କାମାକ୍ଷାନଗର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗର ଏନଏସି ସଭାଗୃହରେ କାମାକ୍ଷାନଗର ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ସରକାରଙ୍କ ଖଣି,ଇସ୍ପାତ ଏବଂ ପୁର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ମହୋତ୍ସବ!-->…
କଙ୍କଡାହାଡ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କନ୍ଧରା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି ବାଷିର୍କ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପରଜଙ୍ଗ ବିଧାୟକ ଡ.ନୃସିଂହ ଚରଣ ସାହୁ, ସମ୍ମାନୀତ!-->…
ଗଣ୍ଡ ସମାଜର ବାର୍ଷିକ ଉତ୍ସବ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ସ୍ଥିତ କନ୍ଧରା ଗ୍ରାମରେ ଥିବା ଗଣ୍ଡ ସମାଜର ଇଷ୍ଟଦେବୀ ଜଟିଆମାତାଙ୍କ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ରାମିଆଳ ନଦୀ ପଠା ଜଟିଆମାତା ତୁଠରୁ କଳସ ପୂଜା କରି ଏକ ଶୋଭଯାତ୍ରାରେ ଯାଇ ଘଟ ସ୍ଥାପନ କରାଯାଇଥିଲା ।
ଆଞ୍ଚଳିକ ଗଣ୍ଡ ସମାଜର ସଭାପତି!-->!-->!-->…
ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀକୁ ଆକର୍ଷଣୀୟ କରିବାକୁ ଉଦ୍ୟମ
ଢେଙ୍କାନାଳ ଜିଲ୍ଳାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଳାପାଳ ସରୋଜ କୁମାରସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବାକୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି ।
ଏହି ବୈଠକରେ ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ!-->!-->!-->…
ମଗଜି ଲଡୁ
ଖାଦ୍ୟ ପେୟକୁ ନେଇ ବିଭିନ୍ନ ଅଞ୍ଚଳରେ ଏକ ସ୍ଵତନ୍ତ୍ରତା ରହିଛି । ଗୋଟିଏ ଗୋଟିଏ ଖାଦ୍ୟ ପଦାର୍ଥକୁ ନେଇ ସଂପୃକ୍ତ ଅଞ୍ଚଳକୁ ମଧ୍ୟ ମିଳିଛି ପରିଚୟ । ବେଳେବେଳେ ସେହି ପରିଚୟ ସମଗ୍ର ରାଜ୍ୟର ଗୌରବରେ ପରିଣତ ହୁଏ। ବର୍ତ୍ତମାନ ଜିଆଇ ଟ୍ୟାଗ୍ ପାଇଁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ!-->…
ଶେଷ ଶୃଙ୍ଗାର
ମନ ଉପବନେ ମୋ ପ୍ରୀତି ଅଙ୍ଗନେଶେଷ ଶୃଙ୍ଗାରର ଚିହ୍ନଶ୍ରବଣରେ ବାଜେ ଭକ୍ତି ରସାଣିତସୁମଧୁର ବଂଶୀ ସ୍ଵନ ll
ତୁମ ପାଇଁ ପ୍ରଭୁ ସଜେଇ ରଖିଛିମୋ ହୃଦୟ ସିଂହାସନଧୀର ପାଦପାତେ ସୁପ୍ତ ବା ଜାଗ୍ରତେଆସ ପ୍ରଭୁ ନାରାୟଣ ll
ମଳିନ ପଡିନି ଶେଷ ଶୃଙ୍ଗାର ମୋତୁମ ପଥ ଅଛି ଚାହିଁରାଧାରାଣୀ ନୁହେଁ!-->!-->!-->!-->!-->…
କ୍ରସର ମାଲିକଙ୍କୁ ମାଡ ଏବଂ ଟଙ୍କା ଲୁଟ ଘଟଣା , ମାଷ୍ଟର ମାଇଣ୍ଡ ସହିତ ୪ ଗିରଫ
ଢେଙ୍କାନାଳ ଜିଲ୍ଳା ମୋଟଙ୍ଗା ଥାନା ଅନ୍ତ୍ର୍ଗତ ନୂଆ ଓଡାପଡା ଠାରେ ଥିବା ଏକ କ୍ରସରରେ ଖାଉଥିବା ବେଳେ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ମାଡ ମାରିବା ଏବଂ ଟଙ୍କା ଲୁଟ ଘଟଣାରେ ପୋଲିସ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି ।
ଗତ ୨ତାରିଖ ସୋମବାର ରାତିପ୍ରାୟ ୧୧ଟା ସମୟରେ!-->!-->!-->…
ଶେଷ ସ୍ପର୍ଶ
ଭୁଲି ନାହିଁ ତୁମ ଶେଷ ସ୍ପର୍ଶ ପ୍ରିୟା ଭୁଲି ନାହିଁ ସେହି ରାତି,ଭୁଲିବାକୁ ଯେବେ ଚେଷ୍ଟା କରେ ମୁହିଁ ଦେହରେ ବଢୁଛି ତାତି ।
ଜାଳି ଦିଏ ମୋତେ ମାରି ଦିଏ ମୋତେ ଅଭୁଲା ତୁମର!-->!-->!-->…
ଶୈବ ପୀଠ ଗର୍ଭ ଗୃହରୁ ଲୁଟିଲେ ଅଳଙ୍କାର,୧୦ ଦିନ ଭିତରେ ୨ଥର ଲୁଟ୍
କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଶିବୁଳାପଶି ଶୈବ ପୀଠ ରୁ ଗୁରୁବାର ବିଳମ୍ବିତ ରାତିରେ ମନ୍ଦିର ଗର୍ଭଗୃହ ଭିତରୁ କେହି ଦୁର୍ବୃତ୍ତ ହୁଣ୍ଡି ବାକ୍ସ କୁ ଭାଙ୍ଗି ଠାକୁର ଙ୍କ ରତ୍ନ ଅଳଙ୍କାର କୁ ଲୁଟି ନେଇଛି ।
ଗତ ମାସ ୨୭ତାରିଖ ରାତି ରେ ମଧ୍ୟ ପାର୍ବତୀ ଙ୍କ ଆଖି ତାଡି ସୁନା ଓ!-->!-->!-->…
ମୁକୁଳା ଟ୍ରାନ୍ସଫରମର ନିକଟରେ ତାରବାଡ ଦାବି
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବିରୋଡ ଗାନ୍ଧୀଛକନିକଟରେ ଫରେଷ୍ଟର କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟ ନିକଟରେ ଦୀର୍ଘବର୍ଷ ଧରି ଖୋଲା ମେଲାରେ ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ।
ଉକ୍ତ ଟ୍ରାନ୍ସଫର୍ମର ନିକଟ ଦେଇ ସ୍କୁଲ କଲେଜ!-->!-->!-->…