News
lipub
samparksetu

ଭୁଶୁଡିଲା ସଦ୍ୟ ରଙ୍ଗମରା ପ୍ରାଣୀ ଚିକିତ୍ସା କେନ୍ଦ୍ରର ପ୍ରାଚୀର

ଅବ୍ୟବସ୍ଥା ଭିତରେ ଗତିକରୁଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମୁଖ୍ୟ ପ୍ରାଣୀଧନ ଚିକିତ୍ସାକେନ୍ଦ୍ର। ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ-ଅନୁଗୋଳ ମୁଖ୍ୟ ରାସ୍ତାପାର୍ଶ୍ଵ ଅମଲାପଡା ଠାରେ ଉପଜିଲ୍ଲାପାଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ପ୍ରାଣିଧନ ଚିକିତ୍ସା

ନିର୍ମାଣର କିଛିଦିନ ମଧ୍ୟରେ ଧସିଗଲା ରାସ୍ତା !

ଭୁବନ ବ୍ଲକ ବାରୁଆଁ ପଞ୍ଚାୟତ ର ମଙ୍ଗଳା ମନ୍ଦିର ରାସ୍ତା ରୁ ସେନେନ୍ଦା ଦେଇ ଧଳପଡ଼ା ଗ୍ରାମ କୁ ନିର୍ମାଣ ହେଉଥିବା ରାସ୍ତା ୨୦୨୪ ମସିହା ଫେବୃଆରୀ ମାସରୁ ଆରମ୍ଭ ହୋଇଥିଲା । ମାତ୍ର ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଠିକାଦାର ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଛନ୍ତି

ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ନୃସିଂହ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅସରଡା ପଂଚାୟତ ବାର୍ସିଙ୍ଗା ଗ୍ରାମର ନୃସିଂହ ସାହୁଙ୍କୁ ବୟସ ଆସି ୯୧ ହେଲାଣି ହେଲେ ଅଧିକାରିଙ୍କ ଭୁଲପାଇଁ ସରକାରଙ୍କ ବର୍ଦ୍ଧିତ ଭତ୍ତାରୁ ସେ ବଞ୍ଚିତ ହୋଇଛନ୍ତି ଏବଂ ବର୍ଦ୍ଧିତ ଭତ୍ତା ପାଇଁ ବହୁବାର ଆବେଦନ କରି ଆସିଥିଲେ ହେଁ ଆଜି ଯାଏଁ ପଞ୍ଚାୟତ

ମେଗାଜଳ ପ୍ରକଳ୍ପରେ ଅନିୟମିତତା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଓଡାପଡା ବ୍ଲକ ପାଇଁ ତତ୍କାଳୀନ ରାଜ୍ୟ ସରକାର ୨୦୨୨ମସିହାରେ ବ୍ରାହ୍ମଣିନଦୀରୁ ଛ'ଶହ କୋଟିଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ସେହିଦିନଠାରୁ କାର୍ଯ୍ୟମଧ୍ୟ ଚାଲୁରହିଛି।ବ୍ରlହ୍ମଣି ନଦୀର ମେନ ଷ୍ଟ୍ରଶ୍ଚରରୁ ଭାୟା ଗୌଡ଼କାଟେଣୀ ଦେଇ

ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିଲେ ହୋଟେଲ, ମିଳିଲା ୩ମାସ ଅବଧି ଶେଷ ହୋଇଥିବା ସସ୍

ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିଲେ ହୋଟେଲ ପରସୁଥିଲେ ୩ମାସ ଅବଧି ଶେଷ ହୋଇଥିବା ମୃଦୁ ପାନୀୟ ଜଳ । ୨ମାସ ଅବଧି ଶେଷ ହୋଇଥିବା ସସ୍ ରେ ତିଆରି କରୁଥିଲେ ସୁସ୍ୱାଦୁ ବ୍ୟଞ୍ଜନ । ହେଲେ ହଠାତ ମାଡ଼ି ବସିଥିଲେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ । ଢେଙ୍କାନାଳ ଜିଲ୍ଲାର ପରିସୀମାକୁ

ହିନ୍ଦୋଳରେ ଶୋଚନୀୟ ଅବସ୍ଥାରେ ପ୍ରାଣୀ ସହାୟକ କେନ୍ଦ୍ର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅବ୍ୟବସ୍ଥା ସୁଧୁରିବାରେ ନାହିଁ । ମଣିଷଙ୍କ ସମେତ ପଶୁଧନର ସ୍ୱାସ୍ଥ୍ୟ ସେବା ଚିର ଅବହେଳିତ । ନିର୍ଦ୍ଦିଷ୍ଟ କିଛି କର୍ମଚାରୀ ଦୀର୍ଘବର୍ଷ ଧରି ଗାଦି ମାଡିବସି ଏକଚାଟିଆ ରାଜ କରି ସ୍ୱାସ୍ଥ୍ୟ ସେବାରେ ଚରମ ଅବହେଳା କରୁଥିବା ଦେଖିବାକୁ ମିଳିଛି।

ଗାଁକୁ ନାହିଁ ଭଲ ରାସ୍ତା ,ଗ୍ରାମବାସୀ ହନ୍ତସନ୍ତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନ ବେଳେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ ନିର୍ବାଚିତ ପ୍ରତିନିଧିମାନେ ଭୁଲି ଯାଆନ୍ତି ପ୍ରଜା ମାନଙ୍କୁ।

ବେଆଇନ ପଥରଖଣିରେ କାର୍ଯ୍ୟରତ ବୃଦ୍ଧଙ୍କର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ପଥରଖଣି ବେଆଇନ ଭାବରେ ଚାଲୁଥିବାବେଳେ ସେଥିରେ ଅନେକ ମୃତାହତ ଘଟୁଥିବା ସୂଚନା ମିଳୁଥିବାବେଳେ ଖଣିରେ ଦୁର୍ଘଟଣାକୁ ରଫାଦଫା କରି ଚପାଇ ଦିଆଯାଉଛି। ସୂଚନା ଅନୁଯାୟୀ , ମଙ୍ଗଳବାର ସକାଳେ ମୋଟୋଙ୍ଗା ଥାନା ଘୋଡାଡିଆଁ ଗ୍ରାମର ଯୋଗେଶ୍ୱର

ପୁତୁରାକୁ ଏସିଡ୍ ମାଡ଼ କରି ବିଷ ପିଇଲା ବଡବାପା

ପୁତୁରାକୁ ନିଆଁ ଦେଲା ବଡବାପା,ଗୁରୁତର ପୁତୁରା କଟକ ସ୍ଥାନାନ୍ତର । ବୁଦ୍ଧି ଖଟାଇ ପୁଲିସ ଭୟରେ ବିଷ ପିଇଲା ବଡବାପା । ପୁତୁରା ସହିତ ନିଆଁରେ ଛାରଖାର ହୋଇଗଲା ଘର । ଅଭାବନୀୟ ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ । ବହୁ ପୁରୁଣା ଜମି ବିବାଦକୁ ନେଇ

ରାସ୍ତା ପାଲଟିଛି ମରଣ ଯନ୍ତା

ଲୋକମାନଙ୍କର ଯାତାୟତ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ଲାଞ୍ଚଖୋର ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ନିମ୍ନ ମାନର କରି ବିଲ୍ କରି ହଡପ କରୁଛନ୍ତି। କାମ ଆରମ୍ଭରୁ ଶେଷ କରିବା ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି
error: Content is protected !!