News
lipub
samparksetu

ଚନ୍ଦ୍ରଶେଖରପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଁଦିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ବ୍ରାହ୍ମଣୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଚନ୍ଦ୍ରଶେଖର ପୁର ମିନି ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଇଲେଭେନ ଷ୍ଟାର କପିଳାସ ଦେଓଗାଁ କ୍ରିକେଟ ଟିମ ଓ କେଜିଏଫ୍ ଚନ୍ଦ୍ରଶେଖରପୁର ମଧ୍ୟରେ ହୋଇଥିଲା।

ଏଥିରେ ପ୍ରଥମେ ଟସ୍ ଜିତି ଦେଓଗାଁ ୧୨ ଓଭରରେ ୨୦୪ ରନ୍ କରିଥିବା ବେଳେ ଚନ୍ଦ୍ରଶେଖରପୁର ୧୪୫ ରନ୍ କରିଥିଲା ଏବଂ ଏହି ମ୍ୟାଚଟିକୁ ଦେଓଗାଁ ବିଜୟ ଲାଭ କରିଥିଲେ।

new life
You might also like
error: Content is protected !!