News
lipub
samparksetu

ହିନ୍ଦୋଳରେ ଶୋଚନୀୟ ଅବସ୍ଥାରେ ପ୍ରାଣୀ ସହାୟକ କେନ୍ଦ୍ର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅବ୍ୟବସ୍ଥା ସୁଧୁରିବାରେ ନାହିଁ । ମଣିଷଙ୍କ ସମେତ ପଶୁଧନର ସ୍ୱାସ୍ଥ୍ୟ ସେବା ଚିର ଅବହେଳିତ । ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଦୀର୍ଘବର୍ଷ ଧରି ଗାଦି ମାଡିବସି ଏକଚାଟିଆ ରାଜ କରି ସ୍ୱାସ୍ଥ୍ୟ ସେବାରେ ଚରମ ଅବହେଳା କରୁଥିବା ଦେଖିବାକୁ ମିଳିଛି।

ଗାଁକୁ ନାହିଁ ଭଲ ରାସ୍ତା ,ଗ୍ରାମବାସୀ ହନ୍ତସନ୍ତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନ ବେଳେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ ନିର୍ବାଚିତ ପ୍ରତିନିଧିମାନେ ଭୁଲି ଯାଆନ୍ତି ପ୍ରଜା ମାନଙ୍କୁ।

ବେଆଇନ ପଥରଖଣିରେ କାର୍ଯ୍ୟରତ ବୃଦ୍ଧଙ୍କର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ପଥରଖଣି ବେଆଇନ ଭାବରେ ଚାଲୁଥିବାବେଳେ ସେଥିରେ ଅନେକ ମୃତାହତ ଘଟୁଥିବା ସୂଚନା ମିଳୁଥିବାବେଳେ ଖଣିରେ ଦୁର୍ଘଟଣାକୁ ରଫାଦଫା କରି ଚପାଇ ଦିଆଯାଉଛି। ସୂଚନା ଅନୁଯାୟୀ , ମଙ୍ଗଳବାର ସକାଳେ ମୋଟୋଙ୍ଗା ଥାନା ଘୋଡାଡିଆଁ ଗ୍ରାମର ଯୋଗେଶ୍ୱର

ପୁତୁରାକୁ ଏସିଡ୍ ମାଡ଼ କରି ବିଷ ପିଇଲା ବଡବାପା

ପୁତୁରାକୁ ନିଆଁ ଦେଲା ବଡବାପା,ଗୁରୁତର ପୁତୁରା କଟକ ସ୍ଥାନାନ୍ତର । ବୁଦ୍ଧି ଖଟାଇ ପୁଲିସ ଭୟରେ ବିଷ ପିଇଲା ବଡବାପା । ପୁତୁରା ସହିତ ନିଆଁରେ ଛାରଖାର ହୋଇଗଲା ଘର । ଅଭାବନୀୟ ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ । ବହୁ ପୁରୁଣା ଜମି ବିବାଦକୁ ନେଇ

ରାସ୍ତା ପାଲଟିଛି ମରଣ ଯନ୍ତା

ଲୋକମାନଙ୍କର ଯାତାୟତ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ଲାଞ୍ଚଖୋର ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ନିମ୍ନ ମାନର କରି ବିଲ୍ କରି ହଡପ କରୁଛନ୍ତି। କାମ ଆରମ୍ଭରୁ ଶେଷ କରିବା ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି

ଆଇନକ୍ସ ସୋଲାର କମ୍ପାନୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ , ସୃଷ୍ଟି ହେବ ୩୪ଶହ ନିଯୁକ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଢେଙ୍କାନାଳ ଠାରେ ଆଇନକ୍ସ ସୋଲାର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଇନକ୍ସ କ୍ଲିନ୍‌ର ଏକ ସହାୟକ କମ୍ପାନୀ ଓ ଆଇନକ୍ସ ଜିଏଫଏଲର ଏକ ଅଂଶ ଭାବେ ଏହି କମ୍ପାନୀ ୪ ହଜାର କୋଟି ଟଙ୍କା ବ୍ୟୟରେ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିରେ ୩ ହଜାର

ମୃତ୍ୟୁର ପଥେ ପ୍ରକୃତି – ଦାୟୀ କିଏ ?

ପ୍ରତିବର୍ଷ ୫ ଜୁନ୍, ବିଶ୍ୱ ପରିବେଶ ଦିବସରେ ଆମେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ଜଣାଇବାକୁ ଅନେକ କାର୍ଯ୍ୟକ୍ରମ କରିଥାଉ। କେଉଁଠି ରାଲି, କେଉଁଠି ଗଛ ରୋପଣ, କେଉଁଠି ଆଲୋଚନା ସଭା। କିନ୍ତୁ ତାପରେ ? ସବୁ କିଛି ଆଉ ଗୋଟିଏ ସାଧାରଣ ଦିନ ପରି। ଏମିତି କେବେ ଭାବିଛନ୍ତି, ଯେ ପ୍ରତିଦିନ ଆମର

ଜିରାଳ ର ଏକ ଅନୁଷ୍ଠାନରେ ନାମ ନ ଲେଖାଇବାକୁ ବି.ଇ.ଓଙ୍କ ଚିଠି ଭାଇରାଲ

କେନ୍ଦ୍ରୀୟ ଶିକ୍ଷା ମାଧ୍ୟମିକ ବୋର୍ଡ (ସିବିଏସଇ)ର ସହବନ୍ଧିତ ଆଇନ ୨୦୧୮ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ଘରୋଇ ବିଦ୍ୟାଳୟ ଖୋଲିବା ପାଇଁ ଟ୍ରଷ୍ଟରେ ଗୋଟିଏ ପରିବାରର ଏକାଧିକ ସଦସ୍ୟ ରହିପାରିବେ ନାହିଁ । ଏହାବାଦ ନନପ୍ରଫିଟ ଶିକ୍ଷାନୁଷ୍ଠାନ ଭାବରେ ସ୍କୁଲଗୁଡ଼ିକ ପଞ୍ଜୀକରଣ ହେଉଛି ସତ,

ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳରେ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ରଥଯାତ୍ରା ଆସନ୍ତା ମାସ ୨୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସ୍ୱପ୍ନ ପାଲଟିଲା ସ୍ୱାସ୍ଥ୍ୟ ବିଭାଗର ସପ୍ତରଙ୍ଗ ବେଡ଼ସିଟ, ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ…

ସପ୍ତାହକୁ ପଡିବ ସାତ ରଙ୍ଗର ବେଡ଼ସିଟ ଦିନ ଅନୁଯାୟୀ ଆସିବ ନୂଆ ବେଡ଼ସିଟ ଏବଂ ବଦଳିବ ପୁରୁଣା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ମଳ ଯୋଜନା ଅନୁଯାୟୀ କିଛି ଏଭଳି ନିୟମ ଲାଗୁ କରାଯାଇଛି। ହେଲେ ଏହାର ବିପରୀତ ବ୍ୟବସ୍ଥା ଦେଖାଯାଇଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର
error: Content is protected !!