ସ୍କୁଟିଧକ୍କାରେ ମହିଳା ଗୁରୁତର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ତେଲିଭୂଇଁ କଳିଙ୍ଗା ରାସ୍ତାରେ ଏକ ସ୍କୁଟି ଧକ୍କାରେ ଜଣେ ମହିଳା ଗୁରୁତର ହୋଇ କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଛନ୍ତି।
ମହିଳା ଜଣଙ୍କ ହେଉଛନ୍ତି କଳିଙ୍ଗା ବନ୍ଧାନାଳୀ ଗ୍ରାମର କୁମୁଦିନୀ ପାଳ।ଆଜି ସଂଧ୍ୟାରେ!-->!-->!-->…