News
lipub
samparksetu

ଅଧାରେ ରହିଗଲା କାର୍ଯ୍ୟ ରେ ଯୋଗଦାନ , ମଝି ରାସ୍ତାରେ ହାତୀ ନେଇଗଲା ଜୀବନ !

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସୁରଭି ଗ୍ରାମ ନିକଟରେ ଅଘଟଣ, ଆଜି ସକାଳେ ଡ୍ୟୁଟି ଯାଉଥିବା ବେଳେ ହାତୀ ଆକ୍ରମଣ ର ଶିକାର ହେଲେ ସେହି ଗ୍ରାମର ଜଣେ ବାସିନ୍ଦା । ସୂଚନା ଅନୁଯାୟୀ ଓଡ଼ାପଡା ବ୍ଲକ ସୁରଭି ଗ୍ରାମର ମଧୁସୂଦନ ସ୍ୱାଇଁ ଆଜି ବଡି ସକାଳୁ ଡ୍ୟୁଟି ଯାଇଥିଲେ ।

ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପରିହାସ କରୁଛି ସ୍ବାସ୍ଥ୍ୟ ସେବା ଯୋଜନା!

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡଶୁଆଁଳ ଗାଁ ର ଅଜିତ ପଣ୍ଡା ଗତ ୬/୧୦/୨୦୨୧ ଦିନ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସ୍ଥାନୀୟ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କାମାକ୍ଷାନଗରରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ ମେଡ଼ିକାଲକୁ

ରୋଟ୍ରାକ୍ଟ କ୍ଲବ ଢେଙ୍କାନାଳ ତରଫରୁ ପୁସ୍ତକ ଦାନ ଓ ବୃକ୍ଷରୋପଣ

ଢେଙ୍କାନାଳ ରୋଟ୍ରାକ୍ଟ କ୍ଲବ ତରଫରୁ ବହିଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନମାଳୀପ୍ରସାଦ ଠାରେ ଆରମ୍ଭ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ରୋଟ୍ରାକ୍ଟ ରିପ୍ରେଜେଣ୍ଟଟିଭ ଇଂଟରିଂ ପ୍ରଯୁକ୍ତା ଦେବରାୟ, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ

ବୁଢା ବାପା-ମା ଙ୍କ ଉପରେ ବୋଝ ସାଝିଛନ୍ତି ଦୀପକ !

ଗୋଟିଏ ବୋଲି ସନ୍ତାନ, ବୁଢାକାଳକୁ ସାହାରା ହେବ କ'ଣ! ନିୟତି କିଛି ଅଲଗା କରି ଗଢିଛି ଦୀପକଙ୍କୁ। ଜନ୍ମରୁ ଦିବ୍ଯାଙ୍ଗ ଦୀପକ କଥା କହିବାକୁ ଓ ଶୁଣିବାକୁ ଅକ୍ଷମ। ସ୍କୁଲ ହତା ବି ମାଡ଼ି ନାହାଁନ୍ତି। ପରଜଙ୍ଗ ବ୍ଲକ ପଥରଖମ୍ବ ପଞ୍ଚାୟତ କାମର୍ଦା ଗାଁ ର ଅନନ୍ତ ସାହୁଙ୍କ ପୁଅ ଦୀପକ ସାହୁ, ବୟସ

ଇ-ଶ୍ରମ କାର୍ଡ ଓ ହେଲଥ୍ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଠକିବା

ଢେ଼ଙ୍କାନାଳ ଇ-ଶ୍ରମ କାର୍ଡ ଓ ହେଲଥ୍ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି କିଛି ଅସାଧୁ ବ୍ୟକ୍ତି। କରୋନା ଭଳି ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଇ-ଶ୍ରମ କାର୍ଡ ଆଳରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି l ଯାହାକି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା

ଆବାସ ଯୋଜନା ରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଅନିୟମିତତା କରାଯାଉଥିବା ଖବର ପ୍ରତିଦିନ ପ୍ରକାଶ ପାଉଛି। ଗରିବ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଯୋଜନାରେ ବାସଗୃହ ପ୍ରଦାନ କରାଯାଉଛି ବୋଲି ପ୍ରଚାର ଚାଲୁଛି। ୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କାର୍ଯ୍ୟକାରୀ

ବିଦ୍ୟୁତ ସମସ୍ୟାକୁ ନେଇ ଧାରଣା ଦେଲେ ଗ୍ରାମବାସୀ

ଗ୍ରାମରେ ବିଦ୍ୟୁତ ସମସ୍ୟା କୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତ ନୁଆଁଗାଁର ଗ୍ରାମବାସୀ। ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି ନଶୁଣିବାରୁ ବାଧ୍ୟ ହୋଇ ଗ୍ରାମର ପୁରୁଷ ଓ ମହିଳା

କୁନିପୁଅ ସୌମ୍ୟର ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ବାଇକ ଡିକି ଭାଙ୍ଗି ୮ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ ;ସିସିଟିଭି ରେ କଏଦ ହେଲା ଲୁଟ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ନାଟିମା ବଜାରରୁ ବାଇକ ଡିକି ଭାଙ୍ଗି ୮୦୦୦ ଟଙ୍କା ଲୁଟିଲେ ଦୁର୍ବୃତ୍ତ। ସିସିଟିଭି ରେ କଏଦ ହେଲା ଲୁଟ । ସୂଚନା ଅନୁଯାୟୀ , ଚିରୁଳେଇ ଗ୍ରାମର ରାହାସ ବିହାରୀ ବେହେରା ଓ ତାଙ୍କ ଧର୍ମପତ୍ନୀ ସୁନିତା ବେହେରା ଆକାଉଣ୍ଟକୁ ଆସିଥିବା ଫାଇନାସ ଟଙ୍କା ଆଜି
error: Content is protected !!