ଠିକଣା ହଜିଛି
କିଛି ଗୋଟେ କାଗଜ ନଥିପତ୍ର ଖୋଜା ଚାଲୁଥାଏ ।ଏତିକିବେଳେ ପ୍ରଧାନ ଶିକ୍ଷୟିତ୍ରୀ କହିଲେ ଆପଣ କିଛି ବ୍ୟସ୍ତ ହବାର ନାହିଁ ସେ ସବୁ ପ୍ରସ୍ତୁତ ।ଖାଲି ତାକୁନେଇ ଆଫିସ ରେ ଦେଇ ଆସିବାକୁ ହେବ । ହଁ ଟିକେ ଶୀଘ୍ର ଦେଇ ଆସିବାକୁ ହେବ ।ତୁରନ୍ତ ଦାସ ବାବୁ ଗାଡି ନେଇ ବାହାରି ପଡିଲେ!-->…
ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଗ୍ରାମୀଣ ପାର୍କ , ଜନ ଅସନ୍ତୋଷ
ହିନ୍ଦୋଳ ଉପଖଣ୍ଡ ଦୁଦୁରକୋଟ ଗ୍ରାମପଞ୍ଚାୟତ ରେ ଆର୍ଥିକ ବର୍ଷ ୨୦୨୧-୨୨ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ୫ଲକ୍ଷ୍ୟ ଟଙ୍କା ଅଟକଳ ମୂଲ୍ୟରେ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଦୁଦୁରକୋଟ ଡାକ୍ତରଖାନା ସାମ୍ନା ଲରେ ଥିବା ପଡିଆରେ ସୂଚନା ଫଳକ ଲାଗିଛି ।
!-->!-->!-->…
ଘରୋଇ କଳହରୁ ଆତ୍ମହତ୍ୟା
ସ୍ବାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କଲେ। ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା ଘଟିଛି ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଥାନା ବଡମୁକ୍ତାପଶି ଗ୍ରାମରେ।
ସୁଚନା ମୁତାବକ, ଗତକାଲି ଗୁରୁତର ଗ୍ରାମର!-->!-->!-->…
ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ
କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଜିରାଳ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ସପ୍ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏକାଦଶୀ ପତି ଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ପୂର୍ତ୍ତ ବିଭାଗ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ!-->…
ସାପୁଆ ଡ୍ୟାମ ର ହେବ ନବକଳେବର !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ର ସାପୁଆ ଡ୍ୟାମ ର ହେବ ନବକଳେବର l ଏହାର ରୂପରେଖ ବଦଳାଇବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି l ରାଜ୍ୟ ସରକାର ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା ଜଣାପଡିଛି l
ସାପୁଆ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ମିଳିବା ପରଠାରୁ ଏହାର ଉର୍ନ୍ନତି କରଣ!-->!-->!-->…
ମକର ସଂକ୍ରାନ୍ତି
ମାଘ ମାସ କୃଷ୍ଣପକ୍ଷ ସଙ୍କରାନ୍ତି ତିଥିମକର ସଂକ୍ରାନ୍ତି ନାମେ ପାଇଛି ପ୍ରସିଦ୍ଧିସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯେ ଆରମ୍ଭଧିରେ ଧିରେ କମିଯାଏ ଶୀତର ପ୍ରଭାବ ।
ଧନୁ ରାଶି ଘରୁ ରବି ମକରକୁ ଯିବେଦିନକୁ ଦିନ ଉତ୍ତାପ ବଢେଇ ଚାଲିବେଶସ୍ୟ ଅମଳେ ଏ ଘଡି ଆଣେ ସୁଖ ଶିରୀଆଧ୍ୟାତ୍ମିକ ଚେତନାରେ ହୃଦ!-->!-->!-->…
କମଳାଙ୍ଗ ରେ ମାଘ ସପ୍ତମୀ ମେଳା ଆରମ୍ଭ
ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗ୍ରାମରେ ପ୍ରସିଦ୍ଧ ମାଘ ସପ୍ତମୀ ମେଳା ଆରମ୍ବ ହୋଇଛି। ପ୍ରଥମେ ଗ୍ରାମ ଦେବୀ ମା' ଦୂର୍ଗା ଙ୍କ ଘରେ ପୂଜା ଅର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବାବାଙ୍କ ଆଲମ ଗ୍ରାମ ପରିକ୍ରମା କରି ପ୍ରଭୁ କମଳେଶ୍ୱର ର ମନ୍ଦିର ରେ ପହଞ୍ଚି ଥିଲା।
ଆଲାମ ଯାତ୍ରା ରେ!-->!-->!-->…
ପାନୀୟ ଜଳ ପ୍ରକଳ୍ପ ଅଚଳ ,ଅଥଚ ଦିଆଚାଲିଛି ବିଜୁଳି ବିଲ !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ କୁକୁଟା ଗ୍ରାମପଂଚାୟତ ରେ ବାଦୀମୁଣ୍ଡା ପୋଖରୀ ରେ ପ୍ରାୟ ୨୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ର ଶୁଭାରମ୍ଭ କରାଯାଇ ପାଇପ ବିଛା ଯାଇ ପଂଚାୟତବାସୀ ଙ୍କୁ ପାନୀୟ ଜଳ ଯୋଗାଇବା ସମସ୍ତ ବ୍ୟବସ୍ଥା ହୋଇ ସାରି ଥିବା ବେଳେ କୌଣସି କାରଣ ରୁ ଏହି ପ୍ରକଳ୍ପ!-->…
ବାଳିକାମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାରିକୂଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ରାଜ୍ୟ ଯୁବନୀତି-୨୦୧୩ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବାଳିକା ମାନଙ୍କ ପାଇଁ ଅତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ପାରିକୂଳ ଉଚ୍ଚ!-->!-->!-->…
ସଡ଼କ ଦୁର୍ଘଟଣା ରେ ବାଇକ ଆରୋହୀ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଂଚାୟତ ର ମର୍କଟା ଗ୍ରାମ ର ସଂଜୀବ ପ୍ରଧାନ ନାମକ ଜଣେ ଯୁବକ (୧୮) ଘରୁ ଆସୁଥିବା ବେଳେ ରେକୁଳା ନିକଟରେ ଏକ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା ।
ଫଳରେ ତାଙ୍କ ବେକ ଓ ଆଖିରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ!-->!-->!-->…