News
lipub
samparksetu

ବଜ୍ରାଘାତରେ ୧ ମୃତ ,୧ ଗୁରୁତର

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କଣ୍ଡାରକାଟେଣୀ ଗାଁର ଅମିତ ମହାନ୍ତ(୩୫) । ଅମିତ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ

ଟାଟାଏସି ଧକ୍କାରେ ଦୁଇ ମୃତ ; ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ରୋକ

ଟାଟାଏସି ଧକ୍କାରେ ଦୁଇ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଦେଢ଼ ଘଣ୍ଟା ବିଳମ୍ବରେ ପହଁଚିଲା ରାସୋଳ ପୋଲିସ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ରାସ୍ତାରୋକ ହେଲା । ପରେ ମାଜିଷ୍ଟ୍ରେଟ ପହଂଚି ଥିଲେ ମଧ୍ୟ ଲୋକମାନେ ଶବ ଛାଡିଲେ ନାହିଁ ।

ଶିକୁଳିରେ ବନ୍ଧା ଜୀବନ !

ଯେଉଁ ବୟସରେ କାମଧନ୍ଦା କରି ମା କାନ୍ଧର ବୋଝକୁ ହାଲୁକା କରିବା କଥା , ସେହି ବୟସ ରେ ବିଧବା ମା କାନ୍ଧର ବୋଝ ପାଲଟିଛି। ମାନସିକ ରୋଗରେ ପୀଡିତ ହୋଇ ୮ ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇଥିବା ବେଳେ ବୋଧବା ମା ପରଘରେ ପାଇଟି କରି ପୁଅ ମୁହଁରେ ଦାନା ଦେଉଛନ୍ତି । ଓଡ଼।ପଡ଼ା ବ୍ଳକ ବିଡୋ

ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ମତଦାନ, ଭୋଟ ଦେବା ପାଇଁ ଭୋଟର ଙ୍କ ମଧ୍ୟରେ ଉତ୍ସାହ ; ଆସନ୍ତା ୨୬ ତାରିଖରେ ଦ୍ୱିତୀୟ…

ଆରମ୍ଭ ହୋଇଛି ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ଭୋଟଦାନ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମୋଟ ୧୮୩ଟି ସମବାୟ ସମିତି ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ରହିଛି ମୋଟ ୮୦ ଗୋଟି ସମବାୟ ସମିତି । ଯେଉଁ ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ରବିବାର ଦିନ ୨୩ଟି ଏବଂ ଜୁନ ୨୬ ତାରିଖ

ଜଙ୍ଗଲରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଜାଙ୍ଗୁ ଗାଁ ଜଙ୍ଗଲ ରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୁଚନା ଅନୁସାରେ ଜାଙ୍ଗୁ ଗାଁର ଦୁଆରୀ ସେଠି (୮୦) ଗତ କାଲି ସକାଳୁ ଘରୁ ଯାଇ ଆଉ ଫେରି ନଥିଲେ ଘର ଲୋକ ମାନେ ଖୋଜାଖୋଜି କରି ଆଜି ପାଖ ଜଙ୍ଗଲରେ ତାଙ୍କ ମୃତ ଦେହ ପଡି ଥିବା ଦେଖି

ପରିଚୟ

ଲୋଚାକୋଚା ବିଛଣାରେ ମୋତେ ଆଉ ତୁମେ ଖୋଜନାହୁଏତ ମୁଁ ମିଳିପାରେ ଗାଁ ମଶାଣି ର ବିକ୍ଷିପ୍ତ ପାଉଁଶ ତଳେଅପଲକ ନୟନରେ ମୋତେ ଆଉ ତୁମେ ଚାହଁନାଆଖିର ଏ ବାଗୁଡି ଖେଳରେ ହୁଏତ ମୁଁ ହାରିଯାଇପାରେ ॥ ତୁମ ବାହୁଯୁଗଳରେ ମୋତେ ଆଉ ଆବଦ୍ଧ କରନା ହୁଏତ ମୁଁ ଭଲପାଏ ଆବୋରିନେବାକୁଏ ମାଟି ପାଣି

ବାରହା ଆକ୍ରମଣରେ ଯୁବକ ଗୁରୁତର

ବାରହା ଆକ୍ରମଣରେ ଯୁବକ ଗୁରୁତର ହୋଇଥିବାର ଜଣା ଯାଇଛି । ସୁଚନା ମୁତାବକ ଢେଙ୍କାନାଳ ଜିଲ୍ଲା ସଦର ରେଂଜ କାଇମାଟି ଗ୍ରାମପଞ୍ଚାୟତ ଶଙ୍ଖୁଆ ଗ୍ରାମର ନରୋତ୍ତମ ପ୍ରଧାନ ନାମକ ଯୁବକ ତାଙ୍କ ଘର ନିକଟରେ କୌଣସି କାମ କରୁଥିବା ସମୟରେ ତାଙ୍କୁ ହଠାତ ଏକ ବାରହା ଆକ୍ରମଣ କରିଥିଲା। ନରୋତ୍ତମଙ୍କ

ଯାତନା

ଅଗ୍ନି ଦାବାନଳେ ଜଳୁଛି ଶରିରକ୍ଷଣେ କ୍ଷଣେ ପୋଡ଼ି ମୁଠେ ପାଉଁସଅଗ୍ନି ପିଣ୍ଡୁଳା କୁ ବୋହି ବୋହି ନିତିଶରିରେ ଅନେକ ଜନ୍ତ୍ରଣା ଦୁଃଖ।ତଥାପି ଚାଲିଛି ଚାଲିଛି ଏକାହୁଏନାହିଁ ଇତସ୍ତତମୃତ ମଣିଷ ର ଦୁଃଖ ବା କଅଣସୁଖ ର ସ୍ଵାଦ ତ ସାତ ସପନ। ଆଜି ମୁଁ ଫୁଙ୍ଗୁଳା ବେଢଙ୍ଗି ଶରିରେରଙ୍ଗିନ ପୋଷାକ

ଢେଙ୍କାନାଳ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଶ୍ରୀ ସିଦ୍ଧ ବଳରାମ ଜୀଉ ବିଜେ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଉପ ଜିଲ୍ଲାପାଳ ତଥା ନିର୍ବାହୀ

ପାଣ୍ଡୁରାମ ଙ୍କ ପାଇଁ ବାସଗୃହ ପାଲଟିଛି ବିଦ୍ୟାଳୟର ବାରଣ୍ଡା

ସରକାର ଦେଉଥିବା ଗରିବ ଆଦିବାସୀ ଲୋକଙ୍କୁ ସମସ୍ତ ପ୍ରକାରର ଯୋଜନାରୁ ବାଦ ପଡିଯାଇଛନ୍ତି ଏହି ବୃଦ୍ଧ ଦମ୍ପତି। ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା,କଙ୍କଡ଼ାହାଡ଼ ବ୍ଲକ, ମକୁଆକାଟେଣି ପଞ୍ଚାୟତ ଅଧିନରେ ଥିବା ରଗଡାସାହି ର ପାଣ୍ଡୁରାମ ସିଙ୍କୁ ଙ୍କ କଥା। ସରକାରଙ୍କ ତରଫରୁ ୧୯୯୬ ମସିହାରେ ଏକ ଆବାସ
error: Content is protected !!