News
lipub
samparksetu
Browsing Tag

Impactofdhenkanalupdate

ସାଢେ ଆଠ ପରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପହଁଚିବା ଘଟଣା, ଖବର ପ୍ରସାରଣ ପରେ  ଶିକ୍ଷା ବିଭାଗ ଅଧିକାରୀ ଙ୍କ…

ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ସାଢେ ଆଠ ପରେ ପହଞ୍ଚୁଛନ୍ତି ତେବେ ଏନେଇ ଢେଙ୍କାନାଳ ଅପଡେଟ ରେ କିଛିଦିନ ତଳେ ଖବର ପ୍ରସାରଣ ହୋଇଥିଲା ।ଖବର

ବ୍ଲକ ସ୍ତରୀୟ-ନିଯୁକ୍ତି ପରାମର୍ଶ ମେଳା

ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ କାମାକ୍ଷାନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ତଥା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ

ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଅସହାୟ ପ୍ରତିମା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ମହାଲୁଣ୍ଡା ନୂଆପଡା ଗ୍ରାମର ପ୍ରତିମା ସାହୁ(୫୫) ପ୍ରାୟ ଏକ ସପ୍ତାହ ହେବ ଅସୁସ୍ଥ ହୋଇ ନିଜ କୁଡ଼ିଆରେ ପଡି ରହିଥିଲେ । ତାଙ୍କର ପରିବାର ରେ କେହି ନଥିବାରୁ ଚିକିତ୍ସା ହୋଇ ପାରୁ ନଥିଲା । ତେବେ ଏ ନେଇ ଢେଙ୍କାନାଳ ଅପଡେଟ ଖବର ପ୍ରସାରଣ ହେବା ସହ

ଖବର ପ୍ରସାରଣ ର ପ୍ରଭାବ ବସନ୍ତଙ୍କ ଚିକିତ୍ସା ନିମନ୍ତେ, ନିଷ୍ପତ୍ତି ନେଲେ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ରଙ୍ଗଥଳି ଗ୍ରାମର ବସନ୍ତ ପଧାନଙ୍କ ସମ୍ପର୍କରେ ଗତ ୫ ତାରିଖ ଦିନ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ହୋଇଥିଲା । ତାଙ୍କ ବାପା ୧୫ବର୍ଷ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାବେଳେ ଘରର ସମସ୍ତ ବୋଝ

ଖବର ପ୍ରସାରଣ ର ପ୍ରଭାବ ; ପୁନଃନିର୍ମାଣ ହେଲା ସୁରକ୍ଷା ବାଡ଼

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମର ରେଙ୍ଗାଳି କେନାଲ ଉପରେ ନିର୍ମିତ ପୋଲର ଦୁଇ ପାର୍ଶ୍ଵରେ ଥିବା ୨୫ ବର୍ଷ ପୁରୁଣା ସୁରକ୍ଷା ବାଡ଼ । ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜୀବନ ହାନିର ଆଶଙ୍କା ମଧ୍ଯ ସୃଷ୍ଟି ହୋଇଥିଲା । ନିକଟ ଅତୀତରେ ଦୁର୍ଘଟଣା ଘଟିବା ପରେ ଆମ

ଢେଙ୍କାନାଳ ଅପଡେଟ୍ ର ଖବର ପ୍ରସାରଣ ପ୍ରଭାବ ମୁରଲୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା

ସଦର ବ୍ଲକ କାଇମାଟି ଗ୍ରାମର ମୁରଲୀ ନାଏକ, ବୟସ ୬୬ ବର୍ଷ ହେଲେ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ l କେତେ ଥର ଭତ୍ତା ଫର୍ମ ପୂରଣ କରି ଦେଇଛନ୍ତି ହେଲେ କିଛି ଲାଭ ହୋଇନଥିଲା । ଏ ଭିତରେ ଜଣେ ସରପଞ୍ଚ କାର୍ଯ୍ୟକାଳ ଶେଷ ହୋଇ ଆଉ ଜଣେ ଦାୟିତ୍ଵ ନେଲେଣି । ସମସ୍ତେ କେବଳ ଆଶ୍ୱାସନା

ଖବର ପ୍ରସାରଣ ପରେ ଚେତିଳେ କର୍ତ୍ତୃପକ୍ଷ, ମିଳିଲା କ୍ଷତିପୂରଣ

ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ କଙ୍କିଳ ଗାଁରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଙ୍କ ବଳଦ ମୃତ୍ୟୁ ବରଣ କରିଥିବା ବେଳେ ଚାଷୀ ଅଳ୍ପକେ ବର୍ତ୍ତିଯାଇଥିଲେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇଥିଲା । ପୂର୍ବରୁ ପ୍ରସାରିତ ଖବର ତେବେ ଖବର

ଢେଙ୍କାନାଳ ଅପଡ଼େଟରେ ଖବର ପ୍ରସାରଣ ପରେ ପୁନରୁଦ୍ଧାର ହେଲା ବିପଦ ସଙ୍କୁଳ ଖୁଣ୍ଟି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ଗ୍ରାମ କୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ଦୀର୍ଘ ଦିନ ଧରି ପଡିରହିଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟରେ ଖବର ପ୍ରସାରଣ କରାଯାଇ, ଉପରୋକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ପୂର୍ବରୁ
error: Content is protected !!