ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଥମିବାର ନାମ ନେଉନାହିଁ। ଦୈନନ୍ଦିନ ହାତୀ ଆକ୍ରମଣ ମଣିଷ ମରିବାରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାରା ଓଡିଶାରେ କୁଖ୍ୟାତି ଅର୍ଜନ କରିଥିବାବେଳେ ଏଠାରେ ବନବିଭାଗ ସମ୍ପୂର୍ଣ୍ଣ ମାରିଛି ଫେଲ। ଖବରରୁ ପ୍ରକାଶ ,ଆଜି ସକାଳେ!-->…