News
lipub
samparksetu

ଧାନ ବିକିବାକୁ ନାମ ପଞ୍ଜିକରଣ ସତ୍ତ୍ୱେ ତାଲିକାରେ ନାମ ନାହିଁ !

ସଦର ବ୍ଲକ ସ୍ଥିତ ମଧୁସାହୁ ପାଟଣା ଗ୍ରାମର ଶ୍ରନିବାସ ସାହୁ ମଣ୍ଡିରେ ତାଙ୍କ ଧାନ ଦେବାକୁ ନାମ ପଞ୍ଜିକରଣ କରିଥିଲେ l ମାତ୍ର ତାଙ୍କ ନାମ ପଞ୍ଜିକରଣ ତାଲିକାରେ ନାହିଁ l କାରଣ ଶ୍ରୀନିବାସ ସାହୁ ଦେଇଥିବା ଜମି ର ତଦନ୍ତ ଭାର ଚନ୍ଦ୍ରଶେଖର ପ୍ରସାଦ ସମବାୟ ସମିତିର ସମ୍ପାଦକ ସ୍ଥାନୀୟ

ଯୋଗ୍ୟତା ଭିତ୍ତିରେ ଦରମା ସମୀକରଣ ଦାବୀ

ଢେଙ୍କାନାଳ ଜିଲ୍ଲା ଓଡିଶା ଅମଲା ସଙ୍ଘ ଶାଖାର ଏକ ବୈଠକ କୁଞ୍ଜକାନ୍ତ ଠାରେ ଅନୁଷ୍ଠିତହେବା ସହିତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଦରମା ସମୀକରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କନିକଟରେ ଦାବୀ କରାଯାଇଛି । ସଙ୍ଘର ସଭାପତି ଅରୁଣ କୁମାର ବଳିୟାରସିଂହ ଙ୍କ ସଭାପତିତ୍ୱରେ

ମାତିଲେ ବାଇକ୍ ଲୁଟେରା ,ଦିବାଲୋକରେ ଝାମ୍ପିନେଲେ ୨ଲକ୍ଷ ୮୭ ହଜାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ଠାରେ ବାଇକ୍ ଲୁଟେରା ମାନେ ମାରଣାସ୍ତ୍ର ଦେଖାଇ ସ୍ପଟ ଦିବା ଲୋକରେ ୨ଲକ୍ଷ ୮୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିବାରଜଣାପଡିଛି । ଗଁଦିଆ ଥାନା ଦେଓଗାଁ ଠାରେ ଥିବା ସାଇ କିଶାନ ପେଟ୍ରୋଲ ପମ୍ପର ପରିଚାଳକ ଅପରାହ୍ନ ୨ଟା ୪୫ ମିନିଟ

ଆଗ ଧାଡ଼ିର ଯୋଦ୍ଧା ମାନଙ୍କ ପାଇଁ କରୋନା ର ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାମାକ୍ଷାନଗର ସବ -ଡିଭିଜନ ମେଡିକାଲରେ ଆଜି ୪୫ ରୁ ୬୦ବର୍ଷ ବୟସ ଭିତରେ ଆଗ ଧାଡ଼ିର ଯୋଦ୍ଧା ମାନଙ୍କ ପାଇଁ କରୋନା ବୁଷ୍ଟର ଡୋଜ ଟୀକା କରଣ ଆରମ୍ଭ ହୋଇଛି l ସୂଚନା ଅନୁସାରେ କାମାକ୍ଷାନଗର ମୁଖ୍ୟ ଚିକିତ୍ସାଲୟ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର

ରୋଗୀ ମୃତ୍ୟୁକୁ ନେଇ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଶବ ବ୍ୟବଚ୍ଛେଦ ନହେବାରୁ ଢେଙ୍କାନାଳ ହସ୍ପିଟାଲରେ ଉତ୍ତେଜନା । ସୂଚନା ମୁତାବକ ସଦର ଥାନା ତାଳବରକୋଟଗ୍ରାମପଞ୍ଚାୟତ ସିଆରିଆ ଗ୍ରାମର ୭୦ ବର୍ଷିୟ ଦିବାକର ରାଉତ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକ ଆଜି ସକାଳେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ

ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଶ୍ରୀନିବାସ ସାହୁଙ୍କ ଏକ ବ୍ୟାନର ରେ ବିଧାୟକ ଙ୍କ ଫଟୋ ଲାଗିଥିଲା ଯାହିକି ନୂଆପିଙ୍ଗୁଆ ଅଞ୍ଚଳରେ ଟଙ୍ଗା ଯାଇଥିଲା।ଯାହାକୁ ମମତା ମହାଳିକ ଙ୍କ ପୁଅ କାଳିଆ ମ‌ଆଳିକ ଲଗାଇଥିଲେ । ଏହାକୁ ବିରୋଧ କରିଥିଲେ

” ବାପା “

ପ୍ରକୃତିର ଉଦାର ଆତ୍ମା,ଅସୀମ ତାଙ୍କ ଧୈର୍ଯ୍ୟଗୋଟିଏ ପରିବାରର ଆବଶ୍ୟକତାମୋ ବାପା ମୋ ପାଇଁ ସ୍ୱତନ୍ତ୍ର ସତ୍ତା ପ୍ରକୃତିର ଉଦାର ଆତ୍ମା,ଅସୀମ ତାଙ୍କ ଧୈର୍ଯ୍ୟଗୋଟିଏ ପରିବାରର ଆବଶ୍ୟକତାମୋ ବାପା ମୋ ପାଇଁ ସ୍ୱତନ୍ତ୍ର ସତ୍ତା ଝିଅଟିର ଛୋଟ ଦୁନିଆର କେନ୍ଦ୍ରବାପା ଝିଅଟିର ଛୋଟ ଦୁନିଆର

ସତ୍ୟଜିତ ସ୍ମାରକି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ

ଢ଼େଙ୍କାନାଳ ଜିଲ୍ଲା ,ଭୁବନ ବ୍ଲକ ବାଲିବୋ ଗ୍ରାମ ବ୍ଲୁ ବାର୍ଡ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ୩୨ତମ ସତ୍ୟଜିତ ସ୍ମାରକି କ୍ରିକେଟ ଟୁର୍ଣ୍ଣମେଣ୍ଟ ର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି ଫାଇନାଲ ମ୍ୟାଚ ରେ ଭୁବବ କ୍ରିକେଟ ଆସୋସିଏଶନ କୋଣାର୍କ କ୍ରିକେଟ କ୍ଲବ,ସୁକିନ୍ଦା କୁ

ପର୍ଯ୍ୟଟକଙ୍କ ଅନନ୍ୟ ଆକର୍ଷଣ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ;ଜିମ ସହିତ ପିଲାଙ୍କ ପାଇଁ ମନୋରଞ୍ଜନ ସହିତ ରହିବାର ସୁ…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗରଠାରେ ଥିବା ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ ପର୍ଯ୍ୟଟକଙ୍କ ଅନନ୍ୟ ଆକର୍ଷଣ ପାଲଟିଛି । ପ୍ରତିଦିନ ପର୍ଯ୍ୟଟକ ମାନେ ଏହି ଅରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଜିମ ସହିତ ପିଲାମାନଙ୍କ ପାଇଁ ଦୋଳିର ମଜା ଉଠାଉଛନ୍ତି ।

ମିଲରଙ୍କ ମନୋମୁଖୀ କାର୍ଯ୍ୟ ,କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟିବାକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଙ୍କଡାହାଡରେ ମିଲରଙ୍କ ମନୋମୁଖୀ କାର୍ଯ୍ୟଯୋଗୁ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟିବାକୁ ନେଇମିଲର ଏବଂ ଚାଷୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଙ୍କଡାହାଡରୁ ଧାନ
error: Content is protected !!