News
lipub
samparksetu

କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା’ ସୁକିଆ ବାଉତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୁଆଁ ଗ୍ରାମରେ ସୁନ୍ଦର ପରିବେଶରେ କେଉଁ କାଳରୁ ପୂଜା ପାଉଛନ୍ତି କୁନୁଆଁ ପୀଠାଧିଶ୍ୱରୀ ଶ୍ରୀ ଶ୍ରୀ ମା' ସୁକିଆ ବାଉତି । ଲୋକଙ୍କ କହିବା ଅନୁଯାୟୀ ମା' ଙ୍କର ଅନେକ ମହିମା ରହିଛି ମା' ଙ୍କ ପୀଠରୁ କେହି କେବେ ଖାଲି ହାତରେ ଫେରେନାହିଁ ।

ଖବର ପ୍ରସାରଣ ପରେ ଚେତିଲେ ପୌରପାଳିକା ଅଧିକାରୀ

ତା୨୩-୨-୨୦୧୯ ରିଖ ଦିନ ଢେଙ୍କାନାଳ ସହରର ବନମାଳୀ ପ୍ରସାଦରେ ପୌରପାଳିକାର ରାସ୍ତା ପ୍ରକଳ୍ପ ଉଦଘାଟନ କରି ସୋଇଥିବା ବେଳେ ୧୧ନଭେମ୍ବର ରେ ଆମେ ଖବର ପ୍ରସାରଣ କରିଥିଲୁ ତେବେ ପୌରପାଳିକା ତତ୍ପର ଦେଖାଇ ଡ୍ରେନ କାମ ସମ୍ପୂର୍ଣ୍ଣ କରିବା ସହ ରାସ୍ତା କାମ ଆରମ୍ଭ କରିଛି । ଏ ନେଇ ସ୍ଥାନିୟ

ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବା ଦଣ୍ଡାଧର ଜଳ ଭଣ୍ଡାର

ପ୍ରକୃତିର ରାଣୀ ଢେଙ୍କାନାଳ । ନିଜର ସୁନ୍ଦରତା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ପ୍ରକୃତି ରାଣୀ କୋଳରେ ରହିଛି ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥଳ । ସେଥିମଧ୍ୟରୁ ଦଣ୍ଡାଧର ଡ୍ୟାମ୍ ଅନ୍ୟତମ । ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭା ବହନ କରୁଥିବା ଦଣ୍ଡାଧର ଜଳ ଭଣ୍ଡାର ପ୍ରକୃତି ପ୍ରେମୀ

ଆସ ବୁଲିଯିବା ହିନ୍ଦୋଳରୋଡ଼ ଜଗନ୍ନାଥ ମନ୍ଦିର

ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ୍ ଅନ୍ତର୍ଗତ ହିନ୍ଦୋଳ ରୋଡ଼ରେ ଅବସ୍ଥିତ ପ୍ରଭୁ ଜଗନ୍ନାଥ ଙ୍କ ଅତି ମାନଲୋଭ ସୁନ୍ଦର ମନ୍ଦିର ଯେଉଁ ଠାରେ ପୂଜା ପାଇଥାନ୍ତି ତିନି ଠାକୁର । ଏଠାରେ ମଧ୍ୟ ପ୍ରତିବର୍ଷ ପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ୩ଟି ରଥରେ ୩ଠାକୁର ଯାନ୍ତି ମଉସୀ
error: Content is protected !!