ଫାଇନାନ୍ସ ସଂସ୍ଥାର କର୍ମଚାରୀ ଆଦାୟ ଟଙ୍କା ନେଇ ଫେରାର
ଗଁଦିଆ ଠାରେ ଥିବା ଏକ ଘରୋଇ ଅର୍ଥ ଲଗାଣ କାରି ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଆଦାୟ ଟଙ୍କା ନେଇ ଫେରାର ଥିଲା ଆଜି ଗଁଦିଆ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି ।
ପୋଲିସ ଠାରୁ ପ୍ରକାଶ କି , ଉକ୍ତ ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତା ଅର୍ଥ ଲଗାଣ!-->!-->!-->…