ଦଶଚକିଆ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ ,ଡ୍ରାଇଭର ଗରୁତର
ଏକ ଦଶଚକିଆ ଟ୍ରକ ପଛପଟୁ ପିଟିଲା କୋଇଲା ବୋଝେଇ ଟ୍ରକ। କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଏହି ଦୁର୍ଘଟଣା ରେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ୫୩ ନ ଜାତୀୟ ରାଜପଥ ଗୋଡାଛକ ନିକଟରେ ଆଜି ଅପରାହ୍ନ ସମୟରେ ।ତେବେ ଗୁରୁତର ଡ୍ରାଇଭର ବିହାରର ସୈଲେସି ବାବନ (୪୯)!-->…