତା ସାଙ୍ଗକୁ ବାର୍ଦ୍ଧକ୍ୟ ସ୍ୱର ବୟସ ଆସି ପ୍ରାୟ ୭୪ କିଏ ଘରେ ରହି ଜୀବନ ବିତାଏ ତ କିଏ ହାତପତେଇ ପେଟ ପୋସେ ହେଲେ ଏଭଳି ରହିଛନ୍ତି କିଛି ବ୍ୟକ୍ତି ଯିଏକି ଏଭଳି ବୟସରେ ମଧ୍ୟ ନିଜ ପେଟ ନିଜେ ପୋଷିବାକୁ ପସନ୍ଦ କରିଥାନ୍ତି ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି

ମହାବାହୁ ସେବା ସମ୍ମାନ ରେ ସମ୍ମାନିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା

କେତେବେଳେ ସାଜନ୍ତି ଅନ୍ଧାରୀ ମୂଲକର ଆଲୋକ କେତେବଳେ କରିଥାନ୍ତି ନିଜକୁ ସମାଜ ସେବାରେ ବ୍ରତୀ ,ଏଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଯୁବ ସମାଜ ସେବୀ ତଥା ଯୁବ ସାମ୍ବାଦିକା ଆଙ୍କିତା ସାହୁ । ନିଜ କଲମର ବଳରେ ସାମ୍ବାଦିକ କ୍ଷେତ୍ର କୁ ସଦଉପଯୋଗ ବ୍ୟବହାର କରି

ସହୀଦ କୁ ଶେଷ ସଲାମ ଦେଲା ଢେଙ୍କାନାଳ ମାଟି

ଗତ ୯ ତାରିଖ ଦିନ ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର କ୍ରାସ ହୋଇ ସିଡିଏସ ମେଜର ବିପିନ ରାୱତଙ୍କ ସହ ତେର ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହ ଥିଲେ ଆମ ଓଡିଶାର ମାଟିର ସୁଯୋଗ୍ୟ ସନ୍ତାନ ରାଣା ପ୍ରତାପ ଦାସ । ଆଜି

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହେଲେ ସିଦ୍ଧାର୍ଥ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ସାଇକୃପା ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇର ଛାତ୍ର ସିଦ୍ଧାର୍ଥ ପ୍ରସାଦ ଦାସ କଠିନ ପରିଶ୍ରମରେ ନିଜ ପ୍ରତିଭାକୁ ଚମକାଇଛନ୍ତି। ୧୮ ବର୍ଷିୟ ସିଦ୍ଧାର୍ଥ ଏକ ସାଧାରଣ ସାଇକେଲକୁ ବିଦ୍ୟୁତିକ ସାଇକେଲରେ ପରିଣତ କରି ଇଣ୍ଡିଆ ବୁକ୍ ଅଫ୍
error: Content is protected !!