News
lipub
samparksetu

ଭଡ଼ା ଘରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅଧିନରେ ରହିଥିବା ନାଟିମା ବଜାରର ପ୍ରଦ୍ୟୁମ୍ନ ସାହୁଙ୍କ ଭଡ଼ା ଘରୁ ଏକ ଶବ ଉଦ୍ଧାର ହୋଇଛି । ଶବକୁ ଦେଖି ଯୋରନ୍ଦା ଫାଣ୍ଡି ଅଧିକାରୀ ପଙ୍କଜ ମାଝି ଙ୍କୁ ସ୍ଥାନୀୟ ଲୋକେ ଜଣାଇ ଥିଲେ। ଖବର ପାଇ ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ୍ ଘଟଣାସ୍ଥଳରେ

ଇସଲାମ ଧର୍ମର ବାସ୍ତବିକ ଶିକ୍ଷା ସମ୍ବନ୍ଧରେ ଜାଣିବାପାଇଁ ଟୋଲ ଫ୍ରି ନମ୍ବର

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟର "ନୁରୁଲ୍ ଇସଲାମ" ବିଭାଗ ତରଫରୁ ଗୋଟିଏ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଯଦ୍ୱାରା ଇସଲାମ ଅହମଦିୟତ୍ ସମ୍ପର୍କରେ ଯେକୌଣସି ସୂଚନା ପାଇଁ ଯୋଗାଯୋଗ କରିପାରିବେ। ନମ୍ବରଟି ହେଲା : ୧୮୦୦-୧୦୩-୨୧୩୧ । ଅହମଦିୟା

ହିଂସା ଓ ଅପହରଣ ରୋକିବା ପାଇଁ ଆପ୍ ର ଦାବିପତ୍ର

ଢେଙ୍କାନାଳରେ ହିଂସା ଓ ଅପହରଣ ଗତ କିଛି ଦିନ ହେଲା ବଢ଼ିବା ସହିତ ଧଳା ଜହର କାରବାର ମଧ୍ୟ ବଢ଼ି ଚାଲିଛି l ନିଶା କାରବାର ଯୋଗୁଁ ଯୁବ ପିଢ଼ି ବିପଥଗାମୀ ହେବା ସହ ବିଭିନ୍ନ ପ୍ରକାର ହିଂସାରେ ସେମାନେ ଲିପ୍ତ ରହୁଛନ୍ତି l ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସ୍ୱଳ୍ପ ପୁଲିସ ବଳ ବିଫଳ l

ବୁଢ଼ୀବିଲି ପଞ୍ଚାୟତରେ ପଞ୍ଚାୟତ ଭବନ ଓ ଗ୍ରାମ୍ୟ ଉଦ୍ୟାନ ଉଦଘାଟନ

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବୁଢ଼ୀବିଲି ପଞ୍ଚାୟତରେ ଆଜି ପଞ୍ଚାୟତ ଭବନ ଓ ଗ୍ରାମ୍ୟ ଉଦ୍ୟାନ ଉଦ୍ଘାଟନର ଉଦଘାଟନ ହୋଇଯାଇଛି। ବୁଢ଼ୀବିଲି ସରପଞ୍ଚ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଆଜି ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ଭବନକୁ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ

ଖଡଗପ୍ରସାଦ କଲେଜରେ କୋଭିଡ୍ ହସପିଟାଲ ବନ୍ଦ ନିଷ୍ପତ୍ତି

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଖଡଗପ୍ରସାଦ ଠାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା କୋଭିଡ ହସ୍ପିଟାଲକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଵୈଠକରେ କୋଭିଡ ହସ୍ପିଟାଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଷଣ୍ଢ ସହ ଧକ୍କା ହେଲା ବାଇକ , ୨ ଗୁରୁତର ଜଣେ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ-ମହୁଲପାଳ ପୂର୍ତ୍ତ ବିଭାଗ ରାସ୍ତାର ସୁନିଆଁମାରୁ ଗାଁ ନିକଟରେ ଷଣ୍ଢ ସହିତ ବାଇକ ଧକ୍କାରେ ୨ ଗୁରୁତର ଜଣେ ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ କାମାକ୍ଷାନଗର ଥାନା ପଲ୍ଲୀକାଟେଣୀ ଗାଁର ସଞ୍ଜୟ ପ୍ରଧାନ ଓ ପ୍ରଦୀପ ପ୍ରଧାନ । ଆହତ ଜଣଙ୍କ

ମସଜିଦ୍ ତୋହିଦ୍ ଗୁଣ୍ଡିଚାପଡ଼ା ଠାରେ ଧର୍ମ ଚର୍ଚ୍ଚ।

ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ଅହମଦିୟା ମୁସଲିମ ମସଜିଦ ତୋହିଦ୍ ଠାରେ ମଜଲିସ୍ ଖୁଦ୍ଦାମୁଲ୍ ଅହମଦିୟା (ଅହମଦିୟା ଯୁବ ସଂଗଠନ) ପକ୍ଷରୁ ଧର୍ମଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଯୁବ ସଂଗଠନର ସଭାପତି ଇଦରିସ୍ ଖାଁ ଏହି ଧର୍ମ

ଘାଗରମୁଣ୍ଡା ପଂଚାୟତ ଅସନବାହାଳି ଗ୍ରାମର ମଲାରସରୁଆ ସାହି ଅଙ୍ଗନବାଡ଼ି ଚୟନ ବିଜ୍ଞାପନ ବାତିଲ କରିବାକୁ ଗ୍ରାମବାସୀ…

ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଘାଗରମୁଣ୍ଡା ପଂଚାୟତ ଅସନବାହାଳି ଗ୍ରାମର ମଲାରସରୁଆ ସାହି ପାଇଁ ସରକାରଙ୍କ ତରଫରୁ ଅଙ୍ଗନବାଡ଼ି କର୍ମୀ ପାଇଁ ବିଜ୍ଞାପନ ବାହାରିବା ବଦଳରେ କଙ୍କଡାହାଡ଼ ସିଡିପିଓଙ୍କ ଦ୍ୱାରା ଏକ ବିଜ୍ଞାପନ ପ୍ରକାଶ କରାଯାଇଥିଲା ଯେଉଁଥିରେ ଲେଖା ଥିଲା ବିରିବୋଲେଇ

ଆହ୍ୱାନ

ବୟସର ଅପରାନହେ କରେ ମୁଁ ଯେ ଆରୋହଣ !!ପଶ୍ଚିମ ଆକାଶେ ଶୁଭେ କିଟିମିଟି ଅନ୍ଧାରର ଆହ୍ୱାନ !ଫେରିଆସ

ପୁଲିସ୍ ହାବିଲଦାରଙ୍କୁ ଅଶାଳୀନ ବ୍ୟବହାର କରି ଚର୍ଚ୍ଚାରେ ଡାକ୍ତର ବାବୁ ; ଭିଡିଓ ଭାଇରାଲ

ଡ୍ୟୁଟିରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବେଳେ ପୁଲିସ୍ ହାବିଲଦାରଙ୍କୁ ଡାକ୍ତର ଅଶାଳୀନ ବ୍ୟବହାର କରିବା ସହିତ ଅଭଦ୍ର ଭାଷା ରେ ଗାଳି ଗୁଳଜ କରୁଛନ୍ତି ଓ ଆକ୍ରମଣ କରିବାକୁ ଉଠୁଛନ୍ତି। ଆଉ ସେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ। ଡାକ୍ତର ବାବୁ ଜଣଙ୍କୁ ଯେତେ
error: Content is protected !!