ତୃତୀୟ ଦିନରେ ୧ ହଜାର ୯୨୯ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ
ଢେଙ୍କାନାଳ ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ତୃତୀୟ ଦିନରେ ସର୍ବାଧିକ ୧ ହଜାର ୯୨୯ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସଦର ବ୍ଲକରୁ ୨ଜଣ ଜିଲ୍ଲାପରିଷଦ,୫୩ଜଣ ସମିତି ସଭ୍ୟ,୬୪ଜଣ ସରପଞ୍ଚ ଏବଂ ୧୯୪ ଜଣ ୱାର୍ଡ ମେମ୍ବର ପାଇଁ ଏଭଳି ମୋଟ ୩୧୩ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
!-->!-->…