News
lipub
samparksetu

ଡକାୟତି କରିବା ଯୋଜନା କୁ ପଣ୍ଡ କଲା ପୁଲିସ,୧୩ ଗିରଫ

ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ରୋଡ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ବ୍ରାହ୍ମଣୀ ନଦୀ ପଠାରେ ଏକ ଗ୍ୟାଙ୍ଗ ୱାର ବଡ ଧରଣର ଡ଼କାୟତି ନିମନ୍ତେ ରଚନା ରଚୁଥିବା ବେଳେ ପରଜଙ୍ଗ ଓ କାମାକ୍ଷାନଗର ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ୧୩ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଏବଂ ଅଫୁଟା ବୋମା ଜବତ

ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର

ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା, କିନ୍ତୁ ତା’ ପୂର୍ବରୁ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଶିକ୍ଷୟିତ୍ରୀ ଜଣଙ୍କ ହେଲେ ତୁମୁସିଂହା ଥାନା ଅନ୍ତର୍ଗତ ଶ୍ରୀମୂଳା ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଥମିବାର ନାମ ନେଉନାହିଁ। ଦୈନନ୍ଦିନ ହାତୀ ଆକ୍ରମଣ ମଣିଷ ମରିବାରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାରା ଓଡିଶାରେ କୁଖ୍ୟାତି ଅର୍ଜନ କରିଥିବାବେଳେ ଏଠାରେ ବନବିଭାଗ ସମ୍ପୂର୍ଣ୍ଣ ମାରିଛି ଫେଲ। ଖବରରୁ ପ୍ରକାଶ ,ଆଜି ସକାଳେ

ଅସୁରକ୍ଷିତ ଅଳସୁଆ ହାଟ ମୁଖ୍ୟ ପ୍ରବେଶ ପଥ, ସଫା ହେଉନି ପଦଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତା

ଅଳସୁଆ ହାଟ ଢେଙ୍କାନାଳ ସହରର ଏକ ମୁଖ୍ୟ ବ୍ୟବସାୟ କେନ୍ଦ୍ର l ପୌରାଞ୍ଚଳର ଜନ ବସତି ସହିତ ସହରର ଚତୁର୍ପାଶ୍ୱରୁ ଚାଷୀ ଓ ବ୍ୟବସାୟୀ ମାନେ ନିଜ ନିଜର ଫସଲ ଏବଂ ଅନ୍ୟ ଜିନିଷପତ୍ର କିଣା ବିକା କରିଥାନ୍ତି l ଗତ ଦୁଇ ବର୍ଷ ହେଲା ପୌର ପ୍ରଶାସନ ପକ୍ଷରୁ ଲୋକମାନଙ୍କ ପାଇଁ ସ୍ଥାୟୀ ପିଣ୍ଡି ଏବଂ

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଥମିବାର ନାଁ ଧରୁନାହିଁ ବିବାଦ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମ ଭାଲିଆ ତଇଲା ଦଳିତ ବସ୍ତି ଏବଂ ଖଣ୍ଡୁଆଳମୁଣ୍ଡା ଗ୍ରାମର ସବର୍ଣ୍ଣ ଯୁବକ ଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ ଫଳ ରେ ଭିତରେ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ସୂଚନା ଯୋଗ୍ୟ ଖଣ୍ଡୁଆଳମୁଣ୍ଡା ସବର୍ଣ୍ଣ ସାହିରେ ବୁଧବାର ମାଘ ପୂର୍ଣ୍ଣମା ଯାତ୍ରା

ବିବାହ ଶୋଭାଯାତ୍ରା ରେ ଗଣ୍ଡଗୋଳ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ବୁହାଳୀ ପାଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିବାହ ଭୋଜି ରେ ବର ଯାତ୍ରୀ ଙ୍କ ଗଣ୍ଡଗୋଳ ଓ ମାଡ଼ ରେ ପନ୍ଦର ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆହତ ହୋଇ ଥିବାର ଜଣା ଯାଇଛି। ଖବର ରୁ ଜଣାଯାଏ ଯେ , ଆଜି ଏକ ବରଯାତ୍ରୀ ଦଳ ଢେ଼ଙ୍କାନାଳ ଜିଲ୍ଲା

ଡିସିସି ୱାରିଅର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଢେଙ୍କାନାଳ ସଚେତନ ନାଗରିକ ( ଡିସିସି) ୱାରିଅର କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ବିଜୁ ଆଦର୍ଶ କଲୋନୀ, କୋରିଆଁ ଠାରେ ଉଦଘାଟିତ ହୋଇଯାଇଛି l ଢେଙ୍କାନାଳ ସଚେତନ ନାଗରିକ ଫୋରମର ସଭାପତି ପୂର୍ବତନ ନଗରପାଳ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଫୋରମର

ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ

କାମାକ୍ଷାନଗର ଥାନା ନୂଆଆଳତୁମା ଯୋଗୀସାହି ରେ ଘରଭଡା ନେଇ ରହୁଥିବା ଜଣେ ବିବାହିତ ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ l ମୃତ ଯୁବକ ଜଣକ ଭୁବନ ଥାନା ବାଲିବୋ ଗ୍ରାମର ଜିତୁ ସ୍ୱାଇଁ l ଯୁବକ ଜଣକୁ ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଲେ ଯୁବକ ଙ୍କ ପରିବାର ଲୋକ l ନିଜ ବୋହୂ, ପୁଅ ର ଶାଶୁ,

ନିଶାନିବାରଣ ପାଇଁ ମହିଳା ମାନେ ଅଣ୍ଟା ଭିଡ଼ିଲେ

ଗଁଦିଆ ବ୍ଲକ ରାଇତାଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା-ରାଏପୁରା ଗ୍ରାମରେ ସମ୍ପୂର୍ଣ୍ଣ ନିଶା ବନ୍ଦ କରିବାପାଇଁ ଗ୍ରାମର ମହିଳା ମାନେ ଅଣ୍ଟା ଭିଡ଼ିଲେ l ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟାରେ ଗ୍ରାମ ସଭାପତି ଶ୍ରୀ ଚୈତନ୍ୟ ମହାନ୍ତି ଓ ୱାର୍ଡ ସଭ୍ୟା ବ୍ରାହ୍ମଣୀ ପଧାନଙ୍କ ମିଳିତ

ଯୋରନ୍ଦା ମେଳା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ପୂର୍ବାହ୍ନରେ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହଠାରେ ଜିଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱିତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି
error: Content is protected !!