News
lipub
samparksetu

ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍ ; ଚାଳକ ମୃତ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଣସିଂହ ପlଟରାଣୀ ମନ୍ଦିର ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ମୃତ ବ୍ୟକ୍ତି ଜଣଙ୍କ ଆତିଣ୍ଡା ଗ୍ରାମ ବୈରାଗୀ ବେହେରା ଙ୍କ ପୁଅ ବଳରାମ ବେହେରl (୩୧) । ସୂଚନା ଅନୁଯାୟୀ ବଳରାମ ଆଜି ନିଜ ଆପାଚି ବାଇକ୍ ଯୋଗେ ବାଟ

ସ୍ବର୍ଗତ ବିକ୍ରମ କେଶରୀ ପାଣିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଢେଂକାନାଳ ସୁରକ୍ଷା ସମିତି ଆବାହକ ପ୍ରିୟବ୍ରତ ଗଡନାୟକଙ୍କ ଆବାହକତ୍ବ ରେ ସ୍ବର୍ଗତ ବିକ୍ରମ କେଶରୀ ପାଣିଙ୍କ ଶ୍ରଦ୍ଧାଞ୍ଜଳି ସଭା ଢେଂକାନାଳ ଜିଲ୍ଲା ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ଯକ୍ରମର ଶିଳ୍ପୀ ଶ୍ରୀ ପରେଶ ପଟ୍ଟନାୟକଙ୍କ ସଭାପତିତ୍ବରେ ସର୍ବଶ୍ରୀ ପୂବତନ ମନ୍ତ୍ରୀ

ଦୄଶ୍ଯ

ଭେଣ୍ତିଆ ପାଉଛି ବାର୍ଦ୍ଧକ୍ଯ ଭତ୍ତାକୁବୟସକୁ କରି ହାତବିଧବା ମନରେ ଆଇଁଷ ଚିନ୍ତାରସବାର ହେଉଛି ଭୂତ ାା ଅଧାଦାମ୍ ରେ ପାନିଆ କିଣାକୁଚନ୍ଦା ହାତୋଉଛି ଲାଗିନୁଖୁରା ମୁଣ୍ତକୁ ତେଲ ବିକା ଶେଷଫେରିଆସେ ଧାଡି ଭାଂଗି ାା ଚାରିଛୁଆ

ବେକରେ ରଶି ଲଗାଇ ଆତ୍ମହତ୍ୟା

କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁ ନୂଆସାହିର ନୃସିଂହ ଚରଣ ସାହୁଙ୍କ ପୁଅ ପ୍ରଶନ କୁମାର ସାହୁ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେ ପେଶାରେ ଜଣେ ଡ୍ରାଇଭର ହୋଇଥିଲା ବେଳେ ଅଧିକାଂଶ ସମୟ କାମ ନକରିବା ଯୋଗୁଁ ପତିପତ୍ନୀ ମଧ୍ୟରେ ଅନେକ

ଗାଁ ଗାଁରେ ଚାଲିଛି ବେଆଇନ ମାଟି ଇଟାଭାଟି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ ଅଞ୍ଚଳ ଗାଁ ଗୁଡ଼ିକରେ ପୁଣି ସଜବାଜ କଲେଣି ବେଆଇନ ମାଟି ଇଟା ମାଲିକ ମାନେ । ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ର କୂଳ ପଠା ଏବେ ମାଟି ଇଟା ମାଫିଆ ଙ୍କ କବଜାରେ । ଖାସ୍ କରି କୁଆଳୋ ରାଜସ୍ବ ନୀରିକ୍ଷକ ଙ୍କ ଅଧୀନରେ ଥିବା ଜଟିଆ

ପ୍ରକାଶହରି ପ୍ରଧାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହାବୀର କ୍ରିକେଟ ଖେଳ ପଡିଆ ଠାରେ ଶନିବାର ଦିନ ପ୍ରଥମ ବାର୍ଷିକ ପ୍ରକାଶହରି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ସମାଜସେବୀ ପଞ୍ଚାନନ ସ୍ୱାଇଁ , ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ସାହୁ ,ପୂର୍ବତନ

ମହିଳା ଗୋଷ୍ଠୀକୁ ଧାନ ବିକ୍ରୀ ନ କରିବାକୁ ଚାଷୀଙ୍କ ସାମ୍ବାଦିକ ସମ୍ମିଳନୀ

ବାତ୍ୟା ଜୱାବ ପ୍ରଭାବରୁ ବଚିଂଯାଇଥିବା ଧାନ ଲଗାଣ ବର୍ଷାରେ ନଷ୍ଟ ହୋଇଛି । ବିକ୍ରୀ କରିବାକୁ ମହିଳା ଗୋଷ୍ଠୀକୁ ସୁଯୋଗ ଦେବାକୁ ବେଆଇନି ଭାବେ ମସୁଧା କରୁଥିବା ବ୍ଲକ ଅଧିକାରୀଙ୍କ ପ୍ରତିବାଦରେ ସୁରପ୍ରତାପପୁରର ଚାଷୀ ଙ୍କ ଦ୍ୱାରା ସାମ୍ବାଦିକ ସମ୍ମିଳନୀ । ସୁରପ୍ରତାପପୁର ସବୁ ବେଳେ ଭିନ୍ନ

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟରେ ଭୁବନ ସାମିଲ

ସର୍ବ ଭାରତୀୟ ସ୍ତରରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟରେ ଭୁବନ ର ସମସ୍ତ ବ୍ୟାଙ୍କ ସାମିଲ । ଭୁବନରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ କାନାରା ବ୍ୟାଙ୍କ ଓଡିଶା ଗ୍ରାମ୍ୟ ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ , ଅନୁଗୁଳ ସମବାୟ ବ୍ୟାଙ୍କ, ସହିତ ଆକ୍ସିସ , ଏହଡିଏଫସି ବ୍ୟାଙ୍କ ମଧ୍ୟ ସାମିଲ

ଆମ୍ ଆଦମୀ ପାର୍ଟି ର ବୈଠକ

ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ସଦର ବ୍ଲକ କର୍ମୀ ମାନଙ୍କର ଏକ ବୈଠକ ଦଳ କାର୍ଯ୍ୟାଳୟ କଚେରୀ ରୋଡ଼ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ପଞ୍ଚାୟତର କର୍ମୀ ମାନଙ୍କ ମଧ୍ୟରୁ ଏକ ବ୍ଲକ କାର୍ଯ୍ୟ କାରିଣୀ ଚୟନ କରାଯାଇ ସେମାନଙ୍କ ମଧ୍ୟରୁ

ଏକୁଲ ସେକୁଲ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ,ଲୋକଙ୍କ ସୁବିଧା ଅସୁବିଧା ବୁଝିଲେ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କନ୍ତୋଲ ପଞ୍ଚ।ୟତ ଦୁର୍ଗମ ଅଞ୍ଚଳରେ ଥିବା ଏକୁଲ,ସେକୁଲ,କୋଟ,ପୁଟିପାଳ ଘଞ୍ଚପାହାଡିଆ ଅଞ୍ଚଳରେ ଜିଲ୍ଲାପାଳ ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । କଙ୍କଡାହାଡ ବ୍ଲକର ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଏହି ଗ୍ରାମ ଗୁଡିକୁ
error: Content is protected !!